ମନୋଜ ମହାନ୍ତି(ଭୁବନେଶ୍ବର): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ଫ୍ଲେଟ୍(ଏଚ୍ଏସ୍ଆର୍ପି) ନାହିଁତ ରାସ୍ତାରେ ଗଡ଼ିପାରିବନି କୌଣସି ଗାଡ଼ି। କେବଳ ନୂଆ ଗାଡି ନୁହେଁ ପୁରୁଣା ଗାଡ଼ିରେ ବି ଲଗାଇବାକୁ ବାଧ୍ୟ ଏହି ନମ୍ବର ପ୍ଲେଟ୍ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ବ୍ୟବହାର ହେଉଥିବା ବେଳେ ଏହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍ ରହିଛି। କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍ […]