ପ୍ରମୋଦ ନାଏକ (ଭୁବନେଶ୍ୱର): ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ର ପ୍ରାର୍ଥୀ ହୋଇଥିଲେ ନିରଞ୍ଜନ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ରହିଥିଲା ଶେଷ ତାରିଖ । ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଥିଲା । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇନଥିଲେ । ଯାହା ଦ୍ୱାରା ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ […]
Rajya sabha
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବେ ରାଜ୍ୟସଭାରେ କଂଗ୍ରେସ ପାଇଁ ଏକ ସଙ୍କଟ ପରିସ୍ଥିତି ଉପୁଜିଛି। ଆସନ୍ତା ରାଜ୍ୟସଭା ନିର୍ବାଚନ ପରେ ଉପର ଗୃହରେ କଂଗ୍ରେସ ସଂଖ୍ୟା ହ୍ରାସ ପାଇବ। ଆହୁରି ଚିନ୍ତାର ବିଷୟ ହେଉଛି କଂଗ୍ରେସର ଭୌଗୋଳିକ ଗ୍ରାଫ୍ ମଧ୍ୟ ବର୍ତ୍ତମାନ ହ୍ରାସ ପାଉଛି | ବର୍ତ୍ତମାନ ୧୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ରାଜ୍ୟସଭାରେ କୌଣସି କଂଗ୍ରେସ ପ୍ରତିନିଧୀ ରହିବେ ନାହିଁ। ଆସନ୍ତୁ ଜାଣିବା […]


