ବାସ୍ତବବ୍ୟୁରୋ :ମହାରାଷ୍ଟ୍ର ରାଜ୍ୟରେ କରୋନା ରେ ସର୍ବାଧିକ ଆକ୍ରାନ୍ତ | ଗତ ୨୪ ଘଣ୍ଟା ମଧ୍ୟରେ ୫୭ ଟି ନୂତନ ମୃତ୍ୟୁ ସହ ୫୦ ,୦୨୭ କୁ ବୃଦ୍ଧି ପାଇଛି। ଏହା ସହ ମହାରାଷ୍ଟ୍ର ବିଶ୍ଵ ର ପ୍ରଥମ ରାଜ୍ୟ ହେଲା ଯେଉଁଥିରେ କରୋନା କାରଣରୁ ୫୦ ହଜାରରୁ ଅଧିକ ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ର ପରେ ଆମେରିକାର ନ୍ୟୁୟର୍କ ଷ୍ଟେଟରେ ୩୯ ,୨୯୮ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, […]

ବାସ୍ତବବ୍ୟୁରୋ: ନୃତଙ୍ଗଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ପ୍ରଭାରୀ ତଥା ସାଂସଦ ଡି.ପୁରନ୍ଦେଶ୍ୱରୀ କହିଛନ୍ତିକି,ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ।ଶାସକ ବିଜେଡି ଦଳର ଭ୍ରଷ୍ଟାଚାର ବିରୁଦ୍ଧରେ କୁଳମଣି ବରାଳ ସ୍ୱର ଉଠାଇଥିବାରୁ,ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ତାଙ୍କୁ ହତ୍ୟା କରାଯାଇଛି । […]

ବାସ୍ତବବ୍ୟୁରୋ: ଆଉ ଏକ ନୂଆ ରୋଗ ଯାହା କରୋନା ଠାରୁ ଅଧିକ ବିପଜ୍ଜନକ |କରୋନା ମହାମାରୀକୁ ସବୁଠାରୁ ବିପଜ୍ଜନକ ରୋଗ ଭାବରେ ବିବେଚନା କରାଯାଏ। ଏହା ସମଗ୍ର ବିଶ୍ୱକୁ କବଳିତ କରିଛି |ଏଭଳି ପରିସ୍ଥିତିରେ ଅନେକ ଦେଶ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରି ଜୀବାଣୁକୁ ମାରିବାକୁ ସ୍ଥିର କରିଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତେ ଆଶା କରନ୍ତି ଯେ ଟିକା ବ୍ୟବହାର ପରେ କରୋନା ଜୀବାଣୁ ଏଡାଯାଇପାରିବ। କିନ୍ତୁ ଯଦି ଆପଣ […]

Pin It on Pinterest