ବାସ୍ତବବ୍ୟୁରୋ:(ଭୁବନେଶ୍ବର)କରୋନା ସଂକ୍ରମଣର ହାର ରାଜ୍ୟରେ କମିବାର ନ’ଧରୁନଥିଲାବେଳେ, କରୋନାକୁ ନେଇ ରାଜନୀତି ଯୁଦ୍ଧ ତାଠାରୁ ଅଧିକ ହାରରେ ବଢି ଚାଲିଛି | ଲୋକଙ୍କ ଜୀବନ ଆଉ ଜୀବିକା ଠୁଁ ବେଶି ଦଳଗତ ପ୍ରଚାର ପ୍ରସାର ଛାଲିଛି | ଏହି ଘଡ଼ିସନ୍ଧି ମୁହୁର୍ତରେ ବିଜେପି ବିଜେଡି ମଧ୍ୟରେ ଭେଣ୍ଟିଲେଟର୍ କୁ ନେଇ ଆରମ୍ଭ ହୋଇଛି ଯୁଦ୍ଧ | ପିଏମ୍ କେୟାର ପାଣ୍ଠିରୁ କେନ୍ଦ୍ର ସରକାର ଓଡ଼ିଶାକୁ ୫୬୭ ଭେଣ୍ଟିଲେଟର୍ ଦେଇଛନ୍ତି। ଏହି […]