ମନୋଜ ମହାନ୍ତି(ଭୁବନେଶ୍ୱର): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା। ବହୁତଳ କାର୍‌ ପାର୍କିଂରେ ବେପାର ହେଉନି। ଯେଉଁ ପରିମାଣରେ ପାର୍କିଂ ହେବା ଆଶା କରାଯାଉଥିଲା, ସେହି ପରିମାଣରେ ହେଉନାହିଁ। ଏଭଳି କାରଣ ଦେଖାଇ ଦୁଇ ଠିକାସଂସ୍ଥାକୁ ମାସକୁ ୮ଲକ୍ଷରୁ ଅଧିକ ହିସାବରେ ୫ ମାସର ୩୦ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଦେୟ ଛା‌ଡ଼ି ଦେବାକୁ ଚକ୍ରାନ୍ତ ଚାଲିଛି । ବେପାର ହେଉ ନଥିବାରୁ ଧାର୍ଯ୍ୟ ଦେୟ […]

Breaking News

Pin It on Pinterest