ବାସ୍ତବବ୍ୟୁରୋ:ଆଜିଠାରୁ ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ର -ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ତ୍ତମାନ ସମୟରେ ଉଭୟ ଦଳ ୧-୧ରେ ଅଛନ୍ତି। ରୋହିତ ଶର୍ମା ଭାରତୀୟ ଦଳକୁ ଫେରୁଛନ୍ତି। ଏହା ବ୍ୟତୀତ ନବଦୀପ ସାଇନି ମଧ୍ୟ ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳୁଛନ୍ତି। ଟସ୍ ପରେ ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଛନ୍ତି ଯେ ରୋହିତ ଶର୍ମାଙ୍କ […]

ବାସ୍ତବବ୍ୟୁରୋ:ମେଲବୋର୍ଣ୍ଣ: ସିଡନୀରେ ୭ ଜାନୁୟାରୀରୁ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟକୁ ଫେରିବା ଆଶା କରି ମେଲବର୍ଣ୍ଣର ଏକ ହୋଟେଲରେ ଭାରତୀୟ ଓପନର୍ ରୋହିତ ଶର୍ମା,୧୪ ଦିନର କୋରେଣ୍ଟାଇନ ଶେଷକରି, ମେଲବର୍ଣ୍ଣର ଏକ ହୋଟେଲରେ ନିଜ ସାଥି ଖେଳାଳିଙ୍କ ସହ ଯୋଗଦେଇଛନ୍ତି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ ରୋହିତ ହୋଟେଲରେ ତାଙ୍କ ସାଥୀ ଖେଳାଳି ଏବଂ […]

Pin It on Pinterest