ବରଗଡ଼୨୭/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି।ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂପ୍ରତି ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଭୂମିକା ଗଛହିଁ ଥିବାରୁ ଏକ ସଚେତନତା ସଭା କରାଯାଇ ଥିଲା।ମଣିଷ ମରିଗଲେ ଗଛର କିଛି କ୍ଷତି ହେବ ନାହିଁ ଅଥଚ ଗଛ ମରିଗଲେ ମଣିଷର ବିନାଶ ବୋଲି ମତବ୍ୟକ୍ତ କରାଯାଇ ଥିଲା। ଚଳିତ ବର୍ଷ କଲେଜ ପରିସରର ପାଠାଗାର ସମ୍ମୁଖ, ପୁରାତନ […]

କଟକ(ସଂଜୟ ଶତପଥୀ): ପେନସନ ଅଭିବୃଦ୍ଧି ବନ୍ଦ କରିବାକୁ ସଂଶୋଧିତ ନିୟମର ପ୍ରତ୍ୟାହାର ଓ ୮ମ ବେତନ କମିଶନ ବିଧିବଦ୍ଧ ଭାବେ ବସାଇ ଟର୍ମ ଏଣ୍ଡ ରେଫେରେନ୍ସ ଘୋଷଣା କରିବା ଦାବିରେ ଆଜି ,କଟକ ଜିପିଓ ଠାରେ ସର୍ବଭାରତୀୟ ସିଭିଲ ପେନସନର ଫୋରମ ଆହ୍ବାନରେ ସଙ୍ଗଠିତ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ କର୍ମଚାରୀ ନେତା ତଥା ସିଭିଲ ପେନସନର ଫୋରମର ରାଜ୍ୟ ଆବାହକ ରବିନ୍ଦ୍ର ନାଥ ଧଳ […]

ବରଗଡ଼୨୫/୦୭(ନବୀନ କୁମାର ଦାଶ):ବିଜେପି ସରକାର ଶିକ୍ଷା କୁ ପ୍ରାଧାନ୍ୟ ଦେଉଥିବା କହୁଥିବା ବେଳେ ବରଗଡ଼ ଉପକଣ୍ଠ ଧାଙ୍ଗେର ପଂଚାୟତ ଅଧୀନ ଧାଙ୍ଗେର ହାଇସ୍କୁଲ ରେ ଦେଖିବା କୁ ମିଳିଛି ଅନେକ ଅବ୍ୟବସ୍ଥା ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି। ଧାଙ୍ଗେର ଉଚ୍ଚ ବିଦ୍ୟାଳୟ ରେ ବର୍ତମାନ କୌଣସି କ୍ଲର୍କ ନାହାନ୍ତି, ଯେଉଁ ବ୍ୟକ୍ତି କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ ତାଙ୍କୁ ଅନ୍ୟତ୍ର […]

ବାସ୍ତବ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ବାପା-ମାଙ୍କ ସେବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ବର୍ଷକୁ ୩୦ ଦିନର ସ୍ବତନ୍ତ୍ର ଛୁଟି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଆଜି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରାଜ୍ୟସଭାରେ କହିଛନ୍ତି ଯେ କେନ୍ଦ୍ର ସରକାରୀ କର୍ମଚାରୀମାନେ ବୃଦ୍ଧ ପିତାମାତାଙ୍କ ଯତ୍ନ ସମେତ ବ୍ୟକ୍ତିଗତ କାରଣରୁ ୩୦ ଦିନ ପର୍ଯ୍ୟନ୍ତ ଛୁଟି ପାଇପାରିବେ। ଏକ […]

ବିଜେପିରେ ଯୋଗ ଦେଲେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକର ନିର୍ବାଚିତ ଜନପ୍ରତିନିଧି ବିଜେଡି ସମର୍ଥିତ ୧୦ ଜଣ ସରପଂଚଙ୍କ ସମେତ ଅନେକ କର୍ମୀଙ୍କ ବିଜେପିରେ ଯୋଗଦାନ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପୂର୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣିଜ୍ୟ ଏବଂ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ନଗର […]

ଭୁବନେଶ୍ଵର(ନି.ପ୍ର): ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଦୁଇଟି ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ଏହି ଦୁଇଟି ନୂତନ ବାଟାଲିଅନ ପାଇଁ ସମୁଦାୟ ୨୦୮୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଏଥିରୁ ୧୯୪୪ଟି ନିୟମିତ ପଦବୀ ଥିବାବେଳେ ୧୩୬ଟି ପଦବୀ ଆଉଟସୋର୍ସିଙ୍ଗ ଭିତ୍ତିରେ ସୃଷ୍ଟି କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଓଆଇଏସଏଫରେ ଗୋଟିଏ ବାଟାଲିଅନ କାର୍ଯ୍ୟରତ […]

ସଂଜୟ ଶତପଥୀ(କଟକ): ଭାଜପା କଟକ ଜିଲ୍ଲା ତରଫରୁ ୨୨ ଜୁଲାଇ ଅପରାହ୍ନ ୫ ଘଟିକାରେ ବକ୍ସିବଜାର ଛକରେ ସମ୍ପ୍ରତି ଓଡିଶାରେ ମହିଳା ଅତ୍ୟାଚାର ବିଷୟକୁ ନେଇ କଂଗ୍ରେସ ର ଦୋମୁହାଁ ନୀତିର ମୁଖା ଖୋଲିବା ପାଇଁ ଏକ ପଥପ୍ରାନ୍ତ ସଭା ହୋଇଥିଲା। ପୂର୍ବତନ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ଜିଲ୍ଲା ସଭାପତି ସୁକାନ୍ତ କୁମାର ବିଶ୍ୱାଳ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ନମିତା […]

ଭୁବନେଶ୍ବର(ନି.ପ୍ର)୨୨।୭: ରାତି ଅଧରେ ଆସିଲା ବଡ ଖବର IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ଏହି ଅଦଳବଦଳରେ ସଚିବଙ୍କ ସହ କିଛି ଜିଲାର ଜିଲାପାଳ ମଧ୍ଯ ବଦଳି ହୋଇଛନ୍ତି। IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୪୮ ଜଣ IASଙ୍କୁ ଅଦଳବଦଳ କରିଛନ୍ତି ବଦଳି । ସବୁଠୁ ବଡ଼ କଥା ହେଉଛି ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ BMC କମିଶନର ଭାବେ ନିଯୁକ୍ତି ମିଳିଛି […]

ଭୁବେନଶ୍ବର(ନି.ପ୍ର): ସବୁ ଚାଷୀଙ୍କର ହେବ EKYC । ନକଲି ଚାଷୀଙ୍କୁ ଚିହ୍ନଟ କରିବାକୁ EKYC କରିବେ ସରକାର । ଚଳିତ ମାସ ୧୯ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପଞ୍ଜିକରଣ ସମୟରେ ସମସ୍ତ ଚାଷୀ EKYC କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୋସାଇଟି ଚାଷୀ ପଞ୍ଜିକରଣ ସମୟରେ EKYC କରାଇ ପାରିବ । ଅନେକ ନକଲି ଚାଷୀ […]

ବରଗଡ଼/ବରପାଲି(ନବୀନ ଦାଶ)୨୧/୦୭: ଶ୍ରୀମତୀ ସୁମନା ଦାଶ ଙ୍କ ସଭାପତିତ୍ୱ ରେ ଆଜି ସରସ୍ବତୀ ମହିଳା ବରିଷ୍ଠ ନାଗରିକ ସଂଘ, ବରପାଲି ରେ ଏକ ପ୍ରସ୍ତୁତି ବୈଠକ ସରସ୍ବତୀ ସଂଘ, କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହlସଂଘ ର ଉପଦେଷ୍ଟା ଶ୍ରୀ ରକ୍ଷାକାରୀ ବିଶି ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ। ସରସ୍ବତୀ ମହିଳା ବରିଷ୍ଠ ନାଗରିକ ସଂଘ ପାଇଁ କାର୍ଯ୍ୟାଳୟ, ପୋଲିସ ପରିଚୟ […]

Breaking News

Pin It on Pinterest