ଭୁବନେଶ୍ୱର ୧୪।୦୭ : ରାଜ୍ୟରେ ପୁଣି ଡରେଇଲା କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ୮୦୦ ଟପିଛି କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ।ଗତକାଲି ୭୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ମିଳିଥିବା ସୂଚନା ଅନୁଯାଇ, ଚିହ୍ନଟ […]

ଏସ୍.ବାସ୍ତବ:ଦେଶରେ ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ମାଗଣାରେ କରୋନା ର ବୁଷ୍ଟର୍ ଡୋଜ୍ ପାଇବେ | ବୁଧବାର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ଜୁଲାଇ ୧୫ ରୁ, ସମସ୍ତ ସରକାରୀ ଡାକ୍ତରଖାନାରେ ବୁଷ୍ଟର୍ କିମ୍ବା ସତର୍କତା ମାତ୍ରା ଦିଆଯାଇପାରେ | ଅବଶ୍ୟ, ମାଗଣା ଡୋଜ କେବଳ ଆଗାମୀ ୭୫ ଦିନ ପାଇଁ ଉପଲବ୍ଧ ହେବ | ସମ୍ପ୍ରତି ଦେଶରେ କରୋନା ଟିକା ର ପ୍ରଥମ ଏବଂ ଦ୍ୱିତୀୟ […]

ସଞ୍ଜୟ ଶତପଥୀ(କଟକ) ୧୩।୭:କଟକରେ କାୟା ବିସ୍ତାରିଛି କରୋନା ।କଟକ ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଲୟରେ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ବବିଦ୍ୟାଳୟର ୨୩୪ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଟ ହୋଇଥିବା ବେଳେ,ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୮ ଜଣ କଟକ ମହାନଗର ନିଗମ ଅଫିସର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ […]

ମନୋଜ ମହାନ୍ତି(ଭୁବନେଶ୍ବର)୧୩/୦୭:ଆଜି ମଧ୍ୟ ଗତ କାଲି ପରି ରାଜ୍ୟର ୧୬ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।ରାଜ୍ୟରେ ଏବେ ଉଭୟ ଲଘୁଚାପ ଓ ‌ମୌସୁମୀ ଜନିତ ବର୍ଷା ଲାଗି ରହିଛି।( ଗତ କାଲି)ମଙ୍ଗଳବାର ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମା‌ଳ, ବଲାଙ୍ଗୀର, ଗଞ୍ଜାମ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ବି‌ଶେଷ କରି ବଲାଙ୍ଗୀର, ନୂଆପଡ଼ା, […]

ପ୍ରମୋଦ ନାୟକ(ଭୁବନେଶ୍ବର): ଆଜିଠାରୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନର ଆରମ୍ଭ । ଏହି ଅଧିବେଶନ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଅର୍ଥାତ ଆଜି ବିଭାଗୀୟ ଷ୍ଟାଣ୍ଡିଂ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପନ ହେବ। ୧୪ରୁ ୨୯ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା କରାଯିବ। ୩୦ ତାରିଖରେ ୨୦୨୨-୨୩ ବଜେଟ୍‌ ଉପରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି […]

ବରଗଡ଼:-୧୨.୭(ବାସ୍ତବ ଟିଭି)ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଲାୟନ୍ସ କ୍ଳବ୍ ଅତାବିରା ର ସଭାପତି ଧିରେନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତା ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ପାଖାପାଖି ୮୦ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇ କ୍ଳବ୍ ର ସଦସ୍ୟ ପ୍ରମୁଖ “ବୃକ୍ଷ ହିଁ ଜୀବନ” ବିଷୟରେ ଏକ ବାର୍ତ୍ତା ପ୍ରଦାନ କରି ଆଗକୁ ବହୁ […]

:_ ଜଳପଥ ଓ ସ୍ଥଳପଥର ସୁରକ୍ଷା ପାଇଁ କଲେ ସମୀକ୍ଷା:_ କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ କଲେ କ୍ଷେତ୍ର ପରିଦର୍ଶନ। ଦେବକାନ୍ତ ମହାନ୍ତି (ଚାନ୍ଦବାଲି):ଆଖଣ୍ଡଳମଣିଙ୍କ ଚଳିତ ଶ୍ରାବଣୀଯାତ୍ରା ପାଇଁ ପୀଠରେ ସମୀକ୍ଷା କଲେ ବାଲେଶ୍ବର ଆଇଜି ହିମାଂଶୁ ଲାଲ ଓ ଭଦ୍ରକ ଏସପି ଚରଣ ସିଂ ମୀନା। ପବିତ୍ର ଶ୍ରାବଣୀଯାତ୍ରାରେ ବାବାମଣିଙ୍କୁ ଜଳଲାଗି କରିବା ପାଇଁ ପୀଠକୁ ଆସିବାକୁ ଥିବା ହଜାରହଜାର କାଉଡିଆଭକ୍ତଙ୍କ ସୁରକ୍ଷା ନିମନ୍ତେ ଜଳପଥ […]

ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ରାଲେଗାନର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ଗଞ୍ଜାମ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତମାନର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ | ତାଙ୍କ ପିତା ଜଣେ ଟେଲର ଭାବରେ କାର୍ଯ୍ୟ କରୁଥିବା ବେଳେ ମାଆ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ | ତାଙ୍କ ମାତାପିତା ପରିବାରର ଆବଶ୍ୟକତା ପୂରଣ କରିବାକୁ ଦିନସାରା ପରିଶ୍ରମ କରୁଥିବାର କୁଲାଙ୍ଗେ ଛୋଟବେଳୁ ଦେଖିଥିଲେ | ଦିନକୁ […]

ନାମୋଗୁରୁ ହୋତା(ସୁବର୍ଣପୁର): ଉଲୁଣ୍ଡା ବ୍ଲକ ସ୍ଥିତ ଚଢ଼େଇପଙ୍କ ପଞ୍ଚାୟତ ଶିଖା ଇକୋ ଭିଲେଜ ଅନ୍ତର୍ଗତ ହେପି ହେଣ୍ଡ ସ୍କୁଲ ଫର ଦି ଡେଫ କୁ ଭାରତର ବିଭିନ୍ନ ପ୍ରଦେଶ ରୁ ପ୍ରତିଷ୍ଠିତ ମୁକବଧିର ଯୁବକ ମାନେ ପରିଦର୍ଶନ ରେ ଆସିଥିଲେ। ଯୁବକ ମାନେ ମୁକବଧିର ହୋଇ ମଧ୍ୟ ବିଭିନ୍ନ ଚାକିରୀ ଏବଂ ବ୍ୟବସାୟ କରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ହେପି ହେଣ୍ଡସ ସ୍କୁଲ ର କୁନି କୁନି ପିଲାମାନେ ସେହି […]

ପ୍ରମୋଦ ନାୟକ(ଭୁବନେଶ୍ୱର): ସୋମବାର ଭୁବନେଶ୍ୱରର ଏକ ତାରକା ହୋଟେଲରେ,‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକ ଉନ୍ମୋଚିତ । ‘ଅମିତ ଶାହ ଓ ବିଜେପିର ଯାତ୍ରା’ର ମୂଳ ଇଂରାଜୀ ପୁସ୍ତକର ଲେଖକ ହେଉଛନ୍ତି ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ବିବେଦୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଆ ସଂସ୍କରଣର ଉନ୍ମୋଚନ ବେଳେ ଏକ ରହସ୍ୟ ଉପରୁ […]

Pin It on Pinterest