ସହିଦଙ୍କୁ ନେଇ ରାଜନୀତି ମଇଦାନ୍ରେ ସମସ୍ତ ହେବିୱେଟ୍ । ପୁଲୱାମା ହମଲାକୁ ମାତ୍ର ୧୨ଦିନ ପରେ ଭାରତ ର ବାୟୁସେନା ବୋମା ଫିଙ୍ଗିବାକୁ ନେଇ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିଲା ଛକାପଞ୍ଝାର ପରିସ୍ତିତି । ବର୍ତମାନ ଏହି ପରିସ୍ତିତିରେ ମାତ୍ର ଅଳ୍ପ କିଛି ସୁଧାର ଆସିଥିବା ବେଳେ ଦେଖା ଦେଲାଣି ଭାରତର ରାଜନୀତିରେ ରଣକୌଶଳ । ସାମରିକ ବାହିନୀରେ ଦେଶ ପାଇଁ କାର୍ୟ୍ୟକରୁଥିବା ଯବାନ ସହିଦ ହେଲେ ‘ସହିଦ’ର ମାନ୍ୟତା […]
ଆଗକୁ ଅରମ୍ଭ ହେବାକୁ ଯାଉଛି ଗ୍ରୀଷ୍ମ ଦିନ ଅର୍ଥାତ ଖରା ଦିନ । କିନ୍ତୁ ଗ୍ରୀଷ୍ମର ପ୍ରକୋପ ବଢ଼ିବା ପୂର୍ବରୁ ଆସ୍ୱସ୍ତି ଦେଇଛି ବର୍ଷା । ଏଇ ମାତ୍ର କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆ ପଥର ସାଙ୍ଗକୁ ବର୍ଷା ଲାଗିରହିଥିବାବେଳେ ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ , ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ : ୱାଘା ବର୍ଡ଼ରରେ ପହଁଚିଲେ ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ୱାଘାର ଅଟାରି ବର୍ଡର ଦେଇ ନିଜର ଦେଶକୁ ଫେରୁଛନ୍ତି ଅଭିନନ୍ଦନ । ଏନେଇ ସାରା ଦେଶ ଖୁସିର ଲହରୀ ଖେଳିଯାଇଥିବା ବେଳେ, ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବାୟୁସେନାର ପ୍ରତିନିଧି ଦଳ ସହ ଅଭିନନ୍ଦନଙ୍କ ବାପା ଓ ମା ଉପସ୍ଥିତ ଥିବା ଦେଖିବାକୁ ମିଳିଛନ୍ତି । ସୂଚନା ଅନୁଯାୟୀ ବାୟୁସେନାର ଅଧିକାରୀ ଅଭିନନ୍ଦନଙ୍କୁ […]
ନୂଆ ଦିଲ୍ଲୀ: ପୁଲୱାମା ହମଲା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ହେଲେ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆତଙ୍କୀ ଶିବିରକୁ ନଷ୍ଟ କରିଥିବା କହୁଥିବାବେଳେ କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରୋକଠୋକ୍ ପ୍ରଶ୍ନ ଉଠାଇଛନ୍ତି । ମମତାଙ୍କ କହିବା ଅନୁଯାୟୀ, ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନା ୧୦୦୦ କେଜିର ବମ୍ ବର୍ଷା କରିଛି । ହେଲେ ଏତେ ବଡ଼ ଷ୍ଟ୍ରାଇକ୍ ପରେ ମଧ୍ୟ ପ୍ରଧାନମନ୍ତ୍ରୀ […]
ଭାରତୀୟ ସେନାକୁ ବିପୁଳ ମାତ୍ରାରେ ସମର୍ଥନ ସହ ଆର୍ଥିକ ସହାୟତା ମିଳୁଥିବା ଦେଖିବାକୁ ମିଳିଛି I ଗତ ଫେବ୍ରୁଆରି ୧୪ ତାରିଖରେ ଜାମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣର ୧୨ ଦିନ ପରେ ରକ୍ତ ତର୍ପଣ କରିଛି ଭାରତୀୟ ବାୟୁସେନା। ସେନାର ଏପରି ପଦକ୍ଷେପକୁ ସାରା ଦେଶ ଏବେ ପ୍ରଶଂସା କରିବାରେ ଲାଗିଛି। ଏବଂ ଏହି ସମୟରେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଭାରତୀୟ […]
ବଢୁଛି କେନ୍ଦ୍ରସରକାରଙ୍କ ପ୍ରତି ଲୋକପ୍ରିୟତା I ରାଜନେତା ଠୁ ଆରମ୍ଭକରି ଜନସାଧାରଣଙ୍କ ନିକଟରେ ବଢିଚାଲିଛି ମୋଦିଙ୍କ ପ୍ରତି ଭରପୁର ଭଲପାଇବା ଓ ସନମାନ I ଖାଲିସେତିକି ନୁହେଁ ଦେଶ କଣ ବାହାର ଦେଶବି ମୋଦିଙ୍କର ସପକ୍ଷରେ ଯିବାର ଦେଖିବାକୁ ମିଳିଛି I ଆମେରିକା ରୁଷିଆ ପରି ବଡ ବଡ ଦେଶ ମଧ୍ୟ ମୋଦିଙ୍କର ସପକ୍ଷରେ ପାକିସ୍ତାନ ଉପରକୁ ନାଲି ଆଖି ସହ ତାଗିତ କରିବା ଦେଖିବାକୁ ମିଳିଲାଣି I ନିକଟରେ […]
ହୋଇପାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୁଝାମଣା l ଭୁଲିଯାଇପାରେ ଭାରତ ଫେବୃଆରୀ ୧୪ର ପୁଲ୍ୱାମା ଆକ୍ରମଣର ସେ ଅଭୁଲା ଦିନକୁ l ଯେଉଁ ଦିନରେ ଭାରତର ୪୪ ଯବାନଙ୍କୁ ପାକିସ୍ତାନ ତାର କୂଟନୀତି କରି ଜୀବନ ନେଇଥିଲା I ଏନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତମ ବୁଝାମଣା କରିବା ନିମନ୍ତେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆ ମୁଖ୍ୟ କିମ୍ ଜଙ୍ଗ ଉନ୍ଙ୍କ ସହିତ ଆଲୋଚନା କରିଛନ୍ତି I […]
କଦଳୀକୁ ସମସ୍ତେ ଖାଦ୍ୟ ରୂପରେ ବ୍ୟବହାର କରିଥାନ୍ତି । କାରଣ ଏହା ଅତ୍ୟନ୍ତ ସୁଆଦିଆ ହୋିଥାଏ । ଏବଂ ତାହା ସହତି ଏଥିରେ ଭରପୁର ପରିମାଣରେ ଭିଟାମିନ୍ ବି୬ ଏବଂ ଖଣିଜ ଲବଣ ରହିଥାଏ । ଏହାକୁ କେବଳ ଆପଣ ଖାଇବାରେ ବ୍ୟବହାର କରୁଥିବେ ହେଲେ କେବେ ବି ଆପଣ ଏହାକୁ ନିଜର ତ୍ୱଚାର ସୁନ୍ଦାରା ପାଇଁ ବ୍ୟବହାର କରିନଥିବେ । ଖାଲି କଦଳୀ କାହିଁକି କଦଳୀର ଚୋପାବି ବହୁତ […]
ଖୁବଶୀଘ୍ର ବଜାରକୁ ଆସୁଛି ପାଞ୍ଚଟିକିଆ କ୍ୟାମେରା ଫୋନ୍ । ଏହା ଆସନ୍ତା ମାର୍ଚ୍ଚ ମାସରେ ଲଞ୍ଚ ହେବାକୁ ଯାଉଛି । ଯାହାକୁ କେବଳ ନେକିଆ କମ୍ପାନୀ ବଜାରକୁ ଚାଡ଼ିବାକୁ ଯାଉଛି । ଏହି ଫେନ୍ର ମଡ଼େଲ ହେଉଛି ନୋକିଆ ୯ ପିୟୋର ଭ୍ୟୁ ଯେଉଁଥିରେ ୧୨ ମେଗା ପିକ୍ସାଲ ଥିବା ୫ଟି କ୍ୟାମେରା ରହିଥିବାବେଳେ ସେଥିରୁ ୩ଟି କ୍ୟାମେରାକୁ ବ୍ଲାକ ଏଣ୍ଡ ହ୍ୱାଇଟ୍ ଫଟୋ ପାଇଁ ବ୍ୟବହାର କରିପାରିବେ । […]
ଆଜି ବାଙ୍ଗାଲୋର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ୨ଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାସ୍ତ ହୋଇଛି । ତେଣୁ ଆଜି ସିରିଜ ବରାବର ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ଟି୨୦ ମ୍ୟାଚରେ ଭାରତ ବିଜୟ ହାତଛଡା କରିଥିଲା । […]


