କେନ୍ଦୁଝର: ସଡ଼କ ଦୁର୍ଘଟଣାରୁ ଗୁରୁବାର କେନ୍ଦୁଝର ଏସ୍ପି ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତୁରୁମୁଙ୍ଗା ଥାନାର ଝାରବେଡ଼ା ଛକରେ ନିକଟ ଏକ ଟ୍ରକ୍ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ଗାଡ଼ିକୁ ଧକ୍କା ଦେଇଛି। ଏସ୍ପି ଶ୍ରୀ ମହାପାତ୍ରଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କର କିଛି ହୋଇ ନଥିବା ଜଣାପଡ଼ିଛି। ଘଟନା ପରେ ପୁଲିସ ସଂପୃକ୍ତ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା କରୁଛି।
Next Post
ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ରାଜଭବନ ଆଗରେ ବିଜେପି
Thu Oct 10 , 2019
ବାସ୍ତବ ବ୍ୟୁରୋ(ଭୁବନେଶ୍ୱର) :ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ରାଜଭବନ ଆଗରେ ବିଜେପିର ଧାରଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାଉସିଂ ଫର ଅଲ୍ ୨୦୨୨ ଆବାସ ଯୋଜନାରେ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ଘୋଷଣା ହୋଇଛି । ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର […]

You May Like
-
5 years ago
ପିତୃ ପୁରଷଙ୍କୁ ପିଣ୍ଡଦାନ ପାଇଁ ସ୍ୱତନ୍ତ୍ର ରେଳ ଗାଡି…
-
2 years ago
ଭୀମ ଆର୍ମୀ ଭାରତ ଏକତା ମିଶନ୍ ପକ୍ଷରୁ ସାଂଗଠନିକ ବୈଠକ….
-
7 years ago
ଓଲା ଉବେର ର ଚଢା ଭଡା ର ସମୀକ୍ଷା କରିବେ ସରକାର


