ଅଭୟ ସାହୁ(ସାଲେପୁର):କଟକ ଚାନ୍ଦବାଲି ରୋଡ଼,ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ ହୋଇଥିବା ବେଳେ କଟକ ଚାନ୍ଦବାଲି ରାସ୍ତାର ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ମାନଙ୍କୁ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ଅନୁଯାଇ, କଟକରୁ ରାଜନଗର ଯାଉଥିବା […]

ଏସ୍.ବାସ୍ତବ:କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କ ବିବୃତ୍ତି ନେଇ ଲୋକସଭାରେ ହଂଗାମା ସୃଷ୍ଟି ହୋଇଛି । ମୁଦ୍ରାସ୍ଫୀତି, ଅଗ୍ନିପଥ, ବେକାରୀ ଭଳି ପ୍ରସଙ୍ଗରେ ବିରୋଧୀଙ୍କ ତୀବ୍ର ଆକ୍ରମଣର ସମ୍ମୁଖୀନ ହେଉଥିବା ସରକାର ବର୍ତ୍ତମାନ ସଂସଦରୁ ରାଜରାସ୍ତା ଯାଏଁ ଫ୍ରଡ଼ଫୁଟରେ ଅଛନ୍ତି। ଏହି ପୂରା ପର୍ଯ୍ୟାୟରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ମହାମହିମ ରାଷ୍ଟ୍ରପତିଙ୍କ ଆସନମାନକୁ ନେଇ କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଏବଂ […]

ସଞ୍ଜୟ ଶତପଥୀ(କଟକ):କଟକ ସହରରେ ବାସ କରୁଥିବା ଦଳିତ ଲୋକମାନଙ୍କର କଟକ ଉନ୍ନୟନ କର୍ତ୍ତୁପକ୍ଷଙ୍କ ଅଧୀନସ୍ଥ ସେକ୍ଟର-୧୩ ନମ୍ବର ଥିବା ୧୮୦ ଏକର ଜମିକୁ ଚଂଚକତା କରି ପୁଞ୍ଜିପତି ମାନଙ୍କୁ ହସ୍ତାନ୍ତର କରିବାର ତଦନ୍ତ ଦାବୀରେ କଟକର ଯୁବ ସମାଜସେବୀ ଶ୍ରୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ଶତାଧିକ ଦଳିତ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ମାନନୀୟ ମହାନିର୍ଦ୍ଦେଶକ, ଓଡିଶା ପୋଲିସ୍ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାରୁ ଜଣାଯାଏ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭାରତର ସ୍ବାଧ୍ଵତାରର ୭୫ ବର୍ଷକୁ ‘ଆଜାଦିର ଅମୃତ ମହୋତ୍ସବ’ ଭାବେ ପାଳନ କରାଯାଇଛି, ଏହି ପରିପ୍ରେକ୍ଷିରେ ଶକ୍ତି ମନ୍ତ୍ରାଳୟ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗୁଡ଼, ଓପିଟିସିଏଲ ଏବଂ ଟିପିନଓଡ଼ିଏଲର ମିଳିତ ଭାବେ ଚାନ୍ଦବାଲି ବିଜୁସ୍ମୃତି ଭବନରେ ବିଜୁଳି ମହୋତ୍ସବ ଆୟୋଜନ କରାଯାଇଛି । ଏହି ବିଜୁଳି ମହୋତ୍ସବରେ ବିଶେଷ ଅତିଥ୍‌ ଭାବେ ବିଜୁଳି ବିଭାଗର ଏସି ଶ୍ରୀକାନ୍ତ କୁମାର ପାଣି, ଚାନ୍ଦବାଲି ତହସିଲଦାର, […]

ସଞ୍ଜୟ ଶତପଥୀ(କଟକ):କଂଗ୍ରେସ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଙ୍କ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦି ମୁର୍ମୁଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ-ସେ ରାଷ୍ଟ୍ରପତି ନୁହନ୍ତି,ରାଷ୍ଟ୍ରପତ୍ନୀ, ବିରୋଧରେ ୨୮ଜୁଲାଇ ସନ୍ଧ୍ୟା ୫ଘଟିକାରେ କଟକନଗର ଭାଜପା ତରଫରୁ କଲେଜଛକ ସୁବାଷ ବୋଷ ମୂର୍ତ୍ତି ନିକଟରେ ପ୍ରତିବାଦ ସଭା ଓ ତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭାରେ ବକ୍ତାମାନେ କଂଗ୍ରେସ […]

ଭୁବନେଶ୍ୱର: ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏ. ଜି ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ହୋଇଯାଇଅଛି l ବରିଷ୍ଠ ଉପ -ମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଶ୍ରୀ ଅନନ୍ତ କିଶୋର ବେହେରା ଯୋଗଦେଇ ଏ. ଜି କାର୍ଯ୍ୟାଳୟରେ ପେନସନ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଛାତ୍ରୀଙ୍କୁ ଅସାଦାଚରଣ କରିବା ଘଟଣା ମହଙ୍ଗା ପଡ଼ିଲା ସଂପୃକ୍ତ ଶିକ୍ଷକଙ୍କୁ,ଶିକ୍ଷାବିଭାଗ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ ଲନିମ୍ବନ କଲା ଶିକ୍ଷା ବିଭାଗ । ଚାନ୍ଦବାଲି ବ୍ଲକ ଶିକ୍ଷାଧୂରୀ ଅଧନ ଗୁଆଁଳ ଭାବେଶ୍ୱରନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଜଣକ ଅସାଦାଚରଣ କରିବା ଘଟଣାରେ ଗ୍ରାମବାସୀ ଶିକ୍ଷକ ଜଣଙ୍କୁଦିବାଲୋକରେ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଏହି ଘଟଣା ଚାନ୍ଦବାଲି ବ୍ଲକ ଶିକ୍ଷା ବିଭାଗର […]

ଭୁବନେଶ୍ୱର, ୨୮/୦୭:ଅକ୍ଟୋବର ୧୬ ତାରିଖରେ, ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍‌ ପରୀକ୍ଷା ପାଇଁ ଘୋଷଣା । ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ । ଅକ୍ଟୋବର ୧୬ ରବିବାର ଦିନ ଏହି ପରୀକ୍ଷା ହେବା ସହ ପରୀକ୍ଷା ସଂପର୍କୀୟ ସବିଶେଷ ବିବରଣୀ ଓପିଏସ୍‌ସି ୱେବ୍‌ସାଇଟ୍‌ରୁ ମିଳିପାରିବ ବୋଲି କୁହାଯାଇଛି । […]

ଏସ.ବାସ୍ତବ:ଚଳିତ ବର୍ଷ, MBES ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା NEET ର ଫଳାଫଳ ଅଗଷ୍ଟ ୧୬ -୧୭ ସୁଦ୍ଧା ବାହାରିବ ବୋଲି ଆଶା କରାଯାଉଛି | ଏହା ପରେ କାଉନସେଲିଂ ରାଉଣ୍ଡ ଆରମ୍ଭ ହେବ, ଯାହା ପାଇଁ ଆପଣଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆବଶ୍ୟକ | NEET ପରୀକ୍ଷାରେ ଯୋଗ୍ୟତା ହାସଲ କରିବା ପରେ ଛାତ୍ରଙ୍କୁ ଆଡମିଶନ ନେବାକୁ ମେଡିକାଲ ଆଡମିଶନ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେବାକୁ ପଡିବ | […]

ରାକେଶ ମହାନ୍ତି(କେନ୍ଦ୍ରାପଡା):୨୭-୦୭-ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ଚେର ମାଡ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ସଞ୍ଜୀବ ସିଂ । ବଦଳି ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସଞ୍ଜୀବଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଏହା ପରେ କେନ୍ଦ୍ରାପଡ଼ା […]

Pin It on Pinterest