ସଞ୍ଜୟ ଶତପଥୀ(କଟକ)୨୨।୦୯:ଫୁଟପାଥ ଉପରକୁ ମାଡ଼ିଗଲା ସ୍କୁଲ ବସ।ଗଛରେ ପିଟି ହେଲା ବସ୍ର ସମ୍ମୁଖ ଭାଗ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ଡ୍ରାଇଭର । ସୂଚନା ଅନୁଯାଇ,କଟକ ସିଡିଏ ଅଭିମୁଖେ ଯାଉଥିବା ବେଳେ ସିଡିଏ ଫେଜ-୨ ଥାନା ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡି ଯିବା ଫଳରେ, ଡିଭାଇଡର କଡରେ ଥିବା ଏକ ଗଛରେ ପିଟି ହେବାରୁ ବସର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । […]


