ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ପ୍ରଭାବ ଆମ ଦେଶରେ ଦେଖିବାକୁ ଲାଗିଲାଣି | ସାର୍ବଜନୀନ କ୍ଷେତ୍ର ରେ ତୈଳ କମ୍ପାନୀଗୁଡିକ LPG ର ମୂଲ୍ୟ ବୃଦ୍ଧି କରିଛନ୍ତି | ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି। ଏଥିସହିତ ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଚୋଟୁର ମୂଲ୍ୟ ମଧ୍ୟ ୨୭ ଟଙ୍କା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଘରୋଇ ଗ୍ୟାସ ସିଲିଣ୍ଡର […]