ନବୀନ ଦାଶ(ବାଶଗଡ଼):ବରଗଡ଼ ଜିଲ୍ଲା କୃଷି ବିଭାଗ ଅଧିନସ୍ଥ ଅତାବିରା ବ୍ଲକ ଅନ୍ତର୍ଗତ କୁଳୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜୁନ ୭ତାରିଖ ମଙ୍ଗଳ ବାର ଦିନ ୧୦ଘଣ୍ଟା ସମୟରେ ପରିବେଶ ଦିବସ ଅବସରରେ ଦୁଇ/ଚାରିଟା ଆମ୍ବ ଓ ପିଜୁଳି ଗଛ ଲଗାଇ ଦେଇ ଚାଷୀ ତଥା ଅଙ୍ଗନ୍ ବାଡି ପିଲାଙ୍କୁ ନେଇ ଏଫ୍.ଏମ୍.ସି ନାମକ ଏକ ଘରୋଇ କୀଟନାଶକ କମ୍ପାନୀ ର କର୍ମଚାରୀ ନିଜ କମ୍ପାନୀ ଦ୍ଵାରା ପ୍ରସ୍ତୁତ କୀଟ ନାଶକ […]

ପ୍ରମୋଦ ନାୟକ(ଭୁବନେଶ୍ବର): ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋ ନାଁ ପ୍ରସ୍ତାବ କରିଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ଆଜି ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏ କଥା କହିଛନ୍ତି ।ଆଜି ବିଧାନସଭା ସଚିବଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ତାଙ୍କ ସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସମୀର […]

ବାସ୍ତବବ୍ୟୁରୋ:ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜାରି ରହିଛି କଳନାଜଳ୍ପନା,ନିର୍ବାଚନ ତାରିଖ ଘୋଷଣା ପରେ ବଢିଛି ରାଜନୈତିକ ଉସ୍ମତା । ବିଜେପି ନେତୃତ୍ୱାଧୀନ ଏନଡିଏ ଏହାର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଜୟରେ ଆତ୍ମବିଶ୍ୱାସୀ,ୱାଇଏସଆରସିପି(YSRCP )ଏବଂ ବିଜେଡି ବ୍ୟତୀତ ସହଯୋଗୀ ଜେଡିୟୁ ସହିତ କୌଣସି ବିନା ମତଭେଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ କୌଶଳ ଆରମ୍ଭ କରୁଛି। ଶୁକ୍ରବାର ଦିନ ରାଜ୍ୟସଭା ନିର୍ବାଚନ ଶେଷ ହେବା ପରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହେବ […]

ସଞ୍ଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ କଟକ କମିଶନରେଟ୍ ପୋଲିସ୍ ର ଆରକ୍ଷୀ ଉପ-ଆୟୁକ୍ତ ଶ୍ରୀ ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ ରେ ପୁରୀଘାଟ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଜିତେନ୍ କୁମାର ସେଠୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ପୁରୀଘାଟ ଥାନା ଅଂଚଳରେ ପୋଲିସ୍ ବାହିନୀ ପକ୍ଷରୁ ଶାନ୍ତି ର ବାର୍ତ୍ତା ପ୍ରଚାର କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପୁରୀଘାଟ ଥାନାର ବରିଷ୍ଠ ପୋଲିସ୍ ଅଧୀକାରୀ ଶ୍ରୀ ସମୀର ରଞ୍ଜନ […]

ପ୍ରଶାନ୍ତ କୁମାର ଦାସ(ବାଲିଆପାଳ): ବାଲିଆପାଳରେ ଘାଟୀ ଆନ୍ଦୋଳନର ୩୭ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଆଜି ବେତଗଡିଆ ପଞ୍ଚାୟତର ନହରାଛକ ଠାରେ ଉପକୂଳ ଭିଟାମାଟି ସୁରକ୍ଷା କମିଟି ତରଫରୁ ଏକ ଉତ୍ସବ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି। ସୂଚନାରୁ ପ୍ରକାଶ ୩୭ ବର୍ଷ ପୂର୍ବେ ଦକ୍ଷିଣ ବାଲିଆପାଳର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ କ୍ଷେପଣାସ୍ତ୍ର ଘାଟୀ ହେବାର ଯୋଜନା କରି ସେତେବେଳର କେନ୍ଦ୍ର ଓ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରୁ […]

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ଏମ୍‌ସ ନିକଟରେ ବ୍ରାଉନସୁଗର ବିକ୍ରି ନିମନ୍ତେ ଡିଲ କରୁଥିଲେ ଅପରାଧୀ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍(ସ୍ପେଶାଲ ଟାକ୍ସ ଫୋର୍ସ)। ଗତକାଲି ବିଳମ୍ବିତ ରାତିରେ ଏହି ଡିଲ ହେଉଥିଲା।ଗିରଫ ଅଭିଯୁକ୍ତଙ୍କ ଠାରୁ ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨.୫କୋଟି ଟଙ୍କା ହେବ।ଗିରଫ ବ୍ରାଉନ ସୁଗାର ବେପାରୀ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲିବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାର 5ଟି ଉପକ୍ରମରେ ୨ୟ ପର୍ଯ୍ୟାୟରେ ୮୦ଟି ହାଇସ୍କୁଲର ଲୋକାର୍ପଣ କରାଯାଇଛି l ଭିଡିଓ କଫେରେନସ ମାଧ୍ୟ୍ୟମରେ ଲୋକାର୍ପଣ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାର ୮୦ଟି ବିଦ୍ୟାଳୟକୁ ଲୋକାର୍ପଣ କରିଥିଲେ l ଭଦ୍ରକ ଜିଲ୍ଲାର ଏହି ଜିଲ୍ଲା ସ୍ଥରୀୟ କାର୍ଯ୍ୟକ୍ରମରେ ଚାନ୍ଦବାଲି ବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାର ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ […]

ସଞ୍ଜୟ ଶତପଥୀ(କଟକ):କଟକର ଅଭିନବ ବିଡାନାସୀ କଟକର ୧୩ ନମ୍ବର ସେକ୍ଟରରେ ଜମି ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବା ଲାଗି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ତରଫରୁ ଏକ ଦାବୀ ପତ୍ର ମହାସଂଘ ର ରାଜ୍ଯ ପ୍ରଭାରୀ ତଥା କଟକର ଜଣାଶୁଣା ସମାଜସେବୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ମହାନିର୍ଦ୍ଦେଶକ, ଦୁର୍ନୀତି ନିବାରଣ ବିଭାଗ ଙ୍କୁ ପ୍ରଦାନ କରାଯାଇଛ। ବିଶ୍ବସ୍ତ ସୂତ୍ର ରୁ ପ୍ରକାଶ ଯେ ଅଭିନବ ବିଡାନାସୀ କଟକର ୧୩ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ମଇ ୨୯ ତାରିଖ ୨୦୨୨ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିଶୁଶ୍ରମ ବିରୋଧରେ ଏକ ପଦଯାତ୍ରା ସ୍ଥାନୀୟ ରାମମନ୍ଦିର ଛକରୁ ମାଷ୍ଟରକାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ପଦଯାତ୍ରାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ବିଶିଷ୍ଟ ସିନେତାରକାଙ୍କ ସହିତ କର୍ମକର୍ତ୍ତା ମଧ୍ୟ ସାମିଲ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ଅଗ୍ନିଙ୍କୁ ସାକ୍ଷୀରଖି ପତ୍ନୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଜ୍ଞା କରି ବିବାହ କରିଥିଲେ ସରୋଜ କୁମାର ଦାସ। ହେଲେ ନିଶା ଖାଇବାକୁ ଟଙ୍କା ନଦେବାରୁ ସୋଶାଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଦେଲା ସରୋଜ ।ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ସରୋଜକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। […]

Pin It on Pinterest