ବାସ୍ତବ ବ୍ୟୁରୋ: ଆଜିଠୁ ୨୦୧୯ ନିର୍ବାଚନ ପାଇଁ ବିଜେପି ତାର ପ୍ରଚାର ଆରମ୍ଭ କରିଛି । ରାଜ୍ୟରେ ସମସ୍ତ ସହରାଅଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରଚାର ଆରମ୍ଭ କରିବା ସହ ବିଜୟ ସଂକଳ୍ପ ଯାତ୍ରା କରିବ । ଏଥିଲାଗି ଦଳ ମାତ୍ର ୮ଦିନ ମଧ୍ୟରେ ୫ହଜାରରୁ ଅଧିକ ସଭା କରିବ । ବିଜେପି ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ରଙ୍କ କହିବା ଅନୁଯାୟୀ ଆଜିଠାରୁ ଆସନ୍ତା ୧୭ ତାରିଖ […]
ବାସ୍ତବ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ । ଏଥିଲାଗି ଦେଖାଦେଲାଣି ରାଜ୍ୟ ରାଜନୀତିରେ ନେତାଙ୍କ ଚଳଚଞ୍ଚଳର ଭୂମିକା । କିଏ ବିଜେଡ଼ିକୁ ଡେଉଁଛି ତ କିଏ ବିଜେପି ମୁହାଁ । ଏବେ ଏବେ ବିଜେପିରେ ବୈଜୟନ୍ତ ଯୋଗ ଦେବାପରେ ଲାଗିଛି ବିଜେପିକୁ ନେତାଙ୍କ ଲମ୍ବାଲାଇନ୍ । ସେହି ଲାଇନ୍ ଭିତରୁ ଦାମ ବାବୁ ଆଗ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପଛକୁ ପଛ ଛିଡ଼ା ହେଲେଣି ବହୁ ତୁଙ୍ଗ ନେତାଙ୍କ […]
ବାସ୍ତବ ବ୍ୟୁରୋ: ୨୦୧୯ ନିର୍ବାଚନ ପାଇଁ ଚାଲିଛି ନିର୍ବାଚନ କମିଶନଙ୍କର ମାନସମନ୍ଥନ । ଏନେଇ ଆଜି ମୋଟ୍ ୩୯ଟି ଦଳୀୟ ଚିହ୍ନକୁ ନିର୍ବାଚନ କମିଶନ ସ୍ୱୀକୃତି ଦେଇଛନ୍ତି । ତାହା ସହ ଇସିଆଇ ପ୍ରକାଶ କରିଛିକି ପଞ୍ଜିକୃତ ଓ ଅଣସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳକୁ ଅନୁମତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର । ଅପରପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ୫ଟାରେ ହୋଇପାରେ ନିର୍ବାଚନର ତାରିଖ ଘୋଷଣା । […]
ଭୁବନେଶ୍ୱର: ଆସନ୍ତା ୫ ରୁ ୭ ଦିନ ମଧ୍ୟରେ ବଢ଼ିବ ତାତି । ଅଧିକାଂଶ ରାଜ୍ୟରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରର ପାଣିପାଗ ବିଭାଗ । ତାପମାତ୍ରା ବଢ଼ିବା ଫଳରେ ରାଜ୍ୟରେ ଗରମ ଅନୁଭବ ହେବ । ମାର୍ଚ୍ଚ ୧୫ ପରେ ପାଗ ପରିବର୍ତ୍ତନ ହୋଇପାରେ । ୧୫ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ବର ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି ବୃଦ୍ଧି […]
ଭୁବନେଶ୍ୱର(ବସ୍ତବ ଟିଭି):ବଦଳୁଛି ଦାମଙ୍କ ବୟାନ । ଘନ ଘନ ବଦଳାଉଛନ୍ତି ନିଜର ପ୍ରତିକ୍ରିୟା । ଏଇ ମାତ୍ର କିଛି ମାସ ବା ଦିନର କଥା ଯେବେ ବିଜେଡ଼ିରୁ ତଡ଼ା ଖାଇ ଘରକୁ ଫେରିଥିଲେ ଦାମ । ସେତେବେଳେ କେବଳ ଦାମଙ୍କ ବାଣରେ କମ୍ପୁଥିଲା ସାରା ବିଜେଡି ଶିବିର । ବିଜେଡିର ସମସ୍ତ ଗୁମରକୁ ପଦାରେ ପକାଇବା ସହ ଟାର୍ଗେଟ୍ ଯେମିତି କରିଥିଲେ ବିଜେଡିର ସୁପ୍ରିମୋ ନବୀନଙ୍କୁୁ । ଖାଲି ନବୀନ […]
ଭୁବନେଶ୍ୱର(ବାସ୍ତବ ଟିଭି): ବିଜେପିରେ ଏବେ ଏବେ ବୈଜୟନ୍ତ ସାମିଲ ହୋଇଥିବା ନେଇ ଚର୍ଚ୍ଚା ନଥମୁଣୁ ପୁଣି ବଢିଲାଣି ଦାମଙ୍କୁ ନେଇ ଚର୍ଚ୍ଚା । ଦାମ ବାବୁ ଇସାରାରେ ଇସାରାରେ କଂଗ୍ରେସ କିମ୍ବା ବିଜେପିରେ ମିଶିବାକୁ କହିଛନ୍ତି । ତେବେ ସ୍ପଷ୍ଟ କହିନଥିଲେ ବି ତଥାପି ସେ କହିଛନ୍ତି ପ୍ରସ୍ତାବ ଯଦି ଆସେ ତାହାହେଲେ ସେ ଚିନ୍ତା କରିବେ । ଏବଂ ବିଜେପିରେ ମିଶିବାକୁ ନେଇ କିନ୍ତୁ ଦାମ ବାବୁ ରୋକ୍ […]
ଅବସରପ୍ରାପ୍ତ ପୋଲିସ୍ ଇନିସପେକ୍ଟରଙ୍କ ସହ ପତ୍ନୀକୁ ହତ୍ୟା, ହତ୍ୟାକାଣ୍ଡ ପଛରେ କ’ଣ ରହିଛି କାରଣ ? ଏବେବି ରହସ୍ୟ ଘେରରେ ମୃତ ଦମ୍ପତିଙ୍କ ହତ୍ୟା । କୋରାପୁଟ ଜିଲ୍ଲା ଜୟପୁରରେ ଚାଞ୍ଚଲ୍ୟ ଖେଳାଇଛି ଡବଲ ମର୍ଡର ଘଟଣା । ଜୟପୁର ଜୟନଗରରେ ରହୁଥିବା ଅବସରପ୍ରାପ୍ତ ପୋଲିସ ସବ୍ଇନ୍ସପେକ୍ଟର ଏମ୍.କେ. ରହମନ ଓ ତାଙ୍କ ପତ୍ନୀ ହଫିଜ୍ ବିବିଙ୍କୁ ହତ୍ୟା କରାଯାଇଥିବା ପ୍ରଚାର ପରେ ଲୋକ ଜମା ହୋଇଯାଇଥିଲେ । ରାତିରେ […]
ଭୁବନେଶ୍ୱର(ବାସ୍ତବ ଟିଭି): ଏଥର ରାଜନୀତିର ରଣନୀତିକୁ ଓହ୍ଲାଇବେନି ବୈଜୟନ୍ତ । ବିଜେଡ଼ିର କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ଲଢ଼ିବା ନେଇ ଆଶା ପୁରା କମ୍ ଥିବା ଶୁଣିବାକୁ ମିଳୁଛି । ବିଜେପିରେ ବୈଜୟନ୍ତ ଯୋଗଦେବାର ମାତ୍ର ୪ଦିନ ପରେ ତାଙ୍କୁ ଉପସଭାପତିର ଦାୟୀତ୍ୱ ଦିଆଯାଇଥିଲା । ତେବେ ସୂଚନା ମୁତାବକ ବୈଜୟନ୍ତଙ୍କ ଦଳ ଗୁରୁ ଦାୟୀତ୍ୱ ଦେଇ ତାଙ୍କର ଟିକଟ ଉପରୁ ମୋହକୁ ତୁଟାଇବାକୁ ପ୍ରୟାଶ କରିଚି […]
ନୂଆଦିଲ୍ଲୀ(ବାସ୍ତବ ଟିଭି): ଗ୍ରାହକଙ୍କ ପାଇଁ ଖୁସିର ଖବର । ଏଣିକି ଲୋନ ନେଇ ଫାଇଦାରେ ରହିବେ ଗ୍ରାହକ । ଆସନ୍ତା ଅପ୍ରିଲ ମାସ ପହିଲାରୁ ଗୃହ ଓ ଅଟୋ ଋରରେ ଲଗୁଥିବା ସୁଧର ହାର ବଦଳିବ । ସୂଚନା ମୁତାବକ ବ୍ୟାଙ୍କ ନିଜେ ସ୍ଥିତି ଅନୁଧ୍ୟାନକରି କେବେ ବ୍ୟାଙ୍କର ସୁଧର ହାର ବଢ଼ାଇଥାନ୍ତି ଓ କମାଇଥାନ୍ତି । କନ୍ତୁ ଆସନ୍ତା ଅପ୍ରିଲ ମାସ ବ୍ୟାଙ୍କକୁ ଆରବିଆଇ ରୋପ ରେଟ୍ ହ୍ର୍ରାସ […]
ଫେରିଲା ମା’ କୋଳକୁ ୪ଦିନର ଶିଶୁ ପୁତ୍ର । ମା’ର ମମତା ଆଗରେ ହାରମାନିଲା ପିଲା ଚୋର । ପାଟଣାଗଡ଼ ପିଲା ଚୋରି ଘଟଣାରେ ଆଜି ଅଭିଯୁକ୍ତା ମହିଳାକୁ ଗିରଫ କରିଛି ପାଟଣାଗଡ ପୋଲିସ୍ । ସିସିଟିଭି ଫୁଟେଜକୁ ଆଧାରକରି ପାଟଣାଗଡ ପୋଲିସକୁ ବଡ଼ ସଫଳତା ମିଳିଛି । ଗତ ୬ ତାରିଖରେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରୁ ମାତ୍ର ୪ଦିନର ନବଜାତ ଶିଶୁକୁ ଜଣେ ମହିଳା ଆଶାକର୍ମୀ ବେଶରେ ଆଶି […]


