ବାସ୍ତବବ୍ୟୁରୋ:ୟୁକ୍ରେନ-ରୁଷର ତିକ୍ତତା ମଧ୍ୟରେ ୟୁକ୍ରେନରେ ଆମେରିକାର ସାମରିକ କାର୍ଯ୍ୟକଳାପକୁ ବଜାୟ ରଖିବା ପାଇଁ ରୁଷ ରେ ସାଇବର ଆକ୍ରମଣ କରିବାର ବିକଳ୍ପ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଦିଆଯାଇଥିଲା। ବିଡେନଙ୍କୁ ପରାମର୍ଶ ଦେଇଥିବା କମିଟିର ନିକଟବର୍ତ୍ତୀ ଲୋକମାନେ ଏହି ସୂଚନା ଦେଇଛନ୍ତି। ଯୁକ୍ତରାଷ୍ଟ୍ରରେ, ଏନବିସି ନ୍ୟୁଜ୍ କୁ ପରାମର୍ଶ କମିଟିର ନିକଟବର୍ତ୍ତୀ ଲୋକ କହିଛନ୍ତିକି ରୁଷ ର କ୍ଷମତାକୁ କ୍ଷୁର୍ଣ୍ଣ କରିବା ପାଇଁ ବିଡେନଙ୍କୁ ରୁଷ ଉପରେ ସାଇବର ଆକ୍ରମଣ […]


