ବରଗଡ଼:-୨୬.୬(ନବୀନ କୁମାର ଦାଶ): ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ବରଗଡ ଜିଲ୍ଲା ପାଇକମାଳ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଗସ୍ତ କରି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନ ପରିସରରେ ଏକ ଶିଶୁ ଉଦ୍ୟାନ ନିର୍ମାଣ ଲାଗି ଶିଳାନ୍ୟାସ କରିବା ସହ ପିଲାଙ୍କୁ ସ୍କୁଲ ନେବା ଆଣିବା କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ଏକ ସ୍କୁଲ ବସକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟକି, […]

ବରଗଡ:(ନବୀନ କୁମାର ଦାଶ)-ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ପାହାଡ଼ଶ୍ରୀଗିଡ଼ା କୁ ବିଦ୍ୟାଳୟ ର ପୁରାତନ ଛାତ୍ର ଶ୍ରୀଯୁକ୍ତ ସୁବୋଧ କୁମାର ନାଏକ (ଡାଇରେକ୍ଟର,ଡିଆରଡିଓ,ଚାନ୍ଦ ବାଲି,ବାଲେଶ୍ଵର) ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ବିଦ୍ୟାବତୀ ସୁବୋଧ ନାଏକ ଙ୍କ ସହ ପରିଦର୍ଶନ କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ପରିସରରେ ଉଭୟଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସଭାପତିତ୍ବରେ ଏକ ଉଦ୍-ବୋଧନୀ ସଭାର […]

ସଂଜୟ ଶତପଥୀ(କଟକ): ଆଜି Our Slaplings Play Schoolକଟକର ପ୍ରଥମ ବାର୍ଷିକୋତ୍ସବ “ମୁସ୍କାନ୍” ମହାସମାରୋହରେ କଟକ ର ବାରବାଟୀ ଷ୍ଟାଡିୟମ ର ଓଡ଼ିଶା କ୍ରିକେଟ ଆସୋସିଏସନ୍ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବାରବାଟୀ -କଟକ ର ମାନନୀୟ ବିଧାୟକ ଇଂ ମହମ୍ମଦ ମୋକିମ୍ ମୂଖ୍ୟ ଅତିଥି ଭାବେ ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ପ୍ରାକ୍ତନ ସମ୍ପାଦକ ଶ୍ରୀ ଆର୍ଶୀବାଦ ବେହେରା ସମ୍ମାନିତ […]

ବାସ୍ତବବ୍ୟୁରୋ:ଦେଶର ସମସ୍ତ ସରକାରୀ ବିଦ୍ୟାଳୟରେ ସମାନ ୟୁନିଫର୍ମ ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ସୁଦର୍ଶନ ଧୁଲିଆଙ୍କ ଏକ ବେଞ୍ଚ କହିଛନ୍ତି ଯେ ଏହା ଏକ ମାମଲା ନୁହେଁ ଯାହା କୋର୍ଟକୁ ଅଣାଯିବା ଉଚିତ। କିନ୍ତୁ ଆବେଦନକାରୀଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଗୌରଭ ଭାଟିଆ କହିଛନ୍ତି ଯେ ଏହା ଏକ ସାମ୍ବିଧାନିକ ପ୍ରସଙ୍ଗ ଏବଂ ଭିନ୍ନ ଭିନ୍ନ ପୋଷାକ ପିନ୍ଧିବା ଅଧିକାର ଆଇନ […]

ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ୨୦୨୨ -୨୩ ଅଧିବେଶନ ପାଇଁ ବୋର୍ଡ ପରୀକ୍ଷାର ନମୁନା ପ୍ରକାଶ କରିଛି |ଢା ଞ୍ଚାରୁ ଏହା ସ୍ପଷ୍ଟ ହୋଇଛି ଯେ ବୋର୍ଡ ପରୀକ୍ଷାରେ କେବଳ ସେହି ଛାତ୍ରମାନେ ଆଗରେ ରହିବେ, ଯେଉଁମାନେ ରୋଟ୍ ବଦଳରେ ବୁଝାମଣା ସହିତ ଅଧ୍ୟୟନ କରିବେ | ଏଥର ଇଚ୍ଛାଧୀନ ପ୍ରଶ୍ନଗୁଡିକ ୫୦ % ରୁ ୨୦ % କୁ ହ୍ରାସ କରାଯାଇଛି | ନମୁନାରେ ସମୁଦାୟ ୩୦% […]

ବାସ୍ତବବ୍ୟୁରୋ: କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ଥିବା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ କରୋନା ଆକ୍ରା‌ନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଶିକ୍ଷକ, ଜଣେ ରୋଷେୟା ଓ ଦୁଇ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଖବର ଅନୁଯାଇ ,ସ୍କୁଲ ଖୋଲିବା ପୂର୍ବଦିନ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ ଜଣେ ଶିକ୍ଷକ […]

Pin It on Pinterest