ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ । ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଏହି ପ୍ରବେଶିକା ପରୀକ୍ଷାରେ ରାଜସ୍ଥାନ ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର ହୋଇଛନ୍ତି । ତନିସ୍କା ମୋଟ ୭୨୦ ମାର୍କରୁ ୭୧୫ ମାର୍କ ରଖିଛନ୍ତି । ସେହିପରି ୱତ୍‌ସା ଆଶିଶ ବାତ୍ରା ଦ୍ବିତୀୟ, ହୃଷିକେଶ ନାଗଭୂଷଣ ଗାଙ୍ଗୁଲେ ତୃତୀୟ ଏବଂ ଋଚା ପାୱଶେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ଚାରିଜଣ […]

ବାସ୍ତବବ୍ୟୁରୋ:ବାଙ୍ଗାଲୋରରେ ଏକ ସପ୍ତାହ ହେଲା ପ୍ରବଳ ବର୍ଷା ଲାଗି ରହିଛି। ୩ ଦିନ ହେଲା ସହର ପାଣିରେ ପରିପୂର୍ଣ୍ଣ | ରାସ୍ତା ଅଛି କି ନାହିଁ ଜଣା ପଡୁନି, ସବୁ କଲୋନୀ, ଜଳମଗ୍ନ ହୋଇଛି | ଲୋକଙ୍କ ସମସ୍ୟା ଦେଖି ବର୍ତ୍ତମାନ କର୍ଣ୍ଣାଟକ ସରକାର କିଛି ପଦକ୍ଷେପ ନେଇଛନ୍ତି। ବାଙ୍ଗାଲୋରରେ ସ୍କୁଲ ବନ୍ଦ ରହିଛି। ଆଇଟି ବିଭାଗର କର୍ମଚାରୀଙ୍କ ପାଇଁ ଘରୁ କାମ ଅନୁମୋଦନ କରାଯାଇଛି। ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଡ୍ରାଇଭରଙ୍କ ଉନ୍ମତ କାଣ୍ଡ,୩୦ ଫୁଟୁ ତଳକୁ ଖସିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଡ୍ରାଇଭର ମଦ ନିଶାରେ ୩୦ ଫୁଟୁ ତଳକୁ ଖସାଇଲେ ଆମ୍ବୁଲାନ୍ସ ଖବର ଅନୁଯାଇ, ଭଦ୍ରକ ଜିଲ୍ଲା ତିହିଡ଼ିରୁ ଚାନ୍ଦବାଲି ବାଂଶଡ଼ା ଅଭିମୁଖେ ଏକ ଶବ ନେବା ପାଇଁ ଆମ୍ବୁଲାନ୍ସ ଟି ଆସୁଥିବା ବେଳେ ନାଲୁଗୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ୩୦ ଫୁଟୁ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଗାଡ଼ିରୁ ଡ୍ରାଇଭରଙ୍କୁ […]

ଏସ୍.ବାସ୍ତବ: ଏବେ କାରରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ,ଆଗ ସିଟ୍ ର ଯାତ୍ରୀଙ୍କ ପରି ପଛ ସିଟର ଯାତ୍ରୀମାନଙ୍କ ପାଇଁ ମଧ୍ୟ ସିଟ୍ ବେଲ୍ଟ ବାଧ୍ୟତାମୂଳକ | ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡିବ । ମଙ୍ଗଳବାର ଏକ ସାକ୍ଷାତକାରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହା ଘୋଷଣା କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ […]

ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ୧୯୯୩ ମସିହାରେ ହେଲା ଚକବନ୍ଦୀ, ଚାଷଜମି କୁ ଜଳସେଚିତ ଜମି ରେ ପରିବର୍ତ୍ତନ କଲେ । ହେଲେ ୩୦ ବର୍ଷ ହେଲାଣି କେନାଲ ନାହିଁ । ହେଲେ ଜଳକର ଦେବାପାଇଁ ଆର ଆଇ ଙ୍କ ତାଗିଦ । ଦୀର୍ଘଦିନ ଧରି ନଦେବାରୁ ନୋଟିସ କରାଯାଉଛି କେନ୍ଦ୍ରାପଡା ତହସିଲ କାର୍ଯ୍ୟଳୟ ତରଫରୁ । ଜଳକର ସମସ୍ୟା ଙ୍କୁ ଗୋଗୁଆ ଆର ଆଇ ସର୍କଲ ଦୋବନ୍ଧା ରେଭେନ୍ୟୁ ର ସୋବଳା […]

ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ମହାକାଳପଡା ବ୍ଲକର ବେଆଇନ ଭାବେ ପ୍ରାୟ ୧୧୦୦ ଏକର ରୁ ଉର୍ଦ୍ଧ୍ବ ଜମିରେ ବେଆଇନ ଭାବେ ଚିଙ୍ଗୁଡ଼ି ଚାଷ ଚାଲିଥିଲା।ସ୍ବର୍ଗତ ସୂଚନା ଅଧିକାର କର୍ମୀ ରଞ୍ଜନ ଦାଶ ଲୋକୟୁକ୍ତ ଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଫାଲକନ୍ ମେରିଏନ୍ ଚିଙ୍ଗୁଡ଼ି ଚାଷ ବନ୍ଦ କରିଦେଇ ଥିବା ବେଳେ ଓଡିଶା ଆକୁଆ ନାମକ କମ୍ପାନୀ ର ଲିଜ ବାତିଲ ସହ ତୁରନ୍ତ ନିଜର ଆସବାସ ସାମଗ୍ରୀ ନେଇ […]

ପ୍ରମୋଦ ନାୟକ(ଭୁବନେଶ୍ବର) : ଏବେ ସାଂସ୍କୃତିକ କାର୍ଯ୍ୟକ୍ରମପାଇଁ ଆଉ ଆୟୋଜକଙ୍କୁ ସଂସ୍କୃତି ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ ।ଗୋଟିଏ କ୍ଲିକ୍‌ରେ ଅନ୍‌ଲାଇନ୍‌ରେ ହେବ ସାଂସ୍କୃତିକ ଦଳ ସଂରକ୍ଷଣ । କୌଣସି କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗରୁ ସାଂସ୍କୃତିକ ଦଳ ନେବାକୁ ହେଲେ ଆଉ ଆୟୋଜକଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ସାଂସ୍କୃତିକ ଦଳ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କଲା ପରେ ପାରିଶ୍ରମିକ ପାଇଁ ମଧ୍ୟ କଳାକାରଙ୍କୁ ବିଭାଗରେ ଚକ୍କର […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର) ୦୬।୦୯: ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ।ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଜୋରଦାର ଆୟୋଜନ ।କ୍ୟାପିଟାଲ ଫାଉଣ୍ଡେସନ୍ ପକ୍ଷରୁ ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଗ୍ରାଣ୍ଡ ଓ୍ବେଲକମ୍ କରିବ ବିଜେଡି । ବିମାନ ବନ୍ଦରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦେବା ସହିତ ନବୀନ ନିବାସ ପର୍ଯ୍ୟନ୍ତ ବିଶାଳ ରୋଡ୍ ସୋ କରାଯିବ । ରାସ୍ତା ସାରା ଲୋକେ ସମ୍ବର୍ଦ୍ଧନା ଦେବା ପାଇଁ […]

ଭୁବନେଶ୍ୱର ୦୬।୦୯ :ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାଇ, ଆସନ୍ତା ୭ ତାରିଖରୁ ୯ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଆସନ୍ତା କାଲି ଅର୍ଥାତ ୭ ତାରିଖ ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ […]

ମନୋଜ ମହାନ୍ତି(ଭୁବନେଶ୍ବର) : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ବିଭାଗ ସୂଚନା ଅନୁଯାଇ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଅଧୀନ ଲାଖୋଲି-ରାୟପୁର ଆରଭି ବ୍ଲକ ହଟ୍‌ର ଦୋହରୀକରଣ ସମେତ କେତେକ ଆଧୁନିକୀକରଣ କାର୍ଯ୍ୟ ପାଇଁ ୫ଟି ଟ୍ରେନ୍‌ ବାତିଲ୍‌ କରାଯାଇଛି । ସେଗୁଡ଼ିକ ହେଲା ଗାନ୍ଧୀଧାମ-ପୁରୀ ଗାନ୍ଧୀଧାମ ଏକ୍ସପ୍ରେସ୍‌ (୨୨୯୭୩/୨୨୯୭୪) ୭ ତାରିଖରେ ଗାନ୍ଧୀଧାମରୁ ଓ ୧୦ ତାରିଖରେ ପୁରୀରୁ, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍‌ (୧୮୫୧୮/୧୮୫୧୭) ଆସନ୍ତା ୧୧ ତାରିଖରେ ବିଶାଖାପାଟଣାରୁ […]

Pin It on Pinterest