କଟ୍ଅ୍ଫ ମାର୍କ କେତେ ରଖାଯାଇ ମେରିଟ୍ ଲିଷ୍ଟ୍ ପ୍ରସ୍ତୁତ କରାଯାଇଛି ତାହାର ସ୍ପଷ୍ଟତା ଓସେପା ପାଖରେ ନାହିଁ, ଯାହା ବଡ ଆଶ୍ଚର୍ଯ୍ୟଜନକ ପରୀକ୍ଷାର୍ଥୀମାନେ କେତେ ମାର୍କ ରଖିଛନ୍ତି ତାହା ଜଣାଇବା ଓସେପାର ଦାୟିତ୍ୱ ହୋଇଥିବାବେଳେ କାହିଁକି ରାଜ୍ୟ ସରକାର ତାହା କରିନାହାନ୍ତି? ମେରିଟ୍ ଲିଷ୍ଟ୍ରେ ଅନେକ ଏଭଳି ରୋଲ ନମ୍ବର ପ୍ରକାଶ ହୋଇଛି ଯେଉଁମାନେ କେବେ ପରୀକ୍ଷା ଦେଇନାହାନ୍ତି ଆଦିତ୍ଯ ବେହେରା(ଭୁବନେଶ୍ୱର) ତା.୧୯/୦୧: ଏବେ ପ୍ରକାଶିତ ହୋଇଥିବା କନିଷ୍ଠ […]
ବାସ୍ତବ ବ୍ୟୁରୋ: ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ( କାମଚଳା ବଜେଟ) ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ ଷୋଡଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଫେବୃଆରୀ ୫ ତାରିଖରୁ ବସିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣର କାର୍ଯ୍ୟକ୍ରମ […]
ସନ୍ତୋଷ ପାତ୍ର(ନର୍ଲା)୧୮/୦୧/୨୩: କଳହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପଲମ୍ ଗ୍ରାମ ପଞ୍ଚାୟତ କେନ୍ଦୁ ବାହାଲି , ମହ ଗାଁ , ପଲମ ଆଦି ଗ୍ରାମରେ ୨୦୨୦-୨୧ ମସିହାରୁ ସିଡିପି ଯୋଜନା ରେ ଚାଷୀ ଙ୍କ ଆର୍ଥିକ ସ୍ଥିତି ବୃଦ୍ଧି କରିବା ନିମନ୍ତେ ଉଦ୍ୟାନ ବିଭାଗ ଜରିଆରେ ମେଗା ଲିଫ୍ଟ ଅଧିନସ୍ଥ ପରିବା ଚାଷୀ ମାନଙ୍କୁ ପ୍ରତି ଚାଷୀ ଙ୍କୁ ୫୦ ଡିସିମିଲ ପରିବା ଚାଷ ପାଇଁ ୨୨ ହଜାର ଟଙ୍କା […]
ବାସ୍ତବ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ ଜାନୁଆରି ୨୨ ତାରିଖରେ ସମ୍ପୂର୍ଣ୍ଣ ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି କି, କର୍ମଚାରୀଙ୍କ ଭାବନା ଓ ସେମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ‘ ରାମ […]
ସଂଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ଅଧୀନରେ କାର୍ଯ୍ୟ କରୁଥିବା ପୁରୀଘାଟ ଥାନା କୁ ଏକ ସଫଳତା ମିଳିଛି। ସୂଚନାଯୋଗ୍ୟ ଯେ,ଚୋରା ଗଂଜେଇ ବିକ୍ରି ହେଉଥିବାର କୈାଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ୧୪ତାରିଖ ସକାଳ ୦୯/୨୭ ମିନିଟ୍ ରେ ପୁରୀଘାଟ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ଯତୀନ୍ଦ୍ର ମୋହନ ସେଠୀଙ୍କ ନିର୍ଦ୍ଦେଶରେ ପୁରୀଘାଟ ଥାନା ର ସହକାରୀ ନିରୀକ୍ଷକ ଶ୍ରୀ ବିଭୁତି ଭୁଷଣ ଦାସ ଓ ଶ୍ରୀ […]
ସଂଜୟ ଶତପଥୀ(କଟକ): କଟକର ମଧୁପାଟଣା ଛକ ନିକଟରେ ଜନୈକ ସାମ୍ବାଦିକ ଙ୍କ ମାଞ୍ଜା ଗୁଡ଼ି ସୁତା ରେ ବେକ କଟିବା ପ୍ରସଙ୍ଗ କୁ ନେଇ କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ମାଞ୍ଜା ଗୁଡିସୁତା ବିକ୍ରି କରିବା ଉପରେ ରୋକ୍ ଲଗାଯିବା ଏବଂ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ କେତେକ ବ୍ୟବସାୟୀ ଏହି ବ୍ୟବସାୟରେ ଲିପ୍ତ ରହି ଚୋରାରେ ଏହି ବିପଦପୂର୍ଣ୍ଣ ମାଞ୍ଜା ଗୁଡିସୁତା ବିକ୍ରି କରୁଥିତ୍ଲା । ଖବର ପାଇ […]
ବାସ୍ତବ ବ୍ୟୁରୋ: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ସେହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସରକାରୀ ଅଫିସ୍, ସ୍କୁଲ ଓ କଲେଜ ବନ୍ଦ ରହିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଅନୁଷ୍ଠିତ ହେବ। ସେଥିପାଇଁ ଆରମ୍ଭ ହୋଇଯାଇଛି ପୂଜା ପଦ୍ଧତି। ୧୫ ତାରିଖରୁ ଯଜ୍ଞ […]
ବାସ୍ତବବ୍ୟୁରୋ(କେନ୍ଦ୍ରାପଡ଼ା): ଖୋଲିଲା ଭିତରକନିକା।ପର୍ଯ୍ୟଟକ ମାନଙ୍କ ପାଇଁ ଜାନୁୟାରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ଗୋପୀନାଥ ଯାଦବ ଙ୍କ ସୂଚନା ଅନୁଯାଇ, କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କୁମ୍ଭୀର ଗଣନା କରାଯାଇଥିଲା। ଚଳିତ ବର୍ଷ, ବଉଳାକୁମ୍ଭୀରଙ୍କ […]
ବାସ୍ତବ ବ୍ୟୁରୋ: ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ । ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ଏହି ସରକାରୀ ଡିଗ୍ରୀ କଲେଜ ଖୋଲିବ। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଜାରି ବିଜ୍ଞପ୍ତି ଅନୁସାରେ ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ କଲେଜ ନଥିବା ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ(କଳା) ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା […]


