ପ୍ରମୋଦ ନାୟକ(ଭୁବନେଶ୍ୱର)୦୩।୦୮: ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ । ଡ୍ରପ ଆଉଟ୍ ରୋକିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ ନିଆଯାଉଛି ।ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜାନ ଦାଶ । ସେ ଆହୁରୀ ଏକ ସୂଚନା ଦେଇଛନ୍ତି କି, ଯେଉଁ ବ୍ଲକ୍ ରେ ପ୍ଲସ ଟୁ କଲେଜ୍ ନାହିଁ ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ। ମାଟ୍ରିକ ପାସ ପରେ ପାଖରେ […]

ଯେତେବେଳେ ଆମେ କୌଣସି ରାଜପଥରେ ଯିବାବେଳେ ଟୋଲ ପ୍ଲାଜାରେ ଆମକୁ ଲମ୍ବା ଲାଇନର ସାମ୍ନା କରିବାକୁ ପଡି ଥାଏ | କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ FASTag ଆସିଛି | ତଥାପି, ଟୋଲ ପ୍ଲାଜାରେ ଲମ୍ବା ଲାଇନ | ଏହିସବୁ ଅସୁବିଧାକୁ ନଜରେ ରଖି ବଦଳିବା କୁ ଯାଉଛି ଅଧିକ ଉଚ୍ଚ-ବୈଷୟିକ ଜ୍ଞାନକୌଶଳ କୁ ନେଇ, ANPR ସିଷ୍ଟମ, (ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର୍) ର ଭୂମିକା କାର୍ଯ୍ୟକାରୀ […]

ମନୋଜ ମହାନ୍ତି(ଭୁବନେଶ୍ୱର):ଆଜିଠାରୁ ଭୋଟର ପରିଚୟପତ୍ରରେ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ପ୍ରକ୍ରିୟା ଅଫଲାଇନ୍ ସହ ଅନଲାଇନରେ ବି ଆବେଦନ କରିହେବ । ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଥିବା ଫର୍ମରେ ସଂଶୋଧନ ହୋଇଛି । ନୂଆ ନିୟମ ଅନୁଯାୟୀ, ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି । ଭୋଟର ତାଲିକାରେ ନୂତନ ଭାବେ ନାମ ପଞ୍ଜୀକରଣ ନିମନ୍ତେ […]

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା CAA ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ବିରୋଧୀଦଳର ନେତା ସୁଭେନ୍ଦୁ ଆଦିକାରୀଙ୍କୁ ଭେଟିବା ପରେ ଶାହା ଅବୈଧ ପ୍ରବାସୀମାନଙ୍କ ସହ ଆଇନ କାର୍ଯ୍ୟକାରୀ ହେବାର ସମୟସୀମା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ ଟୀକାକରଣ ଅଭିଯାନ ଶେଷ ହେବା ପରେ ନାଗରିକତ୍ୱ (ସଂଶୋଧନ) ଆଇନ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ […]

ପ୍ରମୋଦ ନାୟକ(ଭୁବନେଶ୍ବର):ରାଜ୍ୟ ସରକାରଙ୍କ ସୂଚନା ଅନୁଯାଇ, ଆଇପିଏସ୍‌ ଓ ଓପିଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସ୍‌ପିଙ୍କୁ ବଦଳି ହୋଇଛି। ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍‌ପି ଭାବେ ନିଯୁକ୍ତି ମିଳିଛି। କ୍ରାଇମ୍ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ସେହିପରି ଚିତ୍ତ ରଞ୍ଜନ ସାମନ୍ତ ହେଲେ କମ୍ପ୍ୟୁଟର ଏସ୍‌ପି (ଭୁବନେଶ୍ବର)। ପଦୋନ୍ନତି ମିଳିବା ପରେ ସୁଦାମ ସାହୁଙ୍କୁ କଟକ-ଭୁବନେଶ୍ୱର […]

ସଞ୍ଜୟ ଶତପଥୀ(କଟକ)୦୨/୦୮: ଓଟିଏମ୍ ପୂର୍ବ କର୍ମଚାରୀଙ୍କ ଦୁଃଖ ବୁଜିଲେ ସରକାର । ପେଟ ବିକଳରେ ସବୁସାରି ସରିଯିବାକୁ ବସିଥିବାବେଳେ,ବକେୟା ଅର୍ଥ ପ୍ରଦାନ କରିବେ ସରକାର ।ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଅବଗତ କରିଛନ୍ତି ରାଜ୍ୟ ସରକାର ।ପୂର୍ବରୁ ୩୫ କୋଟିର ଅର୍ଥରାଶି ଦିଆସରିଥିବା ବେଳେ,ଦେୟ ବାବଦରେ ଆଉ ୧୫୦ କୋଟି ଟଙ୍କା ଦେବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି । ବକେୟା ଅର୍ଥର ହିସାବ କରିବାକୁ ନିଯୁକ୍ତ ହେବେ ଚାର୍ତାର୍ଡ ଆକାଉଣ୍ଟାଣ୍ଟ […]

ଡ଼.ନବକିଶୋର ମିଶ୍ର ଯାହାଙ୍କ ରାଶିରେ କାଳସର୍ପ ଯୋଗ ଅଛି, ତାଙ୍କୁ ତାଙ୍କ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ | ଏହି ଯୋଗର ଅପ୍ରୀତିକର ପ୍ରଭାବକୁ ଏଡାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପ୍ରତିକାର ମଧ୍ୟ କୁହାଯାଇଛି | ଯଦି ନାଗପଞ୍ଚାମିରେ ଏହି ପ୍ରତିକାର କରାଯାଏ ତେବେ ଏହା ଆହୁରି ଶୁଭ ହୋଇଯାଏ | ଏଥର ନାଗପଞ୍ଚାମି ୨୦୨୨ ମଙ୍ଗଳବାର, ଅଗଷ୍ଟ ୨ ରେ ପଡୁଛି | କାଳସର୍ପ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଚାନ୍ଦବାଲିରୁ ଭିତର କନିକା ଯାତ୍ରା ପାଇଁ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟକୁ ଆଜି ଉଦ୍‌ଘାଟାନ କରିଛନ୍ତି ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ଏସିଏଫ ଶ୍ୟାମା ଭାରତୀ । ଚାନ୍ଦବାଲି ଏଣ୍ଟ୍ରିପଏଣ୍ଟ ରେ ଉନ୍ନତିମୂଳକ କାର୍ଯ୍ୟ ପରେ ପର୍ଯ୍ୟଟକ ମାନେ ସୁବିଧାରେ ଚାନ୍ଦବାରୁ ଭିତରକନିକା ଯାତ୍ରା ପାଇଁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି, ଏଥିସହ ଚାନ୍ଦବାଲିରୁ ନଦୀ ମଧ୍ୟରେ ୧୭ କ.ମି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି, ଚାଷୀ ଜଣକ ବିଲରେ ଚାଷ କାମ କରୁଥିବା ବେଳେ ହୋଇଥିଲା ହୋଇଥିଲେ ବଜ୍ରାଘାତ ଶିକାର, ଗ୍ରାମବାସୀ ଚାଷୀଙ୍କୁ ବିଲରୁ ଉଦ୍ଧାର କରି 108ଗାଡିରେ ଆଣି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି, ବଜ୍ରାଘାତରେ ଚାଷୀଙ୍କ ଦେହରେ 50 ଭାଗ ପୋଡି ଯାଇଛି l ମୃତ ଚାଷୀ ହେଉଛନ୍ତି ମୌସୁଧା ପଂଚାୟତ ଗଉଡ଼ୁଣୀ ପୋଖରୀ ଗାଁର […]

ଏସ.ବାସ୍ତବ:ପାତ୍ର ଚାଲ୍ ଜମି ସ୍କାମ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମସ୍ୟା ବଢିବାରେ ଲାଗିଛି। ପ୍ରକାଶ ଯେ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ରବିବାର ରାଉତଙ୍କ ବାସଭବନରେ ଚଢ଼ାଉ କରିଥିଲା। ସେହି ସମୟରେ ତାଙ୍କ ଘରୁ ୧୧ .୫୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହାପୂର୍ବରୁ ମଧ୍ୟ ଇଡି ରାଉତଙ୍କୁ ଅନେକ ଥର ସମନ ଜାରି କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, […]

Pin It on Pinterest