ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭାରତର ସ୍ବାଧ୍ଵତାରର ୭୫ ବର୍ଷକୁ ‘ଆଜାଦିର ଅମୃତ ମହୋତ୍ସବ’ ଭାବେ ପାଳନ କରାଯାଇଛି, ଏହି ପରିପ୍ରେକ୍ଷିରେ ଶକ୍ତି ମନ୍ତ୍ରାଳୟ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗୁଡ଼, ଓପିଟିସିଏଲ ଏବଂ ଟିପିନଓଡ଼ିଏଲର ମିଳିତ ଭାବେ ଚାନ୍ଦବାଲି ବିଜୁସ୍ମୃତି ଭବନରେ ବିଜୁଳି ମହୋତ୍ସବ ଆୟୋଜନ କରାଯାଇଛି । ଏହି ବିଜୁଳି ମହୋତ୍ସବରେ ବିଶେଷ ଅତିଥ୍‌ ଭାବେ ବିଜୁଳି ବିଭାଗର ଏସି ଶ୍ରୀକାନ୍ତ କୁମାର ପାଣି, ଚାନ୍ଦବାଲି ତହସିଲଦାର, […]

ସଞ୍ଜୟ ଶତପଥୀ(କଟକ):କଂଗ୍ରେସ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଙ୍କ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦି ମୁର୍ମୁଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ-ସେ ରାଷ୍ଟ୍ରପତି ନୁହନ୍ତି,ରାଷ୍ଟ୍ରପତ୍ନୀ, ବିରୋଧରେ ୨୮ଜୁଲାଇ ସନ୍ଧ୍ୟା ୫ଘଟିକାରେ କଟକନଗର ଭାଜପା ତରଫରୁ କଲେଜଛକ ସୁବାଷ ବୋଷ ମୂର୍ତ୍ତି ନିକଟରେ ପ୍ରତିବାଦ ସଭା ଓ ତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭାରେ ବକ୍ତାମାନେ କଂଗ୍ରେସ […]

ଭୁବନେଶ୍ୱର: ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏ. ଜି ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ହୋଇଯାଇଅଛି l ବରିଷ୍ଠ ଉପ -ମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଶ୍ରୀ ଅନନ୍ତ କିଶୋର ବେହେରା ଯୋଗଦେଇ ଏ. ଜି କାର୍ଯ୍ୟାଳୟରେ ପେନସନ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଛାତ୍ରୀଙ୍କୁ ଅସାଦାଚରଣ କରିବା ଘଟଣା ମହଙ୍ଗା ପଡ଼ିଲା ସଂପୃକ୍ତ ଶିକ୍ଷକଙ୍କୁ,ଶିକ୍ଷାବିଭାଗ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ ଲନିମ୍ବନ କଲା ଶିକ୍ଷା ବିଭାଗ । ଚାନ୍ଦବାଲି ବ୍ଲକ ଶିକ୍ଷାଧୂରୀ ଅଧନ ଗୁଆଁଳ ଭାବେଶ୍ୱରନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଜଣକ ଅସାଦାଚରଣ କରିବା ଘଟଣାରେ ଗ୍ରାମବାସୀ ଶିକ୍ଷକ ଜଣଙ୍କୁଦିବାଲୋକରେ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଏହି ଘଟଣା ଚାନ୍ଦବାଲି ବ୍ଲକ ଶିକ୍ଷା ବିଭାଗର […]

ଭୁବନେଶ୍ୱର, ୨୮/୦୭:ଅକ୍ଟୋବର ୧୬ ତାରିଖରେ, ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍‌ ପରୀକ୍ଷା ପାଇଁ ଘୋଷଣା । ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ । ଅକ୍ଟୋବର ୧୬ ରବିବାର ଦିନ ଏହି ପରୀକ୍ଷା ହେବା ସହ ପରୀକ୍ଷା ସଂପର୍କୀୟ ସବିଶେଷ ବିବରଣୀ ଓପିଏସ୍‌ସି ୱେବ୍‌ସାଇଟ୍‌ରୁ ମିଳିପାରିବ ବୋଲି କୁହାଯାଇଛି । […]

ଏସ.ବାସ୍ତବ:ଚଳିତ ବର୍ଷ, MBES ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା NEET ର ଫଳାଫଳ ଅଗଷ୍ଟ ୧୬ -୧୭ ସୁଦ୍ଧା ବାହାରିବ ବୋଲି ଆଶା କରାଯାଉଛି | ଏହା ପରେ କାଉନସେଲିଂ ରାଉଣ୍ଡ ଆରମ୍ଭ ହେବ, ଯାହା ପାଇଁ ଆପଣଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆବଶ୍ୟକ | NEET ପରୀକ୍ଷାରେ ଯୋଗ୍ୟତା ହାସଲ କରିବା ପରେ ଛାତ୍ରଙ୍କୁ ଆଡମିଶନ ନେବାକୁ ମେଡିକାଲ ଆଡମିଶନ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେବାକୁ ପଡିବ | […]

ରାକେଶ ମହାନ୍ତି(କେନ୍ଦ୍ରାପଡା):୨୭-୦୭-ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ଚେର ମାଡ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ସଞ୍ଜୀବ ସିଂ । ବଦଳି ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସଞ୍ଜୀବଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଏହା ପରେ କେନ୍ଦ୍ରାପଡ଼ା […]

ଏସ୍.ବାସ୍ତବ ୨୭।୦୭ : ମନ୍ମଥ ଅଙ୍କଲଙ୍କ କଥା ମାନିଲେକି ବାବୁସାନ ? ପ୍ରକୃତି ଫେରିବାର ଗୋଟିଏ ଦିନ ପରେ ପିଫରି ଆସିଛନ୍ତି ବାବୁ ।ଗତ କାଲି ମନମତ୍ତହ ମିଶ୍ର ଏକ ଟିଭି ଚ୍ୟାନେଲ କୁ ଫୋନ ଯୋଗେ ଦେଇ ଥିବା ସାକ୍ଷାତକାରରେ ବାରମ୍ବାର କହିବାର ଶୁଣାଯାଇଥିଲା,”ବାବୁ ତମେ ତୁମ ବାପାମାଙ୍କ ପାଖକୁ ଫେରିଯାଅ ବୋଲି ମୁ ବାବୁଙ୍କୁ କହିଛି “।ପରି ଶେଷରେ ଅଙ୍କଲଙ୍କ କଥା ମାନିଛନ୍ତି ବାବୁସାନ । ଚେନ୍ନାଇରୁ […]

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଏଲ ଆଣ୍ଡ ଟି କଂପାନୀକୁ ନେଇ ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ । ପ୍ରଶ୍ନକାଳରେ ହଟ୍ଟଗୋଳ ପରେ ଶୁନ୍ୟକାଳରେ ମୁଲତବୀ ନୋଟିସ ଗ୍ରହଣ ନ ହେବାକୁ ନେଇ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ସରକାରୀ ସମ୍ପତ୍ତିକୁ ଏଲଆଣ୍ଡଟି କମ୍ପାନି ବ୍ୟାଜ୍ୟାପ୍ତି କରିବା ସହ ବକେୟା ଥିବା ୨୦ କୋଟି ଟଙ୍କା ୧୨୦ କୋଟିରେ ପହଞ୍ଚିବା ପ୍ରସଙ୍ଗରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ […]

ପ୍ରମୋଦ ନାୟକ(ଭୁବନେଶ୍ୱର):ରାଜ୍ୟ ସରକାର ୧୧ ଜଣ ଓଏଏସଙ୍କୁ ବଦଳି କରିଛନ୍ତି। ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଥିବା ରିନା ରାଉତଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଇନ୍ଦ୍ରମଣି ନାୟକଙ୍କୁ ପିଡି , ଡିଆରଡିଏ ବିଭାଗରୁ କଟକର ଅତିରିକ୍ତ କମିଶନର ଭାବେ ବଦଳି , ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ବଲାଙ୍ଗୀରରୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ […]

Pin It on Pinterest