କୁନ୍ଦୁରା୭/୧୦ (ନି.ପ୍ର.):କୁନ୍ଦୁରା ବ୍ଳକ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଭିଜିଲାନ୍ସ୍ ଜାଲରେ। ସୁଚନାମତେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟର ବକେୟା ବିଲ କରିଦେବା ବାବଦକୁ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଜୟପୁର ଭିଜିଲାନ୍ସ ବିଭାଗ । କୁନ୍ଦୁରା ଅଞ୍ଚଳର ପ୍ରଫୁଲ୍ଲ କୁମାର ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କୋଡ଼ିଏ ହଜାର ଟଙ୍କା ନେଉଥିଲେ।ଠିକ୍ ସେହି ସମୟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା […]

ଉମରକୋଟ ୧୧।୭: ଭିଜିଲାନ୍ସ ହାତରେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ।୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ । ଗୋଟିଏ ପୁରୁଣା କେସ୍‌କୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିଲେ । ଟଙ୍କା ନେଇ ଦୌଡି ଚାଲି ଯାଉଥିବା ସମୟରେ ରାତି ୧୨ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଭିଜିଲାନ୍ସ ଅଧିକାରୀ ।ମିଳିତ ଭାବରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ […]

ସଞ୍ଜୟ ଶତପଥୀ(କଟକ):କଟକର ଅଭିନବ ବିଡାନାସୀ କଟକର ୧୩ ନମ୍ବର ସେକ୍ଟରରେ ଜମି ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବା ଲାଗି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ତରଫରୁ ଏକ ଦାବୀ ପତ୍ର ମହାସଂଘ ର ରାଜ୍ଯ ପ୍ରଭାରୀ ତଥା କଟକର ଜଣାଶୁଣା ସମାଜସେବୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ମହାନିର୍ଦ୍ଦେଶକ, ଦୁର୍ନୀତି ନିବାରଣ ବିଭାଗ ଙ୍କୁ ପ୍ରଦାନ କରାଯାଇଛ। ବିଶ୍ବସ୍ତ ସୂତ୍ର ରୁ ପ୍ରକାଶ ଯେ ଅଭିନବ ବିଡାନାସୀ କଟକର ୧୩ […]

Pin It on Pinterest