ଭୁବନେଶ୍ବର : ଦୁର୍ଗାପୂଜାରେ ଏ ବର୍ଷ ବର୍ଷା ହିଁ ବାଧକ ସାଜିବ ।ଦୁଇ ବର୍ଷ କରୋନା କଟକଣା ଭିତରେ ପୂଜା ମଜାରେ ଭଟ୍ଟା ପଡିଥିବା ବେଳେ,ଏ ବର୍ଷ ଧୁମ୍ଧାମ୍ରେ ପାଳିତ ହେବାକୁ ଯାଉଥିବା ଦୁର୍ଗାପୂଜା ମଉଜରେ ବର୍ଷା ଦାଉ ସାଜିବ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି, ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବର୍ଷା ହେବ । ଅର୍ଥାତ୍ ପୂଜା ମଜା ଫିକା ପଡ଼ିବ। ଆଜି ଠାରୁ ଉତ୍ତର ଉପକୂଳ […]
weatherupdate
ବାସ୍ତବବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସଙ୍କ କହିବାନୁସାରେ,କାଳବୈଶାଖୀ ବର୍ଷା ରାଜ୍ୟର ୧୧ଟି ଜିଲ୍ଲାରେ ହେବାର ସମ୍ଭାବନା ଅଛି।ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ,ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ।ତାତି କମିବା ସହ ପାଗ ଥଣ୍ଡାଳିଆ ରହିବ।ଗତକାଲି କୋରାପୁଟ ଜିଲ୍ଲା ଲମତାପୁଟଠାରେ ସର୍ବାଧିକ ୮୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦ ମିମି, କନ୍ଧମାଳ ନୂଆଗାଁ […]
ବାସ୍ତବବ୍ୟୁରୋ:କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାଇ, ରାଜ୍ୟବାସୀଙ୍କୁ ତାତିରୁ ମିଳିବ ତ୍ରାହି । ପ୍ରାୟ ୩ରୁ ୪ ଡିଗ୍ରୀ ସେଲସିୟସ୍ ପାରଦ ଖସିବାର ଅନୁମାନ କରାଯାଇଛି ।ରାଜ୍ୟରେ ଗରମ କମିଲେବି,ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ଯୋଗୁ ଗୁଳୁଗୁଳି ବଢ଼ିବ । ରାଜ୍ୟର ୧୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲେବି କୌଣସି ଅଞ୍ଚଳରେ ତାମମାତ୍ର ୪୩ ଡିଗ୍ରୀ ଛୁଇଁନଥିଲା । ଗୋଟିଏ ଦିନ ପୂର୍ବରୁ […]
ବାସ୍ତବବ୍ୟୁରୋ:ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଏକ ସତର୍କ ସୂଚନାରେ କୁହାଯାଇଛିକି ।ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଥିବାବେଳେ,ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଆଜି ସକାଳୁ ମଧ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ରହିଥିଲା | ଫୁଲବାଣୀରେ ତାପମାତ୍ର ୫.୦୩ଡିଗ୍ରି ସେଲସିୟସ ରହିଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତ୍ରିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବ| ଆସନ୍ତା […]