ଭୁବନେଶ୍ୱର(ବାସ୍ତବ ଟିଭି): ରାଜ୍ୟରେ ଜାରି ରହିଛି ରାଜନୈତିକ ଉଷ୍ମତା । କିଏ ବିଜେଡ଼ିରୁ ଡ଼େଇଁ ବିଜେପିରୁ ମିଶୁଛିତ କିଏ କଂଗ୍ରେସରୁ ଡ଼େଇଁ ବିଜେଡ଼ିରେ ମିଶୁଛି । ଚାଲିଛି ଦଳ ଅଦଳବଦଳର ଋତୁ । ମାତ୍ର କେଇଟା ଦିନ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶା ରାଜନୀତିରେ ଲାଗିଛି ଦଳ ଡ଼ିଆଁ କାର୍ଯ୍ୟକ୍ରମ । ଏବେ ଏବେ ବୈଜୟନ୍ତ ଓ ଦାମଙ୍କ ପରି ଟାଣୁଆ ନେତା ବିଜେପିରେ ସାମିଲ ହେବାପରେ ବିଜୟଙ୍କ […]

ଭୁବନେଶ୍ୱର(ବାସ୍ତବ ଟିଭି): ବିଜେପିର ୨୧ ଲୋକସଭା ଆସନ ପାଇଁ ସମ୍ଭବ୍ୟ ପ୍ରାର୍ଥୀ ଚୟନ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଦରକାର ପଡ଼ିଲେ ଚୟନ କରାଯାଇଥିବା ପ୍ରାର୍ଥୀ ତାଲିକାକୁ ପରିବର୍ତ୍ତନ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି । ସେହି ସମ୍ଭବ୍ୟ ପ୍ରାର୍ଥୀ ତାଲିକା ଅନୁଯାୟୀ ପୁରୀରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କନ୍ଧମାଳରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ବା ନେଇ ସୂଚନା ମିଳିଛି । ହେଲେ ଦଳ […]

ଦାମଙ୍କୁ ନେଇ ପୁଣି ରାଜ୍ୟରେ ଚର୍ଚ୍ଚା ଜୋର ଧରିବାର ଲାଗିଛି । ଦାମ ବିଜେଡ଼ି ଛାଡ଼ିବା ହେଉ କି ବିଜେଡ଼ିରେ ମନ୍ତ୍ରୀ ପଦରେ ରହିଆସିଥିବାବେଳେ ହେଉ ପ୍ରତିଟି ସମୟରେ ଦାମଙ୍କ କଥାକୁ ନେଇ ସରଗରମରେ ରହିଆସିଥିବା ରାଜନୀତି । ଆଜି ଆଉଟିକେ ଗରମାମରମ ହୋଇଯାଇଛି । ଡଃ ଦାମଦର ରାଉତ ତାଙ୍କ ତୁଣ୍ଡର କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବାବେଳେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଆଉ ବିଜେପିରେ […]

ଭୁବନେଶ୍ୱର(ବାସ୍ତବ ଟିଭି): ପୁଣି ରାଜନୀତି ମୁହାଁ ମହାରଥୀ । ଏଇ ମାତ୍ର କିଛିି ଦିନ ତଳେ ପପିଲି ବିଧାୟକ ପ୍ରଦୀପ ମହାରଥୀ ନିଜର ମନ୍ତ୍ରୀ ପଦ ହରାଇ ଘର ବାହୁଡ଼ା ହୋଇଥିବାବେଳେ ପୁଣି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏବଂ ତାଙ୍କୁ ଗଣମାଧ୍ୟମ ନିର୍ବାଚନ ଲଢ଼ିବା ନେଇ ପଶ୍ନ କରିବାରୁ ବିଧାୟକ ସ୍ପଷ୍ଟ କହିଥିଲେକି ମୁଁ ଏଥର ନିର୍ବାଚନ ନିଶ୍ଚୟ […]

ନିର୍ବାଚନକୁ ମାତ୍ର ଆଉ ଏକ ମାସ ଥିବାରୁ ନବୀନ ନିବାସରେ ଦେଖିବାକୁ ମିଳୁୁଛି ନେତାଙ୍କ ଲମ୍ବା ଲାଇନ୍ । ଗତ ୩ଦିନ ହେବ ନବୀନ ନିବାସର ଏହି ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ପ୍ରଥମ ପ୍ରର୍ଯ୍ୟାୟରେ ଅପ୍ରିଲ ୧୧ତାରିରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, ଏବଂ କଳାହାଣ୍ଡି ଲୋକସଭା ଆସନ ଓ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏବଂ ଏହି ନିର୍ବାଚନ ପ୍ରାର୍ଥୀ ନେଇ ବିଜେଡ଼ିରେ ଅଙ୍କକଷା […]

ରାଜନୀତିରେ ମହିଳା ! ମହିଳାଙ୍କୁ ନେଇ ଚାଲିଛି ରାଜନୈତିକ ସମିକରଣ । ଏବେ ଏବେ ଓଡ଼ିଶାରେ ନବୀନ ମହିଳା କାର୍ଡ ଖେଳି ମହିଳା ପ୍ରାର୍ଥୀଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ସହ ମହିଳା ପ୍ରାର୍ଥୀ ଖୋଜିବରେ ବ୍ୟସ୍ତ ଥବାବେଳେ, ପୁଣି ଏହି ମହିଳାମାନଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖେଳିଛନ୍ତି ମହିଳା କାର୍ଡ । ଯେଉଁଥିରେକି ୪୨ଟି ଲୋକସଭା ନିର୍ବାଚନ ପାଇଁ ତାଲିକା ପ୍ରକାଶ କରିଛି ତୃଣମୂଳ କଂଗ୍ରେସ ବା ପଶ୍ଚିମବଙ୍ଗ […]

Bastabtv Reporter-Chakradhar Pruseth ମେଡିକାଲ ରାଉରକେଲା ହାଇଟେକ କଲେଜ ଓ ଏସ୍ଟିଆଇ ଓଭର ବ୍ରିଜ ମଝି ଛକ ରେ ବିରାଟ ଗୋଲ କୁଣ୍ଡ କରି ପୋତା ହେଲା 15 ଫୁଟିଆ ଖଜୁରୀ ଗଛ I ଓଡିଶା ର ପ୍ରସିଦ୍ଧ ମୁଖ୍ୟ ମନ୍ତ୍ରୀଙ୍କ କର କମଳ ରେ ଉଦଘାଟନ ହେଲା ନବ ନିର୍ମିତ ଓଭର ବ୍ରିଜ ହେଲେ ବଳି ପଡିଲା 15 ବର୍ଷିଆ ବିଚରା ଖଜୁରୀ ଗଛ Iମୁଖ୍ୟ ମନ୍ତ୍ରୀ ଙ୍କୁ […]

ବାସ୍ତବ ବ୍ୟୁରୋ: ଅନେକ ଦିନରୁ ସିଦ୍ଧାନ୍ତ ଓ ରଚନା ଯୋଡ଼ିକୁ ଭଲପାଇ ଆସୁଥିବା ଓଡ଼ିଆ ଦର୍ଶକଙ୍କ ପାଇଁ ଖୁସିର ଖବର । ପୁଣିଥରେ ଏକାଠି ହେବେ ଓଲିଉଡ଼ର ରୂପେଲି ପାଦାର ରୋମାଣ୍ଟିକ୍ ଯୋଡ଼ି ସିଦ୍ଦାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ । ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ହିଟ୍ ଫିଲ୍ମ ଦେଇ ଆସିଥିବା ଏହି ଯୋଡ଼ି ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଯାହା ଶୁଣିବାକୁ ମିଳୁଛି । ନିର୍ଦ୍ଦେଶକ […]

ବାସ୍ତବ ବ୍ୟୁରୋ:ଗତକାଲି ନିର୍ବାଚନୀ ବିଗୁଲ ବାଜିବା ପରେ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ବିଜେଡ଼ି ପକ୍ଷରୁ ପ୍ରକାଶ କରାଯାଇଛି । ଏନେଇ ପ୍ରାର୍ଥୀ ତାଲିକା ପ୍ରକ୍ରୀୟା ଜାରି ରହିଛି ଓ ଏହା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ତାହ ସହ କହିଛନ୍ତି କି ବିଗୁଲ ବାଜିବାପରେ ବିଜେଡ଼ି ପ୍ରସ୍ତୁତ ହେଉଛି । ଏବଂ ୨୦୧୯ ନିର୍ବାଚନରେ ବିଜେଡ଼ି ବହୁ […]

ବାସ୍ତବ ବ୍ୟୁରୋ:ବଦଳୁଛି ରାଜନୀତି ପାଣିପାଗ । ଯାଜପୁରର ବିଜେଡ଼ିର ସର୍ବେସର୍ବା ଅର୍ଥାତ୍ ବିରୋଧୀଙ୍କ କହିବା ଅନୁଯାୟୀ ବିଜେଡ଼ିର ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ରଣବ ପ୍ରକାଶ ଦାଶ (ବବି) ଏଥର ନିର୍ବାଚନ ନଲଢ଼ିବା ନେଇ ଚର୍ଚ୍ଚା ଜୋରଧରିଛି । ଗତକାଲି ନିର୍ବାଚନ ବିଗୁଲ ବାଜିବା ପରେ ଲୋକସଭା ସହ ବିଧାନସଭା ସିଟ୍ ଉପରେ ଆଶୟୀ ପ୍ରର୍ଥୀଙ୍କ ନଜର ରହିଥିବା ବେଳେ କିନ୍ତୁ ବବିଙ୍କ ଆଶନ କେତେ ସୁରକ୍ଷା ବୋଲି ସାଧାରଣରେ ପ୍ରଶ୍ନ […]

Pin It on Pinterest