ବିଦ୍ୟାଳୟ ବାରଣ୍ଡାରେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ

ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ୧\୮\୨୧ଭଦ୍ରକଜିଲା ଧୁଷୁରୀଥାନା ଅଧିନସ୍ଥ ମୁଆଁଗାଁରେ ଥିବା ବିଦ୍ଯାଳୟ ବାରଣ୍ଡାରେ ଜଣେ ଅଚିହ୍ନା ବୃଦ୍ଧଙ୍କର ମୃତଦେହ ପଡିରହିଥିବା ଗାଁ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଧୁଷୁରୀ ଥାନା ଓ ଆରଡି ଫାଣ୍ଡି ପୋଲିସ ପହଁଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି।

ମୁଆଁ ଗାଁର ଲୋକଙ୍କ କହିବା ଅନୁଯାୟୀ ଗତ ୧୦\୧୨ଦିନ ହେବ ଏହି ଗାଁ ସମେତ ଆରଡି ଓ ଆଖପାଖ ଅଞ୍ଚଳରେ ବୁଲେ ସଂଧ୍ଯା ହେଲେ ଆସି ଏହି ବିଦ୍ଯାଳୟ ବାରାଣ୍ଡାରେ ଆଶ୍ରୟ ନିଏ। ହେଲେ ଆଜି ସକାଳୁ ଦେଖିଲା ବେଳେକୁ ବୃଦ୍ଧ ଜଣକ ଚେତାଶୂନ୍ଯ ହୋଇ ପଡିରହିଛି। ଏପରି ଦେଖି ଆମେ ପୋଲିସକୁ ଖବର ଦେଇଥିଲୁ ବୋଲି ଗାଁ ଲୋକେ ମତ ପ୍ରକାଶ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ମୋଟର୍ କର୍ମଚାରୀ ୟୁନିଅନ ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର....

Sun Aug 1 , 2021
ଦେବାଶିଷ ମିଶ୍ର (କଟକ)କଟକ ଜିଲ୍ଲାପାଳଙ୍କ ଉଦ୍ଦଶ୍ୟରେ ଦାବୀପତ୍ର,ମୋଟର କର୍ମଚାରୀ ସଂଘ ତରଫରୁ କଟକ ଜିଲ୍ଲାପାଳଙ୍କ ଉଦ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରାଯାଇଛି । ପରିବହନ ଶ୍ରମିକ ମାନଙ୍କୁ ସରକାର କରୋନାରେ ଗାଡ଼ି ବନ୍ଦ ଥିବାରୁ ଆର୍ଥିକ ସହାୟତା ପ୍ରଦାନ ଏବଂ ଅନ୍ୟାନ୍ୟ ସମସ୍ୟା ସମନ୍ଧରେ ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଆଜି ସଂଘ ତରଫରୁ କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନେ ଏସପି ଅଫିସ୍ ସମ୍ମୁଖରୁ ଏକ […]

You May Like

Pin It on Pinterest