ଶ୍ରୀମନ୍ତ ବାସ୍ତବ: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଗିରିଶ ମୁର୍ମୁଙ୍କୁ ଭାରତର ନିୟନ୍ତ୍ରକ ଏବଂମହାଲେଖ ପରୀକ୍ଷକ (CAG) କରାଯିବା ପରେ,ସେହି ଜିଲ୍ଲାରୁ ଦ୍ରୌପଦୀ ମୁର୍ମୁଂକୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ କରାଯାଇଛି। ଏହି ଜିଲ୍ଲା ପାଇଁ ଏହା ଏକ ଡବଲ ଉପହାର | ଫୋନ୍ ମାଧ୍ୟମରେ ଆମ ପ୍ରତିନିଧିଙ୍କୁ କଥାବାର୍ତ୍ତା କରି ମୁର୍ମୁ କହିଛନ୍ତି ଯେ ତାଙ୍କ ପ୍ରାର୍ଥୀତା ବିଷୟରେ ଜାଣି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଏହାକୁ ସେ ବିଶ୍ୱାସ […]

ମନୋଜ ମହାନ୍ତି:ଆଜି(ମଙ୍ଗଳବାର) ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଏନ୍‌ଡିଏ ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରିଛନ୍ତି। ଆଜି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେପିର ସଂସଦୀୟ ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, […]

ପ୍ରମୋଦ ନାୟକ(ଭୁବନେଶ୍ବର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଇଟାଲୀରେ ପହଞ୍ଚିବା ପରେ ଆଜି ନିଜ ଗସ୍ତର ପ୍ରଥମ ଦିନରେ ରୋମ ସହର ବୁଲି ଦେଖିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି । ରୋମ ଗସ୍ତ ଆରମ୍ଭ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମ ଜାତିର ପିତା ମହାତ୍ମା […]

ନୂଆପଡା, ୨୧/୦୬: ମାଓବାଦୀଙ୍କ ବର୍ବରତା ଚରମ ସୀମାରେ ପହଂଚିଛି । ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟିଛି ।ଏଥିରେ ୩ ଜଣ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ପାଟଦର୍ହା ଜଙ୍ଗଲ ଭିତରେ ହେଉଥିବା CRPF କ୍ୟାମ୍ପକୁ ବିରୋଧ କରିଆସୁଥିଲେ ମାଓବାଦୀ । ଯାହାକୁ ନେଇ ହିଂସା ପରାୟଣ ହୋଇ ଆଜି ଏପରି କାଣ୍ଡ ଘଟାଇଛନ୍ତି ।ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ, […]

ମନୋଜ ମହାନ୍ତି : ୨୧ ଜୁନ୍ ୧୯୭୫, ଏହା କ୍ରିକେଟ୍ ପ୍ରେମୀଙ୍କ ମନରେ ସର୍ବଦା ରହିବ | ୪୭ ବର୍ଷ ପୂର୍ବେ ଏହି ଦିନ, ODI କ୍ରିକେଟ୍ ଇତିହାସରେ ବିଶ୍ୱ ପ୍ରଥମ ବିଶ୍ୱ ଚାମ୍ପିଅନ୍ ଦୁନିଆକୁ ମିଳିଥିଲା | ଅନ୍ତିମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଅଷ୍ଟ୍ରେଲିଆକୁ ୧୭ ରନ୍ ରେ ପରାସ୍ତ କରି ଟାଇଟଲ୍ ହାସଲ କରିଥିଲା | କ୍ଲିଭ ଓଲିଉଡର ଅଧିନାୟକତ୍ୱରେ ୱିଣ୍ଡିଜ୍ ଦଳ ପ୍ରଥମ ODI ବିଶ୍ୱକପ୍ ଟ୍ରଫି […]

ନୂଆଦିଲ୍ଲୀ:ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ସ୍ଥିର କରିବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ବିଜେପି ସଂସଦୀୟ ବୋର୍ଡର ଏକ ଅନୁଷ୍ଠିତ ହେବ। ଏହି ସହିତ ଦଳର ନେତୃତ୍ୱ ସମସ୍ତ ଏନଡିଏ ସହଯୋଗୀଙ୍କ ସହ ପ୍ରାର୍ଥୀଙ୍କ ନାମ ଉପରେ ମଧ୍ୟ ଆଲୋଚନା କରିବେ। ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଜୁନ୍ ୨୯ | ରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ବିଭିନ୍ନ ଦଳ ସହ ଆଲୋଚନା କରିବା ପାଇଁ […]

ବାସ୍ତବବ୍ୟୁରୋ:ରାଷ୍ଟ୍ରପତି ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ଜୁନ୍ ୨୧ ରେ ତୃଣମୂଳ ମୁଖ୍ୟ ମମତା ବାନାର୍ଜୀ ବିରୋଧୀ ସଭାରେ ଯୋଗଦେବା ସମ୍ଭବ ନୁହେଁ। ଏହା ବଦଳରେ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏହି ସଭାରେ ଯୋଗ ଦେଇ ପାରିବେ। ଉପନିର୍ବାଚନ ପୂର୍ବରୁ ଅଭିଷେକ ବାନାର୍ଜୀ ସୋମବାର ତ୍ରିପୁରାରେ ଏକ ଦିନିଆ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସନ୍ଧ୍ୟାରେ ଏକ ସାଧାରଣ ସଭା ମଧ୍ୟ ହେବ। ରିପୋର୍ଟ ଅନୁଯାୟୀ, ସେ […]

ଶ୍ରୀମନ୍ତ ବାସ୍ତବ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୪୪ ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ। ଦୁନିଆର ସବୁଠୁ ବଡ ଶତରଂଜ ଅଲିମ୍ପିଆଡର ୪୪ ତମ ସଂସ୍କରଣ ଚେନ୍ନାଇ ନିକଟ ମହାବାଲିପୁରମରେ ଜୁଲାଇ ୨୮ ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ଆନ୍ତର୍ଜାତୀୟ ଚେସ ସଂସ୍ଥା […]

ଭୁବନେଶ୍ୱର, ୧୯/୦୬: ମୌସୁମୀ ଅଗ୍ରସର ପାଇଁ ବାର୍ତା ଦେଉଛି ପ୍ରାକ-ମୌସୁମୀ ବର୍ଷା ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାଇ ଆଜିଠାରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ୭ ରୁ ୧୧ ସେମି ଓ ଆଉ କିଛି ସ୍ଥାନରେ ୧୧ ରୁ ୨୦ ସେମି ବର୍ଷା ସମ୍ଭାବନା ରହିଛି । ତେବେ ଆଗାମୀ ୨୪ […]

ନବୀନ ଦାଶ(ବରଗଡ଼):ବରଗଡ଼ ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ,ହେଲେ ବରଗଡ଼ ଜିଲ୍ଲାରେ ଏବେ ପାଣି ସଙ୍କଟ।ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧୋକା ଦେଉଛି ବର୍ଷା, ବରଗଡ଼ ଜିଲ୍ଲାର ପଂଜିକୃତ ଚାଷୀ ସଂଖ୍ୟା ୧,୩୪,୫୯୧। ଅର୍ଥାତ ରାଜ୍ୟର ୧୦ ପ୍ରତିଶତ ଚାଷୀ କେବଳ ବରଗଡ଼ ଜିଲ୍ଲାର। ଜିଲ୍ଲାର ୧୨ଟି ବ୍ଲକ ମଧ୍ୟରୁ ୯ଟି ବ୍ଲକ୍‌ ଅଣ‌ଜଳସେଚିତ। ଅଣଜଳସେଚିତ ବ୍ଲକ୍‌ ର ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି କୃଷି […]

Pin It on Pinterest