ରାଞ୍ଚି: ୨୧ ବର୍ଷ ୭ ଦିନ ବୟସରେ IAS କ୍ୟାଡରରେ ପ୍ରବେଶ କରି ସବୁଠାରୁ କନିଷ୍ଠ ହୋଇଥିବାରୁ ଲିମକା ବୁକ୍ ଅଫ୍ ରେକର୍ଡରେ ସାମିଲ ହୋଇଥିବା , ୨୦୦୦ ବ୍ୟାଚ୍ ର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ବର୍ତ୍ତମାନ ଆୟ ବହିର୍ଭୁତ ସମ୍ପତି ଠୁଳ କାରବାର ରେକର୍ଡ କରି ଇଡିଙ୍କ ଜାଲରେ ଛନ୍ଦି ହୋଇଛନ୍ତି | ତେବେ ଏହାପୂର୍ବରୁ ଆଇଏଏସ୍ ଅଧିକାରୀ ପୂଜା ସିଙ୍ଗଲଙ୍କ ପରିବାରରୁ ଚାକିରି ପର୍ଯ୍ୟନ୍ତ […]


