ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକରେ ଆଜି ସର୍ବ ଭାରତୀୟ ଡ଼ିଲରର୍ସ ଫେଡ଼େରେସନ ନିର୍ଦେଶରେ ଓଡ଼ିଶା ରିଟେଲର ମହାସଂଘ ଚାନ୍ଦବାଲି ସାଖା ପକ୍ଷରୁ ସଂଘ ପକ୍ଷରୁ ୮ ଗୋଟି ଦାବି ନେଇ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ର ସହ ରାଜ୍ୟ ଖାଉଟି ଯୋଗାଣ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ପିଡ଼ିଏସ ସାମଗ୍ରୀ ସଠିକ ପରିଚାଳନ କରିବା ପରେ ମଧ୍ୟ ସରକାର ରିଟେଲର ମାନଙ୍କୁ ଅଣଦେଖା କରିବା ସହ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତା ଶଗଡିଆ ନିକଟରେ ଏକ ପିକପ ଭ୍ୟାନ ଧକ୍କାରେ ଦୁଇଟି ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ଏକ ବୋଲେରୋ ଗାଡି ଧକ୍କାରେ ମଧ୍ୟ୍ୟ ଗୋଟିଏ ଗୋରୁ ମୃତ ହୋଇଥିଲା , ଏହାର ପ୍ରତିବାଦରେ ସ୍ଥାନୀୟବାସୀଙ୍କ ପକ୍ଷରୁ ରାସ୍ତାରୋକ ସହ ଚାଳକକୁ ମାଡ ମାରିଥିଲେ l ସ୍ଥାନୀୟବାସୀ ମୁଖ୍ୟ ରାସ୍ତାରେ ଭାରିଜାନ ବନ୍ଦ କରି ରସ୍ତାରୋକ କରିବାରୁ ପୋଲିସ ନକେଦମ ହୋଇଥିଲା l ସ୍ଥାନୀୟ […]
ସଞ୍ଜୟ ଶତପଥୀ(କଟକ):ବର୍ତ୍ତମାନ ର ସାରା ରାଜ୍ଯରେ ଚର୍ଚ୍ଚା ର ବିଷୟ ପାଲଟିଯାଇଥିବା ଭୁବନେଶ୍ୱର ସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ଯାଧର ମହାବିଦ୍ୟାଳୟର +୩ ବର୍ଷ ର ଛାତ୍ରୀ ରୂଚିକା ମହାନ୍ତି ଙ୍କ ଆତ୍ମହତ୍ଯା ଘଟଣାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ଯ ପୋଲିସ୍ ର ତଦନ୍ତ ରେ ନିଷ୍କ୍ରିୟତା କୁ ନେଇ ବିରାଟ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି।ଆତ୍ମହତ୍ୟା କରିଥିବା ଛାତ୍ରୀ ରୁଚିକା ମହାନ୍ତି ଙ୍କ ସୁଇସାଇଡ୍ ନୋଟ୍ ଅନୁଯାୟୀଏହି ଆତ୍ମହତ୍ଯା ଘଟଣାର ଅସଲ […]
ବରଗଡ଼ (ନବୀନ ଦାଶ): ୫/୭-ମୁମ୍ବାଇ-କଲିକତା ୬ନଂ ଜାତୀୟ ରାଜପଥ କୁ ଲୋକଙ୍କ ଗମନାଗମନ ପାଇଁ ସମ୍ପ୍ର ସାରଣ କରିବାକୁ ଯାଇ କୋଟି କୋଟି ଟଙ୍କା ଅର୍ଥ ଅନୁଦାନ ଖର୍ଚ୍ଚ କରି ସରକାର ବାହାଦୁର ଲୁହୂରାଚଟି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଅଶୋକା ବିଲ୍ଡକାନ ନାମକ ଏକ ଠିକା ସଂସ୍ଥା କୁ କାର୍ଯ୍ୟ ଦେଇ ୫୩ନଂ ଜାତୀୟ ରାଜପଥ ରେ ପରିଣତ କରିଛନ୍ତି।ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ଭାବରେ ପାଖାପାଖି ଦୀର୍ଘ ୮ବର୍ଷ […]
ବାସ୍ତବ ହେଲଥ: ଓଜନ ବୃଦ୍ଧି କରିବା ସହଜ ଅଟେ | କିନ୍ତୁ ଏହାକୁ ହ୍ରାସ କରିବା ଅତ୍ୟନ୍ତ କଷ୍ଟକର | ତଥାପି, ଯେଉଁମାନେ ସ୍ଥିର କରନ୍ତି ଯେ ସେମାନେ ପତଳା ହେବାକୁ ଚାହାଁନ୍ତି, ତେବେ ସେମାନେ ମଧ୍ୟ ସଫଳ ହୁଅନ୍ତି | ଜିମରେ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ଦ୍ୱାରା, ଏବଂ ଡାଏଟିଂ କରି ସେ ନିଜ ଲକ୍ଷ୍ୟ ହାସଲ କରନ୍ତି | କିନ୍ତୁ ସେମାନେ ସେମାନଙ୍କର ପୁରୁଣା ଡେଲି […]
ଏସ୍ ବାସ୍ତବ:ହିନ୍ଦୁ ଶାସ୍ତ୍ର ଅନୁଯାଇ ବୈବାହିକ ଜୀବନ ବା ସମ୍ବନ୍ଧ ଈଶ୍ୱରଙ୍କ ଦାନ ।ଜନ୍ମରୁ ମୃତୁ ଯାଏ ସୃଷ୍ଟିର ପ୍ରତ୍ୟକ ଯିବ ତାଙ୍କରି ଇଙ୍ଗିତରେ ପରି ଚାଳିତ । ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ବିଶ୍ୱାସ ଓ ପବିତ୍ରତାର ସମ୍ପର୍କ,ହେଲେ ଏବେ ସମସ୍ତେ ପାଶ୍ଚାତ ମୁଖି । ବୈବାହିକ ବ୍ୟାପାର ପାଇଁ ଆରମ୍ଭ ହୋଇଥିବା ଗ୍ଲେଡେନ୍ ନାମକ ଏକ ଡେଟିଂ ଆପ୍ ନିକଟରେ ଏକ ସମ୍ବେଦନଶୀଳ ଦାବି କରିଛି। ଡେଟିଂ […]
ନବରଙ୍ଗପୁର:୦୩/୦୭-ସ୍ମାର୍ଟ ସ୍କୁଲରୁ ସ୍ମାର୍ଟ ଚୋରି,ଧୁମ୍ ଫିଲ୍ମ୍ ଷ୍ଟାଇଲରେ ଚୋର କଲେ ଚୋରି । ଚୋରି କରି ବ୍ଲାକ ବୋର୍ଡ ରେ ଲେଖିଲେ ଇଟ୍ସ୍ ଧୁମ୍ ୪ କମିଙ୍ଗ୍ ସୁନ୍ । ଏପରି ଲେଖିଗଲେ “ସ୍କୁଲ ପିଲା ଧରିପାରିଲେ ଧର ” । ଯାହା ଏବେ ଚର୍ଚ୍ଚା ପାଲଟିଛି । ଏପରି ଲେଖି ପୋଲିସକୁ ଖୁଲମ ଖୁଲା ଚ୍ୟାଲେଞ୍ଜ କରିଗଲେ ଚୋର l ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ସ୍ଥିତ […]
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାଇ,ବାଂଲାଦେଶ ଏବଂ ପଡ଼ୋଶୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ଅଞ୍ଚଳରେ ଅବସ୍ଥିତ ରହିଛି ଏବଂ ସମୁଦ୍ର ପତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି। ଏହାର ପ୍ରଭାବରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି ମୌସୁମୀ ଟ୍ରଫ୍ ଲାଇନ […]
ବ୍ରିଟେନର ପ୍ରଖ୍ୟାତ ଅଲିମ୍ପିକ୍ ଚାମ୍ପିଅନ୍ ଡେମ୍ କେଲି ହୋମସ୍ ରବିବାର କହିଛନ୍ତି ଯେ ବର୍ଷ ବର୍ଷ ଧରି ଲୁଚି ରହିବା ପରେ ସେ ସମଲିଙ୍ଗୀ ଥିଲେ ବୋଲି ପ୍ରକାଶ କରି ସେ ଆରାମ ପାଇଲେ। ଦୁଇଥର ଅଲିମ୍ପିକ୍ ସ୍ଵର୍ଣ୍ଣ ପଦକ ବିଜେତା ହୋମସ୍ ମଧ୍ୟ ପ୍ରକାଶ କରିଛନ୍ତି ଯେ ମହିଳା ରୟାଲ୍ ଆର୍ମି କର୍ପସର ଅଂଶବିଶେଷ ଥିବାବେଳେ ସେ ସମଲିଙ୍ଗୀ ସମ୍ପର୍କକୁ ଲୁଚାଇବାକୁ ପଡୁଥିବାରୁ ସେ ମାନସିକ ସ୍ଵାସ୍ଥ୍ୟ ସହ […]
ଦେଶର ନବୋଦୟ ବିଦ୍ୟାଲୟସରେ ଶିକ୍ଷକଙ୍କ ଅଭାବକୁ ଦୂର କରିବା ପାଇଁ ନବୋଦୟ ବିଦ୍ୟା ସମିତି (ଏନଭିଏସ୍) ଏହି ନିଯୁକ୍ତି ସୂଚନା ଦେଇଛି। NVS ତରଫରୁ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ୱେବସାଇଟରେ ଅପଲୋଡ୍ ହୋଇଛି | ଏହା ଅଧୀନରେ ଏକରୁ ଅଷ୍ଟମ ଶ୍ରେଣୀ ଏବଂ ଦଶରୁ ଦ୍ୱାଦଶ ଶ୍ରେଣୀର ଶିକ୍ଷକ ନିଯୁକ୍ତ ହେବେ। ପ୍ରିନ୍ସିପାଲ୍ ନିଯୁକ୍ତି ପାଇଁ ମଧ୍ୟ ନିମନ୍ତ୍ରଣ କରାଯାଇଛି | TGT, PGT, ପ୍ରିନ୍ସିପାଲ୍ ଏବଂ ଅନ୍ୟ ଶିକ୍ଷକମାନଙ୍କର […]


