ଚାନ୍ଦବାଲିରୁ ଜିଲ୍ଲା ବନ୍ୟପ୍ରାଣୀ ବିଭାଗ ସ୍ଥାନାନ୍ତରକୁ କଂଗ୍ରେସର ବିରୋଧ…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୨୫-୮-୨୦୨୧ ଚାନ୍ଦବାଲିରୁ ରାଜନଗର ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ପ୍ରସଙ୍ଗକୁ ନେଇ ଚାନ୍ଦବାଲିରେ କଂଗ୍ରେସ ଦଳ ପକ୍ଷରୁ ତିବ୍ର ବିରୋଧ କରାଯିବା ସହ ଏଥିନେଇ ଏକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ବ୍ଲକ ସଭାପତି କିଣୁରାମ ଜେନାଙ୍କଅଧ୍ୟକ୍ଷତାରେଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମଳିଳୀରେ କଂଗ୍ରେସ ଦଳର ନିର୍ବାଚନ ମଣ୍ଡଳୀର ନେତା ଦିଗମ୍ବର ଦାସଙ୍କସହ ଦଳର ବହୁ ଛାମୁଆ ନେତା ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେବର୍ଷିଥିଲେ ।

ରାଜ୍ୟ ଜଙ୍ଗଲ ବିଭାଗ ମୁଖର୍ଯ୍ୟାଳୟରୁପ୍ରିନ୍ସପାଲଚିଫକଞ୍ଜରଭେଟର ପକ୍ଷରୁ ଏକ ପ୍ରସ୍ତାବ ଆସିଛି ଭଦ୍ରକ ଚାନ୍ଦବାଲିରୁ ଭଦ୍ରକବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ଉଠିଯାଇ ରାଜନଗର କର୍ଯ୍ୟାଳୟ ଅଧନରେ ରହିବ , ଚାନ୍ଦବାଲିରେ ଡ଼ିଭିଜନ କାର୍ଯ୍ୟାଳୟ ଉଠିଯାଇ ସବ ଡିଭିଜନକାର୍ଯ୍ୟାଳୟ ରହିବ । ଚାନ୍ଦବାଲିରେ ସମସ୍ତ ଭିତିଭୂମି ଥିବା ବେଳେ କେଉଁ କାରଣରୁ ଚାନ୍ଦବାଲିରୁ ଡ଼ିଏଫଓ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେଉଛି ତାହାbକଗ୍ରେସ ପକ୍ଷରୁ ଖୋଲାଖୋଲି ବିରୋଧ କରାଯିବା ସହ ଆଗକୁ ଏକ ବଡ଼ ଧରଣର ଜନ ଆନ୍ଦୋଳନ ପାଇଁ କଂଗ୍ରେସ ଦଳ ଚେତାବନୀ ଦେଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ପକ୍ଷରୁ ସିକନ୍ଦର ବଖତ୍ ଙ୍କ ଜନ୍ମ ଜୟନ୍ତୀ ପାଳନ...

Thu Aug 26 , 2021
ଦେବାଶିଷ ମିଶ୍ର (କଟକ) ସଂଖ୍ୟା ଲଘୁ ମୋର୍ଚ୍ଚା ଭାଜପା କଟକ ତରଫରୁ ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ଭାଜପାର ସଂସ୍ଥାପକ ସଦସ୍ୟ,ପୁର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ କେରଳର ରାଜ୍ୟପାଳ ଶ୍ରୀ ସିକନ୍ଦର ବଖତ ଙ୍କ ଜନ୍ମ ଜୟନ୍ତୀ କଟକ ବରମପୁର ବସ୍ତିରେ ପାଳନ କରାଗଲା। ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲା ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଯୋଗଦେଇ ଶ୍ରୀ ସିକନ୍ଦର ବଖତ ଙ୍କ ରାଷ୍ଟ୍ରବାଦୀ ରାଜନୈତିକ […]

You May Like

Pin It on Pinterest