ଏସ.ବାସ୍ତବ: ଶନିବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହା ଗଠବନ୍ଧନର ବିଧାୟକଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଶାସକ ଦଳ ଏକଜୁଟ ହୋଇ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ହେମନ୍ତ ସରକାରକୁ ଅସ୍ଥିର କରିବା ପାଇଁ ବିଜେପିର ଷଡଯନ୍ତ୍ରର ଖୁଲାସା କରିବାକୁ ସମସ୍ତ ବିଧାୟକ ଓ କର୍ମୀ ଗାଁରୁ ଗାଁକୁ ଯିବେ। ଝାଡଖଣ୍ଡ ପ୍ରତି କେନ୍ଦ୍ରର ମନୋଭାବ ମଧ୍ୟ ଲୋକମାନଙ୍କୁ ଜଣାଇବେ । ତେବେ ୧୧ ଜଣ […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୨୦।୦୮ : ପ୍ରଶ୍ନପତ୍ରରେ ତ୍ରୁଟି ଲାଗି ବାତିଲ୍ ହେଲା ଏସ୍‌ଆଇ ପରୀକ୍ଷା। ପରୀକ୍ଷା ବାତିଲ୍ ପରେ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନର ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ସିବିଟି କେନ୍ଦ୍ର​‌ରେ ଉତ୍ତେଜନା ବଢ଼ିବା ପରେ ଘଟଣା ସ୍ଥଳରେ ସ୍ଥାନୀଯ ପୋଲିସ ପହଞ୍ଚି ଛାତ୍ରଛାତ୍ରୀ ବୁଝାସୁଝା କରିବାକୁ ପ୍ରୟାସ କରିଥିଲେ। ଅନେକ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବା ସହ ନିରାଶ […]

ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ଅଗଷ୍ଟ ୨୭ରେ ହେବ ASO ପରୀକ୍ଷା । ଆସନ୍ତା ଶନିବାର ASO ପରୀକ୍ଷା ହେବା ନେଇ ସ୍ପଷ୍ଟ କରିଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ । ୨୧ ଅଗଷ୍ଟରେ ASO ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବନ୍ୟା କାରଣରୁ ଏହି ପରୀକ୍ଷାକୁ ଅନିର୍ଦିଷ୍ଟ ଦିନ ନିମନ୍ତେ ସ୍ଥଗିତ କରିଥିଲେ ଓପିଏଏସି ଅଧ୍ୟକ୍ଷ । […]

ଭଦ୍ରକ ୨୦।୦୮: ବର୍ଷା ଜନିତ ସମ୍ଭାବ୍ୟ ବନ୍ୟାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ । ବର୍ଷା ପରେ ବନ୍ୟାକୁ ସାମ୍ନା କରିବା ପାଇଁ ଜିଲ୍ଲାରେ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ, ୨ ଟି ଏନଡିଆରଏଫ ଟିମ ସହ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ମୃତୟନ କରାଯାଇଛି । ସାଳନ୍ଦୀ ନଦୀର ବିଦ୍ୟାଧରପୁର କେନାଲ ଡିଭିଜନ ହଦଗଡ଼ ଡ୍ୟାମର ଗୋଟିଏ ଗେଟ ଖୋଲିଛି […]

ସଂଜୟ ଶତପଥୀ(କଟକ): କଟକ ରାଜା ବଗିଚାସ୍ଥିତ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ ମହାଦୁର୍ନୀତି ର ଗନ୍ଧରେ ଫାଟିପଡୁଛି। ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ, କଟକର କେନ୍ଦ୍ରସ୍ଥଳରେ ଏହି ଶିକ୍ଷାନୁଷ୍ଠାନ ଥୂବାବେଳେ ଏହି କଲେଜର ପରିଚାଳନା କମିଟିର ପୂର୍ବତନ ଅଧ୍ଯକ୍ଷ କଲେଜ ଠାରୁ ପ୍ରାୟ ୧୫ କି.ମି ଦୂରରେ ଥୂବା ଏକ ରାସ୍ତା ନଥିବା ଅଦରକାରୀ ଯାଗାକୁ ପ୍ରଥମେ ନିଜ ସ୍ତ୍ରୀ ଓ ନିଜର ଗୁମାସ୍ତାଙ୍କ ନାମରେ କମ୍ ଅର୍ଥରେ ଅର୍ଥାତ୍ […]

ଭୁବନେଶ୍ଵର(ବାସ୍ତବବ୍ୟୁରୋ): ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ।ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାଇ,ବାତ୍ୟାର ସମ୍ଭାବନା ନାହିଁ ।ହେଲେ ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଏହି ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ପ୍ରବଳ ବର୍ଷା ନେଇ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଜଣେ ମଦୁଆ ଡ୍ରାଇଭର, ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତାରେ ୪ଟି ଷଣ୍ଢକୁ ଧକ୍କା ଦେଇ ଜୀବନ ରୁ ମାରିଦେଇଥିବା ଜଣାପଡିଛି। ଟ୍ରକ ଚାଳକ ହେଉଛନ୍ତି ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା କରଞ୍ଜ ମାଳ ପଞ୍ଚାୟତ ର ଅରୁଣ କୁମାର ମଣ୍ଡଳ, ଧାମରାରୁ ଗହମ ବୋଝେଇ କରି ଦଶଚକିଆ ଟ୍ରକଟି(ଓଆର-୦୯-ଏଲ-୬୬୭୪) କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ସମୟରେ ପିରହାଟ ଓ କମାରିଆ ନିକଟରେ ରାସ୍ତା ରେ ସୋଇଥିବା ଷଣ୍ଢ ଗୁଡିକୁ […]

ସୁନ୍ଦଦରଗଡ(ବାସ୍ତବବ୍ୟୁରୋ)୧୯।୦୮:ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଜିଲ୍ଲାରେ ରାଜ୍ୟର ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବି ନେଇ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ଜିଲ୍ଲାରେ ଯାତାୟତ ଠପ୍ ହୋଇଯାଇଥିବା ବେଳେ ବନ୍ଦ ରହିଛି ବିଭିନ୍ନ ଅନୁଷ୍ଠାନ ଓ ଦୋକାନ ବଜାର । ଖବର ଅନୁଯାଇ, ଜିଲ୍ଲାର ଏନଟିପିସି ମେଡିକାଲ କଲେଜକୁ ରାଜ୍ୟର ଦ୍ଵିତୀୟ ଏମ୍ସ କରିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ। ଏହା ପରେ […]

ସଞ୍ଜୟ ଶତପଥୀ(କଟକ): କଟକ ଜିଲ୍ଲାର ପରିବା ଝୁଡ଼ିରେ ଝଡ, ଆଗକୁ କଟକ-ଭୁବନେଶ୍ବରରେ ପରିବା ଅମୂଲମୂଲ ହେବ । କଟକ ଜିଲ୍ଲାର ବାଙ୍କୀ ଓ ଡମପଡା ବ୍ଲକ୍‌, ଆଠଗଡ଼ର କଖଡି, ମଂଚେଶ୍ବର, ତିଗିରିଆ, ବଡମ୍ବା ଓ ନରସିଂହପୁରର ଅନେକ ଗାଁରେ ହେକ୍ଟର ହେକ୍ଟର ଚାଷ ଜମି ବୁଡ଼ି ରହିଛି ପାଣି ଭିତରେ। ଏକ ସପ୍ତାହ ପର୍ଯ୍ୟନ୍ତ ପାଣି ଛାଡି ନ ପାରେ। ଚାଷ ହୋଇଥିବା ପନିପରିବା ପାଣି ଭିତରେ ପଚି,ସଢିଗଲାଣି।ଏହି ସବୁ […]

ଭୁବନେଶ୍ବର(ବାସ୍ତବବ୍ୟୁରୋ):ଅଗଷ୍ଟ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ସୁବିଧା । ଯାତ୍ରୀଙ୍କ ସୁବିଧା ଓ ଚାହିଦାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୨୭ ମଧ୍ୟରେ ଭୁବନେଶ୍ୱର-ଧାନବାଦ୍ ସ୍ପେସାଲ୍ ଏକ୍ସପ୍ରେସ(୦୨୮୩୨) ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୨୫ରେ ଛାଡ଼ି ଧାନବାଦ୍ ଅଭିମୁଖେ ଯାତ୍ରା […]

Pin It on Pinterest