ଏସ.ବାସ୍ତବ:ପାତ୍ର ଚାଲ୍ ଜମି ସ୍କାମ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମସ୍ୟା ବଢିବାରେ ଲାଗିଛି। ପ୍ରକାଶ ଯେ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ରବିବାର ରାଉତଙ୍କ ବାସଭବନରେ ଚଢ଼ାଉ କରିଥିଲା। ସେହି ସମୟରେ ତାଙ୍କ ଘରୁ ୧୧ .୫୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହାପୂର୍ବରୁ ମଧ୍ୟ ଇଡି ରାଉତଙ୍କୁ ଅନେକ ଥର ସମନ ଜାରି କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, […]