ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ନୀତିକୁ ନେଇ ଆଜି କହିବେ ‘ମନ କି ବାତ ‘ ନୂତନ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରେଡିଓ କାର୍ଯ୍ୟକ୍ରମ ମନ କି ବାତ ରେ ଦେଶ ବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମଗୁଡ଼ିକର ଏ ହେବ ବର୍ଷର ଶେଷ କାର୍ଯ୍ୟକ୍ରମ | ପିଏମ ମୋଦୀ ଏହି ସମୟ ମଧ୍ୟରେ କୃଷକ ଏବଂ କୃଷି […]

Pin It on Pinterest