କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀର ଭାନପୁର ପଞ୍ଚାୟତ ଅଧୀନସ୍ଥ ରାକ୍ସି ଗ୍ରାମର ଜନକ ଋଷିବାଗ,ପିତା-ରାମଚନ୍ଦ୍ରବାଗ ଏବଂ ଘୋଡ଼।ବନ୍ଧ ପଞ୍ଚାୟତ ର ଲମସିଙ୍ଗା ଗ୍ରାମର ସୁନ୍ଦର ପଧାନ ପିତା-ଆନନ୍ଦ ପଧାନ ଅଧାର ନମ୍ବର-915747530139 ଅଟେ, ଦୁହେଁ 2019 ନିର୍ବାଚନ ପ୍ରଥମଚରଣରେ ମତଦାନ ଦେବାପାଇଁ ନିକଟସ୍ଥ ଲମସିଙ୍ଗା ଗ୍ରାମର ୟୁପିଏସ ସ୍କୁଲ କୁ (81)ନମ୍ବର ଜୋନ ଏବଂ ବୁଥ ନମ୍ବର-143 କୁ ଯାଇଥିଲେ,କିନ୍ତୁ ସେଠାରେ ଥିବା ପ୍ରିଜ।ଣ୍ଡିଙ୍ଗଅଫିସର ତୁମର ନାମ ନାହିଁ,ତୁମକୁ […]

ପ୍ରଥମ ପର୍ଯ୍ୟାୟ ଭୋଟ କଳାହାଣ୍ଡି ଜିଲ୍ଲାରେ ବହୁ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ଜୟପାଟଣା ବ୍ଲକ ଅନ୍ତର୍ଗତ ନାଗୁପଡା ବାସୀ ୨୦୧୯ ନିର୍ବାଚନ ରେ ଭୋଟ ବର୍ଜ୍ଜନ କରିଛନ୍ତି।ଗତ ୧୫ ଦିନ ଆଗରେ ଭୋଟ ବର୍ଜନ କରିବାକୁ ସେମାନେ ସ୍ଥିର କରିଥିଲେ।ପ୍ରଶାସନିକ ଅଧିକାରୀ ବୁଝେଇବା ସ୍ୱତେ କୋଣସି ସୁଫଳ ମିଳିନଥିଲା। ରାଜ୍ୟ ତଥା କେନ୍ଦ୍ର ସରକାର ତାଙ୍କ ପ୍ରତି ବହୁ ଅଣଦେଖା କରି ପ୍ରତିଶ୍ରୁତି […]

କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ନିର୍ବାଚନ ମଣ୍ଡଳୀର ସେରଗଡ଼ ର ଦୁଟ। ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ସକାଳ 7ଘଣ୍ଟା ମଧ୍ୟରେ ମତଦାନ କରିବା କଥା, ହେଲେ Evm, vv PAT ବିଧାନସଭା ମେସିନ ଖରାପ ହେବା ଦ୍ଵାର। ଭୋଟର ମାନେ ନିରାଶରେ ଘରକୁ ଫେରି ଯିବାର ଦେଖିବାକୁ ମିଳିଛି ଏହି ବୁଥ ରେ ସାଲେପାଲି […]

କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲାର ଲୋକସଭା ଓ ୫ ବିଧାନସଭା ପାଁଇ ଆସନ୍ତାକାଲି ନିର୍ବାଚନ ହେବାକୁ ଥିବାବେଳେ ଆଜି ଜୟପାଟଣା ଠାରେ ନିର୍ବାଚନୀ ସ୍କ୍ୱାର୍ଡ ଦ୍ୱାରା ଏକ ଇନୋଭା ଗାଡ଼ିରୁ ଲାଞ୍ଜିଗଡ ବି.ଜେ.ଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ଙ୍କ ସମର୍ଥକ ଗାଡି OR 02 BC 2442 ଇନୋଭା ଗାଡ଼ିରୁ ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ ହୋଇଥିବା ବେଳେ ବି.ଜେ.ଡି […]

କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବକିଥିବାବେଳେ ଆଜି ପ୍ରଚାରର ଶେଷ ଦିନରେ ନର୍ଲା ନିର୍ବାଚନ ପହଞ୍ଚି ଭୋଟ ଭିକ୍ଷା କରିଥିଲେ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ମା ମାନିକେଶ୍ୱରୀ ଙ୍କ ଦର୍ଶନ ପରେ ନର୍ଲା ନିର୍ବାଚନୀ କ୍ଷେତ୍ରରେ ତୁଲାପଡା ଖେଳ ପଡିଆ ଠାରେ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଇ ଗତାନୁଗତିକ ଭାବେ ” ଆପନ ମାନେ […]

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାତ୍ର ୯ଘଣ୍ଟା ସମୟରେ ଭବାନୀପାଟଣା ପହଞ୍ଚି ନକଟିଗୁଡା ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ । BJD ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି କଲାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦୁ ସିଂ ଦେଓ ଏବଂ ଭବାନୀପାଟଣା ସଦର ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ଙ୍କ ସପକ୍ଷରେ ଭୋଟ ଦେବାପାଇଁ ଜନସାଧାରଣ ଙ୍କ ନିକଟରେ ଅନୁରୋଧ […]

କଲହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ – ଧର୍ମଗଡ଼ ପଞ୍ଚାୟତ ଖେଳ ପଡିଆ ଠାରେ କଂଗ୍ରେସ ର ନିର୍ବାଚନୀ ସଭାରେ ପଡୋଶୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମାନ୍ୟବର ଭୁପେଶ ବଘେଲା ଷ୍ଟାର ପ୍ରଚାରକ ଭାବେ ଯୋଗଦେଇଥିଲେ । କଂଗ୍ରେସର କଳାହାଣ୍ଡି ଲୋକସଭା ପାର୍ଥି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ଧର୍ମଗଡ଼ ବିଧାନସଭା ପ୍ରାର୍ଥୀ ଦିଗାମ୍ବର ଦୁରିଆ , ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ଅନିଲ ସିଂ ଦେଓଙ୍କ […]

ଭୁବନେଶ୍ୱର,2.4:ସେଣ୍ଟ ଜାଭିୟର୍ ହାଇସ୍କୁଲ କେଦାରଗୌରୀ ଶାଖା ଅବିଭାଵକ ସଂଘର ନୁତନ କର୍ମକର୍ତ୍ତା ନିର୍ବାଚନ ତା ୩୧/୩/2019 ରିଖ ରେ ଅନୁଷ୍ଠିତ ହୋଇଯାଇଛି।ରବି ଟକିଜ୍ ନିକଟସ୍ଥ ମା ଗୌରୀ କଲ୍ୟାଣ ମଣ୍ଡପ ଠାରେ ସଂଘ ର ବାର୍ଷିକ ଅଧିବେଶନ ରେ ଅବିଭାଵକ ମାନେ ସ୍କୁଲ ର ପରିଚାଳନା କୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସତ୍ୟବ୍ରତ ପରିଜା, ସଭାପତି, ରାଜେଶ କୁମାର ମିଶ୍ର ଓ ଲୋପାମୁଦ୍ରା କର, ଉପ ସଭାପତି, ସୁର୍ଯ୍ୟକାନ୍ତ […]

ବିଜୁ ଯୁବବାହିନି ର ଶତାଧିକ ଯୁବକ ମାନେ ଆଜି ବିଜେଡି ରୁ କଂଗ୍ରେସ ଦଳରେ ଭକ୍ତଚରଣ ଦାସଙ୍କ ଠାରେ ଦଳରେ ମିଶିଥିବା ଜଣାପଡିଛି। କଳାହାଣ୍ଡି ଜିଳ୍ଳା ମଦନପୁର ରାମପୁର ବ୍ଳକର ୧୯ ଟି ପଞ୍ଚାୟତର ଶତାଧିକ ଯୁବକ ମାନେ ବିଜେଡି ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ ଆଜି ମଦନପୁର ରାମପୁର ବ୍ଲକ ବିଜୁ ବାହିନୀ ସଭାପତି ପ୍ରଭାସ କୁମାର ସାହୁ ଓ ରଶ୍ମିରଞ୍ଜନ ପ୍ରହରାଜ ଙ୍କ ନେତୃତ୍ୱରେ କଂଗ୍ରେସରେ ସାମିଲ […]

ଗତକାଳି ରାତିରେ କୋକସରା ପୋଲିସ ଟିମ ମୋଟେର ଖୁଟଲୁଗୁଡା ଛକ ନିକଟରେ  ନିର୍ବାଚନି ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକ OR08E6963 ଡିକିରୁ ନଗଦ ୫ ଲକ୍ଷ ଟଙ୍କା ମିଲିଛି। ଯୁବକ ଜଣକ ବରଗଡ ଜିଲ୍ଲା ଆମ୍ବସୋଡା ବରାହଗୁଡା ର ଗ୍ରାମର ସୁଦାମ ଭୋଇ ବୋଲି ଜଣାପଡିଥିବାବେଲେ  ଶ୍ରୀ ଗୋପାଳ ଫୀଡ ରାଇସ ମିଳକୁ ଟଙ୍କା ନେଇ ଯାଉଥିବା ପ୍ରକାଶ କରିଛି।ଟଙ୍କ ଧର କାଳୁ ମାଜିଷ୍ଟେଟ ଙ୍କ ନେତୃତ୍ୟରେ ପୋଲିସ […]

Pin It on Pinterest