ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ତଥା ୧୨ଟି ୱାର୍ଡ ବିଶିଷ୍ଟ ଏନ୍ ଏସି କୁ ନେଇ ଗଠିତ ହୋଇଥିବା ବେଳେ ଅଞ୍ଚଳ ଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ।ଏହି ଅଞ୍ଚଳ ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଦିନରାତି ହଜାର ହଜାର ଗାଡ଼ି ମଟର ସହ ଲୋକଙ୍କ ଭିଡ ହୋଇ ଟ୍ରାଫିକ ସମସ୍ୟା ଅଣାୟତ୍ତ […]

ପ୍ରଶାନ୍ତ କୁମାର ଦାସ(ବାଲିଆପାଳ): ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ପ୍ରତାପପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବାଲିଆପାଳ ବ୍ଲକ ର ବିଭିନ୍ନ ଅଂଚଳରୁ ବିଭିନ୍ନ ପ୍ରକାରର ରୋଗୀ ମେଳାରେ ନାମ ପଞ୍ଜିକରଣ କରୀ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସିତ ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ରୋଗୀଙ୍କୁ ମାଗଣା ଔଷଧ ବିତରଣ କରିବେ ବୋଲି କହିଥିଲେ କିନ୍ତୁ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଥାନା ଅର୍ନ୍ତଗତ ଭୂଇଁବୃତ୍ତି ପଂଚାୟତ ଗରିପୁର ଗାଁରେ ଗତ କାଲି ପ୍ରାୟ ୧ଟା ସମୟରେ ଜଣେ ଶିଶୁ ସୁଇସ ଗେଟ ନିକଟରେ ଥିବା ଏକ ଜୋରରେ ପଡି ସଂଜ୍ଞାହୀନ ହୋଇ ପଡ଼ିଥିଲେ l ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତୀ କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଶିଶୁ ଜଣକ ହେଉଛନ୍ତି ଶ୍ୟାମ ସୁନ୍ଦର ଦାସଙ୍କ ପୁଅ […]

ଶ୍ରୀଚରଣ ନାଏକ(ନୂଆଦିଲ୍ଲୀ): ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ ଲେଖକ ହୋଇଛନ୍ତି। ତାଙ୍କର ଉପନ୍ୟାସ ‘ରିତ ସମାଦୀ’ ପାଇଁ ତାଙ୍କୁ ସମ୍ମାନଜନକ ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ପ୍ରଦାନ କରାଯାଇଛି | ଏହା ସହିତ, ଏହା ହେଉଛି ପ୍ରଥମ ହିନ୍ଦୀ ଉପନ୍ୟାସ ଯାହାକି ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ଲାଭ କରିଛି | ଗୀତାଞ୍ଜଳିଙ୍କ ଏହି ଉପନ୍ୟାସ ମୂଳତ ହିନ୍ଦୀ ଟାଇଟଲ୍ ‘ରିତ ସମାଦୀ’ ନାଁ […]

ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି): ବରଗଡ଼ ଜିଲ୍ଲା ଅତାବିରା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ୨୪ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇ ଯାଇଛି।ଏହି ଅବସରରେ ଗ୍ରାମର ପାର୍ବତୀ ମନ୍ଦିର ପୋଖରୀ ତୁଠରେ ପାରମ୍ପରିକ ରୀତନୀତି ରେ ପୂଜାର୍ଚ୍ଚନା ପୂର୍ବକ ବର୍ଦ୍ଧନି କଳସ ସହ ମହିଳା ଭକ୍ତ ମାନେ କଳସ ମୁଣ୍ଡାଇ ନଗର ପରିକ୍ରମା କରି ଯଜ୍ଞ ମଣ୍ଡପ କୁ ପହଞ୍ଚିବା ପରେ ନାମଯଜ୍ଞ ଆରମ୍ଭ ହୋଇଥଲା। କର୍ତ୍ତା ଆସନ ରେ ଗ୍ରାମର […]

NEET SS ପରୀକ୍ଷା ୨୦୨୨ : ନ୍ୟାସନାଲ ବୋର୍ଡ ଅଫ୍ ମେଡିକାଲ ସାଇନ୍ସ (NBEMS) NEET SS ପରୀକ୍ଷା ୨୦୨୨ ର ତାରିଖ ପୁନଃ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି | ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ-ସୁପର ସ୍ପେସିଆଲିଟି ପାଇଁ ନୂତନ ତାରିଖ ରିଲିଜ୍ ପରେ NBEMS ର ଅଫିସିଆଲ୍ ୱେବସାଇଟରେ ଯାଞ୍ଚ କରାଯାଇପାରିବ | ଅଫିସିଆଲ୍ ୱେବସାଇଟ୍ natboard.edu.in ରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି […]

ଶୁଭ୍ରକାନ୍ତ ରାଉତରାୟ (ଭଦ୍ରକ):୨୬/୫ -ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ […]

ଶୁଭ୍ରକାନ୍ତ ରାଉତରାୟ(ଭଦ୍ରକ):ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବ୍ଳକ ଅଧିନସ୍ଥ ସାହାଡ଼ା ପଂଚାୟତ ସମିଆ ଗାଁ ର ଖଣ୍ଡାସାହି ରେ ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ୮ ବଖରା ପୋଡ଼ି ପାଇଁସ ହୋଇଯାଇଛି| ଅଗ୍ନିକାଣ୍ଡରେ ଉପେନ୍ଦ୍ର ବେହେରା,ସନାତନ ବେହେରା,ଅମୁଲ୍ୟ ବେହେରା, ଅଭୟ ବେହେରା ଙ୍କ ଘର ଜଳି ଯାଇଥିବା ସୂଚନା ମିଳିଛି, ଖବର ଯିବା ପରେ ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିବା ସୂଚନା ମିଳିଛି|ଆଜି ସକାଳୁ […]

ବାସ୍ତବବ୍ୟୁରୋ:୨୦୨୪ ରେ ହେବାକୁ ଯାଉଛି ଲୋକସଭା ନିର୍ବାଚନ,ଭାରତୀୟ ଜନତା ପାର୍ଟି ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। ପ୍ରସ୍ତୁତ କରିଛି ୧୪୪ ଫର୍ମୁଲା |ବିଜେପିର ଲକ୍ଷ ହେଉଛି ୧୪୪ ଲୋକସଭା ଆସନରେ ନିଜର ଉପସ୍ଥିତିକୁ ମଜବୁତ କରିବା ଯେଉଁଠାରେ ୨୦୧୯ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା | ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏହି ଯୋଜନା ଉପରେ ଏକ ଉପସ୍ଥାପନା କରିଛନ୍ତି |ଯେଉଁଥିରେ କେନ୍ଦ୍ର ମନ୍ତ୍ରୀମାନଙ୍କ ପାଇଁ […]

ମନୋଜ ମହାନ୍ତି(ଭୁବନେଶ୍ବର) :ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ଅନୁଯାଇ, ମେ’ ୩୦ ଯାଏ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ଲାଗି ରହିବ। ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପବନ ହେବାର ସମ୍ଭାବନା । ବଜ୍ରପାତର ସମ୍ଭାବନା ଅଧିକ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ […]

Pin It on Pinterest