ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) କିମ୍ବଦନ୍ତୀ କ୍ରିକେଟ୍ ସଚିନ ତେନ୍ଦୁଲକର ଗୁରୁବାର ଦିନ କୋଭିଡ -୧୯ (COVID-19) ରୋଗୀଙ୍କ ପାଇଁ ଅକ୍ସିଜେନ୍ କନ୍ସେଣ୍ଟ୍ରେଟର କିଣିବା ଉଦ୍ଦେଶ୍ୟରେ ଏକ କୋଟି ଟଙ୍କା ଦାନ କରିଛନ୍ତି। ଏହି ମହାମାରୀ ସହ ଦେଶ ସଂଘର୍ଷ କରୁଥିବା ସମୟରେ ତେନ୍ଦୁଲକର ଏହି ରାଶି ଦାନ କରିଛନ୍ତି। ଭାରତରେ ସଂକ୍ରମିତ କୋଭିଡ -୧୯ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବୁଧବାର ଦିନ ଗୋଟିଏ ଦିନରେ ସର୍ବାଧିକ ତିନି ଲକ୍ଷ […]
Tendulkar
ବାସ୍ତବବ୍ୟୁରୋ:ସଚିନ ତେନ୍ଦୁଲକର ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାଗନେବାର ଦୁଇ ବର୍ଷ ପୂର୍ବରୁ ଭାରତ ବିପକ୍ଷରେ ପାକିସ୍ତାନ ଦଳରେ ପ୍ରଥମେ ଫିଲଡିଂ କରିଥିଲେ | ଏହା ୧୯୮୭ ମସିହାର କଥା ଭାରତ ପାକିସ୍ତାନ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ତେନ୍ଦୁଲକର ଫିଲଡିଂ କରିଥିଲେ ବୋଲି ,ଶନିବାରକୁ ୪୮ ବର୍ଷରେ ପାଦ ଦେଇଥିବା ସଚିନ ନିଜ ଆତ୍ମଜୀବନୀରେ ଏ କଥା କହିଛନ୍ତି | ସେ କହିଛନ୍ତିକି ଭାରତ ପାକିସ୍ତାନ ବନ୍ଧୁତ୍ୱ ମ୍ୟାଚ ରେ ମଧ୍ୟାନ୍ତର ପରେ […]