ଚାନ୍ଦବାଲି ବ୍ଲକ କରଣ ପଲ୍ଲୀ ପଞ୍ଚାୟତ ଏକ ଚିଙ୍ଗୁଡ଼ି ଫାର୍ମ ରୁ ଯୁବକଙ୍କ ମୃତଦେହ ଉଦ୍ଧାର…

ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଂଚାୟତ ନାଳିଛକରେ ଯୁବକଙ୍କ ମୃତ ଦେହ ଏକ ଚିଙ୍ଗୁଡ଼ି ଫାର୍ମରୁ ଉଦ୍ଧାର,ସଂନ୍ଦେହେ ଜଣକ ମୃତ୍ୟୁକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ….

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଂଚାୟତ ନାଳିଛକରେ ଜଣେ ଯୁବକଙ୍କ ମୃତ ଦେହ ଏକ ଚିଙ୍ଗୁଡ଼ି ଫାର୍ମରେ ପଲ୍ଲା ଘରେ ଉଦ୍ଧାର କରାଯାଇଛି, ମୃତଙ୍କ ହେଉଛନ୍ତି ବଂଶଡା ଥାନା ଅଧିନ କରଣପଲ୍ଲୀ ପଂଚାୟତ ନାଳୀଛକ ଗାଁର ସୁଦର୍ଶନ ମଣ୍ଡଳଙ୍କ ପୁତ୍ର ପ୍ରଳୟ ମଣ୍ଡଳ, ପ୍ରଳୟ ସାଙ୍ଗ ମାନଙ୍କ ସହ କଲି ଗୋଟିଏ ଘରେ ଶୋଇଥିଲେ, ସଖାଳ ତାଙ୍କର ପତ୍ତା ନ ମିଳିବାରୁ ପରିବାର ଲୋକେ ଖୋଜା ଖୋଜି କରିବାରୁ ତାଙ୍କର ମୃତ ଦେହ ଚିଙ୍ଗୁଡ଼ି ଫାର୍ମରୁ ଏକ ପଲ୍ଲା ଘରୁ ଉଦ୍ଧାର କରାଯାଇଛି l ଏଥିନେଇ ପରିବାର ପକ୍ଷରୁ ବଂଶଡା ଥାନାରେ ହତ୍ୟା ଅଭିଯୋଗ ପରେ ବଂଶଡା ପୋଲିସ ପକ୍ଷରୁ ଶବକୁ ଜବଦ କରିବା ସହ ତଦନ୍ତ ଆରମ୍ଭ କରିଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୨ ଟି ଜିଲ୍ଲାରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ...

Thu Dec 23 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୨୩/୧୨- ୨୨ ଟି ଜିଲ୍ଲାରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଯାତ୍ରୀଙ୍କ ଗମନାଗମନକୁ ସୁବିଧା କରାଇବା ପାଇଁ,ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ । ରାଜ୍ୟର ୨୨ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକକୁ ବସ୍‌ ସଂଯୋଗ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ […]

You May Like

Pin It on Pinterest