ବାସ୍ତବ ବ୍ୟୁରୋ: କିଛି ଦିନ ହେଲାଣି ବହୁ ବିମାନରେ ତ୍ରୁଟିଥିବା ଖବର ସାମ୍ନାକୁ ଆସୁଛି । କେତେବେଳେ ଯାନ୍ତ୍ରିକ ତ୍ରୁଟି ତ ଆଉ କେତେବେଳେ ପକ୍ଷୀ ଧକ୍କା ଯୋଗୁଁ ବହୁ ବିମାନ ବାତିଲ ହେଉଛି । ଲୋକେ ଡରିଲେଣି ବିମାନରେ ଯାତ୍ରା କରିବାକୁ । ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଯାତ୍ରୀ ଏବଂ ସେମାନଙ୍କ ପ୍ରିୟଜନଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଲୋକେ ଗୁଗୁଲ୍ ରେ “ନିରାପଦ ଏୟାରଲାଇନ୍ସ […]

ବରଗଡ଼୨୧/୦୬(ନବୀନ କୁମାର ଦାଶ):ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗମୟ ହୋଇଛି ସାରା ଜଗତ।ଏକାଦଶ ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍‍ ରହିଛି ‘ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ।ବିଶାଖାପାଟଣା ବେଳା ଭୂମିରେ ଜାତୀୟ ଯୋଗ ଦିବସ ପାଳନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆରକେ ବିଚ୍‍ ଠାରୁ ଭୋଗପୁରମ ପର୍ଯ୍ୟନ୍ତ ୨୬କିଲୋମିଟର କରି ଡରରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ।ଯେଉଁଠାରେ ୩ ଲକ୍ଷ ଲୋକ ଏଥିରେ ସାମିଲ ହୋଇ ଥିବା […]

ବେଙ୍ଗାଲୁରୁ,୨୧।୬: ଗୌହାଟିରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର ୬E-୬୭୬୪ (ଏୟାରବସ A୩୨୧), ୧୬୮ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଚେନ୍ନାଇ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ପାଇଲଟ ବିମାନକୁ ବୁଲାଇ (ଅଲକଡ ଅବତରଣ) କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ପର୍ଯ୍ୟାପ୍ତ ଇନ୍ଧନ ନ ଥିବାରୁ ଏକ ମେଡେ କଲ ଦେବାରୁ ଏହି ଜରୁରୀକାଳୀନ […]

 ଯୋଗକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ଶ୍ରୀ ମୋହନ ମାଝୀଙ୍କ ସରକାର ନିରନ୍ତର ଭାବେ ପ୍ରୋତ୍ସାହିତ କରୁଛନ୍ତି ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ଆହ୍ୱାନଭୁବନେଶ୍ୱର(ନି.ପ୍ର)୨୧/୦୬: ଯୋଗ ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ଯୋଗୁ […]

ବରଗଡ଼୨୦/୦୬(ନବୀନ କୁମାର ଦାଶ):ଲୋକଙ୍କ ସରକାରରେ ଗରିମାମୟ ହେଉଛି ଓଡ଼ିଆ ଅସ୍ମିତା, ଓଡ଼ିଶାର ବରପୁତ୍ରଙ୍କୁ ମିଳୁଛି ସମ୍ମାନ।ଲୋକଙ୍କ ସରକାରଙ୍କ ସେବା,ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ ୧ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଜନତା ମଇଦାନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଶାର କୃଷି,ଶକ୍ତି,ସଡ଼କ ଏବଂ ଗମନାଗମନ ଆଦି କ୍ଷେତ୍ରରେ ଉନ୍ନତି ନିମିତ୍ତ ୬୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର […]

ବାସ୍ତବ ବ୍ୟୁରୋ: ଆଜି ୬୭ ବର୍ଷରେ ପାଦ ଥାପିଛନ୍ତି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇ କହିଛନ୍ତି, “ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ”। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି, “ରାଷ୍ଟ୍ରପତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ। […]

ବାସ୍ତବ ବ୍ୟୁରୋ: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ପାଇଁ ଚିକିତ୍ସିତ ହେବାକୁ ମୁମ୍ବାଇ ଯିବେ । ଏନେଇ ନିଜେ ‘ଏକ୍ସ’ରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । ସେ ଆସନ୍ତା ୨୨ ତାରିଖରେ ସେ ମୁମ୍ବାଇ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବେ।  ମୁମ୍ବାଇସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ଏହି ଚିକିତ୍ସା ହେବ ନବୀନ। ବ୍ୟକ୍ତିଗତ ଡାକ୍ତର ରମାକାନ୍ତ […]

ବାସ୍ତବ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଲେଖକ ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯିବ । ସୁବ୍ରତ ସେନାପତି ‘କଦମ୍ବବନ’ ପୁସ୍ତକ ଓ ରାଜକିଶୋର ପାଢୀ ‘କେତେ ଫୁଲ ଫୁଟିଚି’ ପାଇଁ ଏହି ମର୍ଯାଦାଜନକ ପୁରସ୍କାର ପାଇବେ। ଉଭୟଙ୍କୁ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା, ଉପଢୌକନ ଓ ସ୍ମାରକୀ […]

ଭୁବନେଶ୍ୱର୦୬.୨୦୨୫ :ପୁରୀ ଛତିଶା ନିଯୋଗ ସେବାୟତ ମାନଙ୍କର ଏକ ପ୍ରିତିନିଧି ଦଳ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଥିଲେ । ଏହି ସାକ୍ଷାତ ସମୟରେ ସେମାନେ ଶ୍ରୀମନ୍ଦିରର ତଥା ପୁରୀ ସହରର ବିକାଶ ପାଇଁ ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ପୁରୀ ଆପଣ ବହୁତ କିଛି କରିଛନ୍ତି […]

ବରଗଡ଼୧୭/୦୬(ନବୀନ କୁମାର ଦାଶ):ବରଗଡ଼ ୱାର୍ଡ ନଂ ୧୧ ଘରୋଇ ବସଷ୍ଟାଣ୍ଡ ଅଞ୍ଚଳରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି।କାଉନସିଲର ସୁନନ୍ଦା ପଣ୍ଡା ଙ୍କ ତତ୍ବାବଧାନ ରେ ହୋଇଥିବା ଏହି ଅଭିଯାନ କୁ ବ୍ୟାପକ କରାଯାଇ ସମସ୍ତ ଅଞ୍ଚଳକୁ ସଫା ସୁତୁରା ରଖାଯିବ ବୋଲି ଶ୍ରୀମତୀ ପଣ୍ଡା ତାଙ୍କ ବକ୍ତବ୍ୟରେ ଜଣାଇଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀ ମାନଙ୍କ ଗହଣରେ ବିଶିଷ୍ଟ ସମାଜସେବୀ ସତ୍ୟ ନାରାୟଣ ପଣ୍ଡା ଙ୍କ ଜନ୍ମ […]

Pin It on Pinterest