ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ପିଛା ଛାଡ଼ିବା ମୁଡରେ ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଛନ୍ତି ରାହୁଲ ଗାନ୍ଧି। କ୍ରମାଗତ ତୃତୀୟ ଦିନକୁ ମିଶାଇ ୨୯ ଘଣ୍ଟା ରାହୁଲଙ୍କୁ ଜେରା କରିଥିଲେ ମଧ୍ୟ ଇଡି ଆହୁରି କିଛି ଜାଣିବାକୁ ଚାହୁଁଛି । ସେଥିପାଇଁ ପୁଣି ଶୁକ୍ରବାର ଦିନ ୧୧ଟା ବେଳକୁ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ରାହୁଲଙ୍କୁ ହାଜର ହେବାକୁ ନୋଟିସ କରିଛି ଇଡି। ନ୍ୟାଶନାଲ […]
ବରଗଡ଼ ୧୫/୬:-(ସ୍ଵତନ୍ତ୍ର ପ୍ରତିନିଧି,ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୋପ ର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତାଙ୍କୁ ଅନ୍ତରାଷ୍ଟ୍ରୀୟ ବସୁନ୍ଧରା ପରିବାର ପକ୍ଷରୁ ରାଷ୍ଟ୍ରସେବକ ସମ୍ମାନ ରେ ସମ୍ମାନିତ କରାଯାଇଛି। ଶ୍ରୀକ୍ଷେତ୍ର ର ପବିତ୍ର ମାଟି ରେ ଅନ୍ତଃରାଷ୍ଟ୍ରୀୟ ବସୁନ୍ଧରା ପରିବାର ର ପ୍ରଥମ ବାହ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୁଦ୍ର ବେଳାଭୂମି ର ଅନତି ଦୂର ରେ ଅବସ୍ଥିତ ରୁମାନୀ ହୋଟେଲ ରେ ଅଖିଳ […]
ନୂଆଦିଲ୍ଲୀ: ଯଦି ଇଣ୍ଟରନେଟର ସାମ୍ପ୍ରତିକ ଗତି ଆପଣଙ୍କ ପାଇଁ ଧୀର ମନେହୁଏ ଏବଂ ଆପଣ ସୁପରଫାଷ୍ଟ ଇଣ୍ଟରନେଟ୍ ପାଇଁ ଅପେକ୍ଷା କରନ୍ତି, ତେବେ ଶୀଘ୍ର ଆପଣଙ୍କର ଅପେକ୍ଷା ସମାପ୍ତ ହୋଇପାରେ | ସୁପରଫାଷ୍ଟ ଇଣ୍ଟରନେଟ ଆଣିବା ଦିଗରେ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। 5G ସ୍ପେକ୍ଟ୍ରମର ନିଲାମରେ ସରକାର ଏହାର ଷ୍ଟାମ୍ପ ଲଗାଇଛନ୍ତି। 5G ର ଆଗମନ ସହିତ, ଉପଭୋକ୍ତାମାନେ 4G ଅପେକ୍ଷା ୧୦ ଗୁଣ ଦ୍ରୁତ […]
ନବୀନ ଦାଶ(ବରଗଡ଼): ୧୫/୦୬-ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ରେ ସରକାରଙ୍କ ଆଲୋକୀ କରଣ ବ୍ୟବସ୍ଥା ଫେଲ ମାରିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଲୋକେ ଅନ୍ଧାରରେ ଦିନ କାଟୁଛନ୍ତି। ଅତାବିରା ଏନ୍ଏସି ଦୀର୍ଘ ୯ବର୍ଷ ରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହୋଇ କୋଟି କୋଟି ଟଙ୍କା ବ୍ୟୟ ବରାଦ ରେ ଅଞ୍ଚଳ ବାସୀ ଙ୍କ ପାଇଁ ଖର୍ଚ୍ଚ ହେଇ ଆସୁଥିଲେ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଡମଣା ଗ୍ରାମର ହୃଦାନନ୍ଦ ବାରିକ୍(୬୫) । ହୃଦାନନ୍ଦଙ୍କ ପୁଅଙ୍କ କହିବା ଅନୁଯାଇ ତାଙ୍କ ବାପା ଗତ ଶନିବାର ଠାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । […]
ବାସ୍ତବବ୍ୟୁରୋ:୧୦୦ଘଣ୍ଟାରୁ ଅଧିକ ସମୟର ଅପରସେନ ପରେ ,ଛତିଶଗଡର ଜାଞ୍ଜଗିରି-ଚାମ୍ପାରେ ଫସିଥିବା ରାହୁଲ ଉଦ୍ଧାର ହୋଇଛି । ଯବାନ ଅନୀଲଙ୍କ ହାତରେ ରାହୁଲକୁ ଉଦ୍ଧାର କରାଯାଇଛି । ରାହୁଲକୁ ବୋରୱେଲରୁ ଟନେଲକୁ ଅଣାଯିବା ପରେ ବାହାରକୁ ଅଣାଯାଇଥିଲା । ବାହାରେ ଥିବା ମେଡିକାଲ ଟିମ୍ ତୁରନ୍ତ ତାଙ୍କୁ ମେଡିକାଲ ସହାୟତା ଯୋଗାଇଥିଲେ । ବାଧକ ସାଜିଥିବା ପଥର ଚଟାଣ କାଟିବା ପାଇଁ ଅନେକ ସମସ୍ୟାଥିଲା ତେବେ ଏହାକୁ କାଟିବା ପରେ ରାହୁଲକୁ […]
ପ୍ରମୋଦ ନାୟକ(ଭୁବନେଶ୍ୱର):ବହୁ ମହିଳାଙ୍କୁ ବିବାହ କରି ଠକିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି। ରମେଶର ଭଉଣୀ ରଶ୍ମିତା, ଦ୍ୱିତୀୟ ପତ୍ନୀ କମଳା, ଦୁଇ ସହଯୋଗୀ ବିଶ୍ୱଜିତ ଓ ଚିତ୍ତରଞ୍ଜନ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ୧୦୨ ଜଣ ସାକ୍ଷୀ ଓ ସେମାନଙ୍କ ବୟାନ ରେକର୍ଡ ହୋଇଥିବା ନେଇ ଉଲ୍ଲେଖ ରହିଛି।ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ୯୪୦ ପୃଷ୍ଠାର ଏହି ଚାର୍ଜସିଟ୍ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ଟ୍ରାଫିକ ନିୟମ ଉଲ୍ଲଂଘନ କରି, ଗାଡ଼ିଚାଳକମାନେ ବେପରୁଆ ଓ ଦ୍ରୁତଗତିରେ ଗାଡ଼ ଚଳାଉଥିଲେ ଆଉ ନିସ୍ତାର ନାହିଁ । ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା । ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି ଭୁବନେଶ୍ୱର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସକୁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ସପ୍ତାହରୁ ଏହାର ପରୀକ୍ଷଣ ଆରମ୍ଭ ହେବ […]
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଚାଲିଛି ସମସ୍ତ ନୀତିକାନ୍ତି। ଶ୍ରୀଜିଉଙ୍କ ସ୍ନାନଯାତ୍ରା,ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋରରୁ ରତ୍ନବେଦୀ ଛାଡି ଧାଡି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସକାଳ […]
ଦେବକାନ୍ତ ମହାନ୍ତ(ଚାନ୍ଦବାଲି):୧୩/୦୬/୦୨୨ ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଅଗରେ ନାରାବାଜି କରିବା ସହ ପ୍ରତିବାଦ ସଭା କରାଯାଇଛି । ବିଜେପି ଦଳ ପକ୍ଷରୁ ଶତାଧିକ କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିବା ସହ ତହସିଲଦାରଙ୍କୁ ଗିରଫ ଦାବୀ କରିଥିଲେ । ଚାନ୍ଦବାଲି ବ୍ଲକ ଜଳେଶ୍ଵରପୁର ପଂଚାୟତର ଜଣେ ଦଳିତ […]