ଏସ.ବାସ୍ତବ: ଦେଶର ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଭବନ ଛାଡିଛନ୍ତି। ଦୌପ୍ରଦୀ ମୁର୍ମୁ ତାଙ୍କ ସ୍ଥାନରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ରାମ ନାଥ କୋବିନ୍ଦ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ପିଏମ ମୋଦୀଙ୍କ ଦ୍ୱାରା ଲିଖିତ ଏକ ଚିଠି ସେୟାର କରିଛନ୍ତି। ଏହି ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଥିବାବେଳେ ପୂର୍ବତନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳକୁ […]
ଏସ.ବାସ୍ତବ:ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ୨୧ ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ ଅଧୀନରେ ରଖାଯିବ | ଯଦି ମଝିରେ ମଝିରେ ସେମାନେ ଲକ୍ଷଣ ଦେଖନ୍ତି, ତେବେ ସେହି ଆଧାରରେ ସେମାନଙ୍କୁ ଚିକିତ୍ସା କରାଯିବ | ମଙ୍କିପକ୍ସ ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉପରୋକ୍ତ ନିର୍ଦ୍ଦେଶାବଳୀ ଜାରି କରିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ରୋଗୀକୁ ଡାକ୍ତରଖାନାକୁ ଆଣିବା ଏବଂ ପରିବହନ ପାଇଁ PPE ବ୍ୟବହାର କରାଯିବା ଉଚିତ୍ | ରୋଗୀର ଚର୍ମ ଦାଗ […]
ବ୍ରହ୍ମପୁର: ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗଆଦିର ପରୀକ୍ଷା କରି ଚିକିତ୍ସା, ପରlମର୍ଶ ଓ ଔଷଧ ବିତରଣ କରିଥିଲେ l ଭୂତାଣୁ ନିରାକରଣ ପାଇଁ ଇମ୍ୟୁନିଟି ବଢାଇବା, ସାମାଜିକ ଦୂରତା,ମୁଖା ପରିଧାନ ଓ ପ୍ରତିଜୀବି ଚିକିତ୍ସା […]
ବରଗଡ଼ :(ବାସ୍ତବ ଟିଭି ନବୀନ ଦାଶ): ବରଗଡ ଜିଲ୍ଲା ଥୁଆପାଲି ର ସ୍ଵର୍ଗତ ଗୌରୀଶଙ୍କର ଦାସ ଙ୍କ ଧର୍ମପତ୍ନୀ ପ୍ରଭାବତୀ ଦାସ ୯୦ ବର୍ଷ ବୟସ ରେ ଦେହାନ୍ତ ହୋଇଯାଇଛି।ସେ ଜଣେ ଧର୍ମ ପରାୟଣ,ସମାଜ ସେବୀ ତଥା ପରୋ ପକାରୀ ଥିଲେ।ତାଙ୍କ ଦେହାନ୍ତ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କର ଅନ୍ତିମ ଦର୍ଶନ ରେ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ ସାମିଲ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରି […]
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାଵିରା ବ୍ଲକ ଅଧିନସ୍ଥ ଜାଙ୍ଗେଡ ଗ୍ରାମ ପଞ୍ଚାତର ଢେମସା ଗ୍ରାମରେ ଯୁବଗୋଷ୍ଠୀ,ଗ୍ରାମବାସୀ ଓ ବନ ବିଭାଗ ର ମିଳିତ ଆନୁକୁଲ୍ୟରେ ଗ୍ରାମ ର ସରକାରୀ ଜମିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିବେଶ ସୁରକ୍ଷା,ଅସମୟ ରେ ବୃଷ୍ଟିପାତ,ଅକ୍ସିଗେନ୍ ର ଅଭାବ ଆଦି ଅନେକ ସମସ୍ୟା ଗୁଡ଼ିକୁ ଆଖି ଆଗରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଶ୍ରବଣ କୁମାର ପରିଚ୍ଛା,ଗ୍ରାମର ପଞ୍ଚାନନ ତ୍ରିପାଠୀ,ତୋଷ […]
ସଞ୍ଜୟ ଶତପଥୀ(କଟକ):ଆଜି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବ ଉପଲକ୍ଷେ କଟକନଗର ବାରବାଟୀ ନିର୍ବାଚନ ମଣ୍ଡଳୀରେ ଭାଜପା ତରଫରୁ ମର୍କତ ନଗର,ଚାନ୍ଦିନୀ ଚୌକ,ଗୌରୀଶଙ୍କର ପାର୍କ ଓ ଗଡ଼ଚଣ୍ଡୀଙ୍କ ସ୍ଥାନରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା। ବାଇମୁଣ୍ଡି ମଣ୍ଡଳରେ ସଭାପତି ଲଲାଟେନ୍ଦୁ ଦାସ,କାଠଯୋଡ଼ି ମଣ୍ଡଳ ସଭାପତି ରତନ ମହାନ୍ତି, ଗୋପାଳଜୀଉ ମଣ୍ଡଳ ସଭାପତି ଦେବାନନ୍ଦ ସିଂ ଓ ବାରବାଟି ମଣ୍ଡଳ ସଭାପତି ଶ୍ରୀମତୀ ନମିତା ମିଶ୍ର ଙ୍କ ନେତୃତ୍ୱରେ ହୋଇଥିବା […]
ଏସ.ବାସ୍ତବ:ନିର୍ବାଚିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଆଜି(ସୋମବାର) ଦିଲ୍ଲୀରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟର ଶପଥ ଗ୍ରହଣ କରିବେ, ଓଡିଶାର ତାଙ୍କ ବନ୍ଧୁ ଏବଂ ପଡ଼ୋଶୀମାନେ ବର୍ତ୍ତମାନଠାରୁ କିପରି ତାଙ୍କ ବନ୍ଧୁଙ୍କୁ ସମ୍ବୋଧିତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଗାଁର ବାସିନ୍ଦା ରାମଚନ୍ଦ୍ର ମୁର୍ମୁ କହିଛନ୍ତି ଯେ ରାଷ୍ଟ୍ରପତି ମୁର୍ମୁଙ୍କ ସହରର ସମସ୍ତେ ଅତ୍ୟନ୍ତ ଆନନ୍ଦିତ। ଯଦିଓ ସେ ନିଜେ ବୁଝିପାରୁ ନାହାଁନ୍ତି ଯେ ପରବର୍ତ୍ତୀ […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୨୪।୦୭ ଓଡ଼ିଶାରେ ରିୟା ଚକ୍ରବର୍ତୀ ସୁଶାନ୍ତ ସିଂ ରାଜପୁତର କାହାଣୀ ଦୋହରା ଜୀବନୀତ ? ନିଶା କବଳରୁ ମୁକୁଳି ପାରିବେତ ଚକଲେଟ ହିରୋ ? ଗଂଜା ,ଚାରାସ ,ଡ୍ରଗ୍ସର ଜାଲରେ ,ଓଡ଼ିଶାର ଯୁବପିଡ଼ି ଶିକାର ହେବାକୁ ଲାଗିଛନ୍ତି ।ଆଜିର କଳାକାର କିପରି ସୁଟିଂ ସେଟକୁ ନିଶା ନେଇ ଆସୁଛନ୍ତି କାଲି ସୋସିଆଲ ମିଡିଆରେ,ଜଣେ ସିନେ ନିର୍ଦେଶକ ଙ୍କ ବାଇଟ ସମସ୍ତେ ଶୁଣିଥିବେ ।ବାବୁଶାନଙ୍କ ପ୍ରସଙ୍ଗରେ ମାଆ ଅପରାଜିତ ମହାନ୍ତି […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଧାମରା ନିକଟସ୍ଥ କରଂଜମାଳ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକି ଆରୋହିଙ୍କର ମୃତ୍ୟୁ ହୋଇଛି।ଶନିବାର ଅପରାହ୍ନ ୫ଟା ସମୟରେ ଜଣେ ଅଜଣା ବାଇକି ଚାଳକ ଧାମରା ଅଭିମୁଖେ ଆସୁଥିବା ବେଳେ ଧାମରାରୁ ଯାଉଥିବା ହାଇବା ଦ୍ରୁତଗତିରେ ଯାଇ ସଂପୃକ୍ତ ବାଇକ ଆରୋହିକୁ ସାମନାରୁ ଧକା ଦେଇଥିଲା,ଘଟଣା ସ୍ଥଳରେ ବାଇକ ଆରୋହି ମୃତ୍ୟ ବରଣ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ହାଇବା ଚାଳକ ଫେରାର ହୋଇଯାଇଥିବା ପ୍ରତକ୍ଷ ଦର୍ଶୀଙ୍କ […]
ଏସ.ବାସ୍ତବ : ମେଘାଳୟର ପଶ୍ଚିମ ଗାରୋ ହିଲ ଜିଲ୍ଲାରେ ଜଣେ ବିଜେପି ନେତାଙ୍କ ରିସର୍ଟ ଉପରେ ପୋଲିସର ଚଢ଼ାଉ ବେଳେ ଏକ ବେଶ୍ୟାଳୟ ଖୋଲି ଏହି ରିସୋର୍ଟରେ କାର୍ଯ୍ୟ କରାଯାଉଛି ବୋଲି ପୋଲିସ ଅଧିକାରୀ ଦାବି କରିଛନ୍ତି। ଏହି ଆକ୍ରମଣରେ ପୋଲିସ ଟିମ୍ ୬ ଜଣ ଶିଶୁଙ୍କୁ ଉଦ୍ଧାର କରିବା ସହ ୭୩ ଜଣଙ୍କୁ ଗିରଫ କରିଛି। ଏଥି ସହ ଅଭିଯୁକ୍ତଙ୍କୁ ବିଜେପିର ରାଜ୍ୟ ଉପାଧ୍ୟକ୍ଷ ଆତ୍ମା ଗୋପନ କରିଥିବା […]


