ଆପଣ ଦିନରାତି ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ଆପଣଙ୍କୁ ଚାକିରି କିମ୍ବା ବ୍ୟବସାୟରେ ଧନଲାଭ ହେଉନାହିଁ ତେବେ ଚିନ୍ତା କରନ୍ତୁ ନାହିଁ |ଏମିତି କୌଶଳ ଆପଣାନ୍ତୁ ଯେଉଁଥିରେ କି ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବା ସହ ଧନ ମଧ୍ୟ ବୃଦ୍ଧି ହେବ | ପେଙ୍ଗସୁଇ ଅନୁସାରେ ଆମେ ଆପଣଙ୍କୁ କିଛି ଉପାୟ କହୁଛୁ | ପ୍ରତି ରାଶିର ବ୍ୟକ୍ତିବିଶେଷ ଏହାକୁ ବ୍ୟବହାର କରି ଧନଲାଭ କରିପାରିବେ | ମେଷ ରାଶି- […]

ଯେତିକି ପାଖେଇ ଆସୁଛି ଛାତ୍ରସଂସଦ ନିର୍ବାଚନ, ସେତିକି ଉଷ୍ମତା ବଢୁଚି କ୍ୟାମ୍ପସ୍ ରେ । ହେଲେ ଉଷ୍ମତା ପରିଲକ୍ଷିତ ହେଉନାହିଁ କଂଗ୍ରେସ ଓ ବିଜେଡି ଛାତ୍ର ଶିବିର ରେ ।ଗୋଟିଏ ଦଳର (କଂଗ୍ରେସ)ଦୁଇବର୍ଷ ଧରି କେହି ରାଜ୍ୟ ଛାତ୍ର ସଭାପତି ନଥିଲା ବେଳେ,ଅନ୍ୟ ରାଜ୍ୟ ମୁରବି ଦଳର ସଭାପତି ବଦଳିବାର ହାୱ।ରେ ସିଧ୍ୟାନ୍ତ ରେ ପହନ୍ଚି ପାରୁନାହାଁନ୍ତି କୁଜି ଛାତ୍ରନେତା । ଆସନ୍ତା ସେପ୍ଟେମ୍ବର ମାସରେ ଛାତ୍ରସଂସଦ ନିର୍ବାଚନ,ମାସର ତୃତୀୟ […]

ଭୁବନେଶ୍ୱର(ବାସ୍ତବ ବ୍ୟୁର):ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି କି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ,କେନ୍ଦୁଝର,ବଲାଙ୍ଗିର,ସୋନପୁର,ବୌଦ୍ଧ,ବାଲେଶ୍ୱର,ଭଦ୍ରକ,ଯାଜପୁର,କଟକ ଓ ଖୋର୍ଦ୍ଧା | ଏହି ୧୦ଟି ଜିଲ୍ଲାରେ ଝଡ ତୋଫାନ ହେବାର ସମ୍ଭାବନା ରହିଛି | ସୂଚନା ଅନୁଯାୟୀ ପୂର୍ବ ଉତ୍ତରପ୍ରଦେଶରୁ ଓଡିଶା ଦେଇ ଉତ୍ତର ତାମିଲ ନାଡୁକୁ ଏକ ଟ୍ରଫ ଲାଇନ ରହିଛି | ଏହାର ପ୍ରଭାବରେ ମାଲକାନଗିରି,କୋରାପୁଟ,ରାୟଗଡା,କଳାହାଣ୍ଡି,କନ୍ଧମାଳ,ବଲାଙ୍ଗିର,ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ |ଏହା ସହ ବଲାଙ୍ଗିର,ସୋନପୁର,କନ୍ଧମାଳ ଓ […]

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ : ଭୁବନେଶ୍ୱର ର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ ଅବସରରେ ଏକ ଶପଥ ପାଠ ଉତ୍ସବ ପାଳନ କରାଯାଇଅଛି I ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ ବିଭିନ୍ନତା ବିନା ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର ଭାବନାତ୍ମକ […]

୧-ଦେଶର ଆଇକନିକ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ୨-ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ:ସବୁ ଶିକ୍ଷା ଅନୁଷ୍ଠାନରେ ରହିବ ଅଗ୍ନି ନିର୍ବାପକ ବ୍ୟବସ୍ଥା। ୩-ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମ ବଙ୍ଗରେ ଟ୍ରକ୍ ଧର୍ମ ଘଟ: ପିଆଜ ୩୦ ଓ ଆଳୁ ହେଲାଣି ୧୫। ୪-ରାଜ୍ୟରେ “ୱାନ ନେସନ ୱାନ ରାସନ କାର୍ଡ଼” ସେପ୍ଟେମ୍ବର ୧ରୁ ଲାଗୁ : ମନ୍ତ୍ରୀ ରଣେନ୍ଦ୍ର […]

ଖୟାମ ନାମରେ ପ୍ରସିଦ୍ଧ ଦିଗ୍ଗଜ ସଂଗୀତକାର ମହମ୍ମଦ ଜହୁର ଖୟାମଙ୍କର ୯୧ ବର୍ଷ ବୟସରେ ଗତ କାଲି ଦେହାନ୍ତ ହୋଇଛି, ଛାତିରେ ସଂକ୍ରମଣ ଏବଂ ନିମୋନିଆ ପାଇଁ ତାଙ୍କୁ ଗତ ଜୁଲାଇ ୨୮ ତାରିଖରେ ମୁମ୍ବାଇର ସୁଜୟ ହସ୍ପିଟାଲ ରେ ଭର୍ତି କରାଯାଇଥିଲା କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା | ଡ଼କ୍ଟରଙ୍କ କହିବାନୁସାରେ ଚିକିତ୍ସିତ ହେଉଥିବା ସମୟରେ ରାତି ପ୍ରାୟ ସାଢେ ୯ଟାରେ ତାଙ୍କର ହୃଦଘାଟରେ ଦେହାନ୍ତ ହୋଇଯାଇଥିଲା […]

ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ସେପ୍ଟେମ୍ବର ପହିଲାରୁ ପରିବର୍ତ୍ତିତ ସମୟରେ ଯାତ୍ରା କରିବ I ଟ୍ରେନ ପରିଚାଳନାଗତ କାରଣ ପାଇଁ ପୂର୍ବତଟ ରେଳପଥ ଆସନ୍ତା ସେପ୍ଟେମ୍ବର ମାସ ପହିଲା ଠାରୁ ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ର ସମୟ ସାରଣୀକୁ ପରିବର୍ତ୍ତିତ କରି ଚଳାଚଳ କରିବାକୁ ସ୍ଥିର କରିଅଛି I ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ସେପ୍ଟେମ୍ବର ମାସ ପହିଲା ଠାରୁ ବଲାଙ୍ଗୀର ଠାରୁ ବର୍ତ୍ତମାନ ସ୍ଥିରୀକୃତ […]

ଆଜି ଶନି ମହାରାଜଙ୍କର ଅସୀମ କୃପାଦୃଷ୍ଟି ସାତଟି ରାଶି ଉପରେ ରହିବ ଯାହାଦ୍ୱାରା କି ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ ସମ୍ପୂର୍ଣ ହେବ|ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ | ସେହି ସାତଟି ରାଶି ହେଲେ ତୁଳା, କୁମ୍ଭ, ବିଛା,କନ୍ୟା, ମକର , ମିଥୁନ ଏବଂ ଧନୁ | ପବନପୁତ୍ରଙ୍କ କୃପାରୁ ଆପଣଙ୍କୁ ଅଚାନକ ବ୍ୟବସାୟରେ ବଡ ଲାଭ ହୋଇପାରେ |ଏହି ରାଶି ର ବ୍ୟକ୍ତି-ବିଶେଷମାନଙ୍କର ଆସୁଥିବା ସମୟ ବହୁତ ଭଲ […]

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ସ୍ଥିତ ରେଳ ସଦନ ଠାରେ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି I ଏହି ବୈଠକ ରେ ରାଜ୍ୟ ସରକାରଙ୍କ ପ୍ରତିନିଧି ମାନଙ୍କ ସହିତ ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ସଦସ୍ୟ, ଶିଳ୍ପ, ପିଏସୟୁ, ଯାତ୍ରୀ ସଂଗଠନ ସଦସ୍ୟ, ଖାଉଟି ସଂଗଠନ ସଭ୍ୟ ଏବଂ ଅନ୍ୟାନ ବହୁ ବିଶିଷ୍ଟ ବ୍ୟକ୍ତି […]

ଅଦା କୁ ଯଦି ଚା ରେ ପକେଇ ଦିଆଯାଏ ତେବେ ଚା ର ସ୍ୱାଦ ଦ୍ୱି ଗୁଣ ହୋଇଯାଏ,ଏବଂ ତରକାରୀ ରେ କିମ୍ବା ଯେ କୌଣସି ପାକପଦ୍ଧତି ରେ ଅଦା ପକାଇଲେ ସେହି ପାକ ର ବାସ୍ନା ସହ ସ୍ୱାଦ ବଢିଯାଏ | ବଦଳୁଥିବା ଋତୁରେ ହେଉଥିବା ଦେହ ଖରାପ ରୁ ରକ୍ଷା ପାଇବା ପାଇଁ ଆମେମାନେ ପ୍ରାୟତଃ ଚା ରେ ଅଦା ପକାଇ ପିଇବା ପାଇଁ ପସନ୍ଦ କରୁ […]

Pin It on Pinterest