ମୁମ୍ବାଇ: ଜାଣନ୍ତିକି ଆପଣଙ୍କର ପ୍ରିୟ ଅଭିନେତା ରଜନୀକାନ୍ତ ଗୋଟିଏ ଫିଲ୍ମରେ ଅଭିନୟ କରିବାପାଇଁ କେତେ ଟଙ୍କା ନେଇ ଥାନ୍ତି ? ଜାଣିନଥିବେ ନିଶ୍ଚୟ ଜାଣିଲେ ଆପଣ ନିଶ୍ଚୟ ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ଆଜି କାଲିର ବଲିଉଡ଼ର ସବୁଠୁ ବଡ଼ କଳାକାର ବା ନାମିଦାମି କଳାକାରଙ୍କ ଠାରୁ ବହୁ ଅଧିକ ଟଙ୍କ ନେଇଥାନ୍ତି । ଅର୍ଥାତ୍ ବଲିଉଡ଼ର ସଲମାନ, ଶାହାରୁଖ ଓ ଅମିର ଖାନ୍ ପ୍ରତି ଫିଲ୍ମ ପାଇଁ ୪୦ […]
ଭୁବନେଶ୍ୱର(ବାସ୍ତବ ଟିଭି): ଚାଷୀଙ୍କ ସ୍ୱାର୍ଥ ପାଇଁ ଶେଷରେ କିଷନକୁ ହଁ କରିଛନ୍ତି ନବୀନ । ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ପିଏମ କିଷାନକୁ ଆପଣେଇବାକୁ ମଙ୍ଗିଛନ୍ତି ରାଜ୍ୟ ସରକାର । ହେଲେ ଆୟୁଷ୍ମାନ ଯୋଜନାକୁ ନବୀନ ଗ୍ରହଣ କରିନଥିବା ଜଣାପଡ଼ିଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାର ବସିଥିବା କାଳିଆ ପ୍ରକଳ୍ପ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ୟ୍ୟାୟରେ କାଳିଆ ଯୋଜନାରେ […]
ନୂଆଦିଲ୍ଲୀ: ପୁଲୱାମା ଆତଙ୍କୀ ଆକ୍ରମଣରେ ଜବାବ ଦେଇଛି ଭାରତ । ଗତକାଲି ଭୋର ୩.୨୦ମିନିଟରେ ଭାରତର ବାୟୁ ସେନା ପାକିସ୍ତାନ ପାହଡ଼ ଉପରେ ଥିବା ଆତଙ୍କୀ ଶିବିର ଉପରେ ଅଚାନକ ଆକ୍ରମଣ କରିଥିଲା । ଯାହାକି ପାକିସ୍ତାନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ତେଣୁ ପାକିସ୍ତାନ ଆଜିତାର ଆକ୍ରମଣ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଥିଲା । ଏମିତି କହିବାକୁ ଗଲେ ଦୁଇ ଦେଶ ମଧ୍ୟରେ ମୁହାଁ ମୁହିଁ ହୋଇଥିବା ଦେଖିବାକୁ […]
ଭୁବନେଶ୍ୱର(ବାସ୍ତବ ଟିଭି): ଦୀର୍ଘ ପ୍ରାୟ ପାଞ୍ଚ ବର୍ଷରୁ ଉିଦ୍ଧ୍ୱର୍ ବିତିଯାଇଥିବା ଏହି ବମିଖାଲ ବ୍ରିଜର ନିର୍ମାଣ ଶେଷରେ ଅନ୍ତଘଟିଛି । ଗତ ଫେବୃଆରୀ ୨୦ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମିଖାଲ ବ୍ରିଜର ଉଦ୍ଘାଟନ କରିଛନ୍ତି । ରାଜ୍ୟସରକାରଙ୍କ ଦ୍ୱାରା ତିଆରି ହୋଉଥିବା ଏହି ବୋମିଖାଲ ବ୍ରିଜ୍ ଦୁଇ ଦୁଇ ଥର ଦୁର୍ଘଟଣା ଘଟିଥିବାବେଳେ ଶେଷରେ ଦୁିଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । କିନ୍ତୁ ପ୍ରଶାସନର ଏତେ ଦିନର ପରିଶ୍ରମ […]


