ବାସ୍ତୁଶାସ୍ତ୍ର ରେ ଏପରି କିଛି ଅଜବ କଥା ଲେଖାଅଛି ଯାହା ଅବିଶ୍ୱାସ ହେଲେବି ସତ.ଦାନ ରୁ ଧର୍ମ ଧର୍ମରୁ ପୁଣ୍ୟ,ଦାନ,ଧ୍ୟାନ କରୁଥିବା ମନ୍ୟୁଷ ଯେତେବଡ ବିପଦ ରେ ପଡିଲେ ମଧ୍ୟ ତାର କିଛି ଅସୁବିଧା ହୋଇ ନଥାଏ,ସେ ସୁଖଶାନ୍ତି ରେ କାଳାତିପାତ କରିଥାଏ. ଶାସ୍ତ୍ର ରେ ଏହା ମଧ୍ୟ ଲେଖା ଅଛି ଦାନ ଠାରୁ ପୁଣ୍ୟ ଏ ସଂସାର ରେ ଅନ୍ୟକିଛି ନାହିଁ.ସେ ଅନ୍ନ ଦାନ ହେଉ ବା ବସ୍ତ୍ର […]
ଅନ୍ତରାଷ୍ଟ୍ରୀୟ ବଜ଼ାର ରେ ଆଷୋଦ୍ଧିତ ତୈଳ ର ଦାମ ଅଳ୍ପ ବଡ଼ି ଥିଲେ ମଧ୍ୟ ମଙ୍ଗଳବାର ସୁଦ୍ଧା ୬ ଦିନ ରେ ପହଞ୍ଚିଛି ପେଟ୍ରୋଲ ଦାମ ଶସ୍ତା ହେଉଥିବାବେଳେ ଦିଜେଲ ର ଦାମ ସେ ପରି ସ୍ଥିର ରହିଛି. ସୋମବାରକୁ ପେଟ୍ରୋଲ ଦର ଲିଟର ପିଛା ୧୫ ପଇସା କମିଥିବା ବେଳେ , ଡିଜେଲ ଦର ରେ କୌଣସି ପରିବର୍ତ୍ତନ ହୋଇନାହିଁ. ଦିଲ୍ଲୀ ରେ ଆଜି ସକାଳେ ପେଟ୍ରୋଲ ଲିଟର […]
ଭାରତ ସରକାର ରେ ଧାରା ୩୭୦ ଉଚ୍ଛେଦ କରିଦେଇ ଜାମ୍ମୁ କାଶ୍ମୀର ରାଜ୍ୟ କୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା ଓ ଲଦାଖ କୁ ବିଭାଜିତ କରିବାର ଫଇସଲା ନେବା ପରେ, ସାରା ବିଶ୍ୱ ର କୌଣସି ଦେଶ କିଛି ବି ଟିପ୍ପଣୀ ଦେଇନଥିବା ବେଳେ ଆଜି ଆମେରିକା ତରଫ ରୁ କାଶ୍ମୀର ର ଧାରା ୩୭୦ ଉଚ୍ଛେଦ ଉପରେ ପ୍ରଥମ କରି ବିଦେଶୀ ମତ ଆସିଛି. ଆମେରିକା, […]
Slug – ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ ।। Anchor – ଜୈନେକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା ନକରିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଏକ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅଧିନସ୍ତ ପାଡ଼େପଦର ଉନ୍ନିତ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ଭାରପ୍ରାପ୍ତ ପ୍ରଧାନ […]
ବାସ୍ତବ ଭୁବନେଶ୍ୱର-ଓଡିଆ ବିଜେପି ପଖ୍ୟରୁ ଗତକାଲି, ପ୍ରଦର୍ଶନୀ ପଡିଆର ଠିକ୍ ସେଇ ସ୍ଥାନରେ(ଯୋଉଠି ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ ଉଛ୍ଛବପାଳନ ହୋଇଥିଲା)କେନ୍ଦ୍ର ମନ୍ତ୍ରୀ ତଥା ନିର୍ବାଚିତ ସାସଂଦ ଓବିଧାୟକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହା ବୁଦ୍ଧିଜୀବୀମହଲରେ ଯେତିକି କୋୖତୁହଳ ସୃଷ୍ଟି କରଛି ସେତିକି ଆଗକୁ ବିଧାନସଭା ରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବାର ସୁରାକ ପାଇପାରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଦ୍ୱୟଙ୍କ ପ୍ରଥମ ଓଡିଶା ଗସ୍ଥ ହୋଇଥିବାରୁ ବହୁ ଧୁମଧାମରେ ପାଳନ […]
ବାସ୍ତବ ଭୁବନେଶ୍ୱର- ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ସଢଙ୍ଗି ,ବିମାନ ବନ୍ଦରରେକିଛି ସମୟପରେ ପହଞ୍ଚି ବାପରେ ଦଳିୟ ନେତା ଓ କର୍ମୀ ସ୍ୱାଗତ କରିବା ପରେ ,ବିମାନ ବନ୍ଦର ରୁ ସିଧା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯିବେ।ଏହାପରେ ଅପରାହ୍ନ୪ଟା ସମୟରେ ଭୁବନେଶ୍ୱରସ୍ଥ ପ୍ରଦର୍ଶନୀ ପଡିଆରେ ଭବ୍ୟସମ୍ବର୍ଧନା ସଭାରେ ପହଞ୍ଚିବେ ।ଏଥିପାଇଁ ବିଜେପି ଓଡିଶା ତରଫରୁ ପ୍ରଦର୍ଶନୀ ପଡିଆରେ ପାଖା ପାଖି ଛ’ଟି ଜିଲ୍ଲା […]
କାମନା ଦଣ୍ଡନୃତ୍ୟ ତା 01,04,1922 ମସିହାରେ ଗଞ୍ଜାମ ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ର ତଲସଗାର ପଡ଼ା କୁ ଅଣାଯାଇଥିଲା,ଏହି ପର୍ଵ ଚୈତ୍ରମାସରେ ପାଳିତ ହୁଏ,ଏହି କାମନା ଦଣ୍ଡ ନୃତ୍ୟ ମହତ୍ୱ ହେଉଛି ମନର ଭକ୍ତି ଏବଂ କାମନା, ଯେଉଁ ଭକ୍ତ ମାନଙ୍କର ମନରେ କାମନା ଥାଏ ,ତାହେଲେ ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲେ କାମନା ଦଣ୍ଡନୃତ୍ୟ କରିବା ପାଇଁ ରାମପୁର ଠାରେ ଥିବା ଦଣ୍ଡନୃତ୍ୟର ଦଳ କୁ […]
କଳାହାଣ୍ଡି ଜିଲ୍ଲାରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ ନର୍ଲା ବ୍ଲକ ଅନ୍ତର୍ଗତ ସେରଗଡ଼ ଗ୍ରାମପଞ୍ଚାୟତ ର ଶ୍ରୀପାଲି ଗ୍ରାମର ବନିତା ପୋଢ଼ (45) ପିତା ରବି ପୋଢ଼ ଏବଂ ତାଙ୍କ ଭାନଜି ବୈଷ୍ଣବୀ ପୋଢ଼ ଙ୍କ ସହିତ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଲାଗି ରହିଥିବା ନିଜ ଜମି କୁ ସକାଳ ପ୍ରାୟ ୮ଘଣ୍ଟା ସମୟରେ ଯାଇଥିଲେ । ବନିତା ପୋଢ଼ […]
କଳାହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ କଳାହାଣ୍ଡି ଜିଳ୍ଳା ପର୍ଯ୍ୟଟନ ମାନଚିତ୍ର ରେ ଏକ ପ୍ରମୁଖ ସ୍ଥାନ ରହିଛି ଗୁଡହାଣ୍ଡି ଡୋକରିଚଞ୍ଚରା ର ବର୍ଷସାରା ଏଠାରେ ପର୍ଯ୍ୟଟକ ମାନଙ୍କ ଭିଡ ରହୁଥିବା ବେଳେ ରାମନବମି ରେ ରାମନାମରେ ମୁଖରିତ ହୋଇପଡେ ଏହି ମଧୁମାଧବ କ୍ଷେତ୍ର। ଆଜିକୁ ୫୦ ବର୍ଷ ହେବ ଏଠାରେ ରାମନବମି ମହୋତ୍ସବ ପାଳନ ହେଉଥିବା ବେଳେ ରାମନବମି ଠାରୁ ପୁର୍ଣିମା ପର୍ଯ୍ୟନ୍ତ ନଅଦିନ […]
ରାଜ୍ୟ ସରକାର ଲୋକଙ୍କୁ ୧୦୦ ଦିନିଆ ମଜୁରୀ ଯୋଗାଇ ଦେବାର ଡିଣ୍ଡିମ ପିଟୁଥିବା ବେଳେ, ତାହା ଏଠାରେ ଫେଲ ମାରିଥିବାର ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟା ଗ୍ରାମ ପଞ୍ଚାୟତର ଜରିଗୁମା ଗ୍ରାମରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କରାଘାଟି ବନ୍ଧର ପଙ୍କ ଉଦ୍ଧାର କାର୍ଯ୍ୟରେ ଶ୍ରମିକ ବଦଳରେ GCB ଗାଡି ଓ Tractor ଦ୍ୱାରା ବେଆଇନ ଭାବେ […]


