ସଞ୍ଜୟ ଶତପଥୀ(କଟକ): କଟକ ଜିଲ୍ଲାର ପରିବା ଝୁଡ଼ିରେ ଝଡ, ଆଗକୁ କଟକ-ଭୁବନେଶ୍ବରରେ ପରିବା ଅମୂଲମୂଲ ହେବ । କଟକ ଜିଲ୍ଲାର ବାଙ୍କୀ ଓ ଡମପଡା ବ୍ଲକ୍, ଆଠଗଡ଼ର କଖଡି, ମଂଚେଶ୍ବର, ତିଗିରିଆ, ବଡମ୍ବା ଓ ନରସିଂହପୁରର ଅନେକ ଗାଁରେ ହେକ୍ଟର ହେକ୍ଟର ଚାଷ ଜମି ବୁଡ଼ି ରହିଛି ପାଣି ଭିତରେ। ଏକ ସପ୍ତାହ ପର୍ଯ୍ୟନ୍ତ ପାଣି ଛାଡି ନ ପାରେ। ଚାଷ ହୋଇଥିବା ପନିପରିବା ପାଣି ଭିତରେ ପଚି,ସଢିଗଲାଣି।ଏହି ସବୁ […]


