ଉମରକୋଟ ୧୧।୭: ଭିଜିଲାନ୍ସ ହାତରେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ।୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ । ଗୋଟିଏ ପୁରୁଣା କେସ୍‌କୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିଲେ । ଟଙ୍କା ନେଇ ଦୌଡି ଚାଲି ଯାଉଥିବା ସମୟରେ ରାତି ୧୨ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଭିଜିଲାନ୍ସ ଅଧିକାରୀ ।ମିଳିତ ଭାବରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ […]

ଏସ.ବାସ୍ତବ: ମାଆ ହେବା ଯେତିକି ସୁନ୍ଦର ଅନୁଭବ ସେତିକି କଷ୍ଟକର ଅନୁଭୂତି ମଧ୍ୟ | ଗର୍ଭାବସ୍ଥାରେ, ମହିଳାମାନେ ପ୍ରାୟତ t ନିଜ ବିଷୟରେ ସତର୍କ ରୁହନ୍ତି | କିନ୍ତୁ ଜାଣିଶୁଣି କିମ୍ବା ଅଜାଣତରେ, ସେ ଏପରି କିଛି କାର୍ଯ୍ୟ କରୁଛନ୍ତି ଯାହା ଗର୍ଭପାତର କାରଣ ହୋଇପାରେ | ପ୍ରଥମ ୩ ମାସରେ ଗର୍ଭାଶୟ ଦୁର୍ବଳ ଥାଏ ଭାରତର ଅଧିକାଂଶ ପରିବାରରେ ବାଇକ୍ ଅଛି | ଏପରି ପରିସ୍ଥିତିରେ ମହିଳାମାନେ ଗର୍ଭାବସ୍ଥାରେ […]

ବ୍ରହ୍ମପୁର(ବାସ୍ତବବ୍ୟୁରୋ): ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ପ୍ରଥମେ ତାରାତାରିଣୀ ପୀଠରେ ମାଆଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ପରେ, ବ୍ରହ୍ମପୁରଠାରେ ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ରେ ଛାତ୍ରାବାସ ଉଦଘାଟନ କରିଥିଲେ । ଦଳୀୟ କର୍ମକର୍ତ୍ତାଙ୍କ ସମାବେଶରେ ଯୋଗ ଦେଇ ମୋଦି ସରକାରଙ୍କ ବିକାଶ ମୂଳକ ବାର୍ତ୍ତାକୁ ଓଡିଶାରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ । କେନ୍ଦ୍ର ଶିକ୍ଷା, […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁଇପର ହିଁ ଭରସା ଡାକ୍ତରଙ୍କ ଅନୁପସ୍ଥିତିରେ ଡାକ୍ତରଖାନାର ସୁଇପର ରୋଗୀଙ୍କ ଚିକିତ୍ସାକରିବା ଯେତିକି ହାସ୍ୟାସ୍ପଦ,ସେତିକି ଦୁଖଦଃ ଓ ଚିନ୍ତା ଜଣକ ଘଟଣା । ରୋଗୀ ଙ୍କ ଚିକିତ୍ସା କରିବ ସୁଇପର ସେବି ମୋବାଇଲ ଟର୍ଚ୍ଚ ଲାଇଟରେ, ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁଯାଇ,ଚାନ୍ଦବାଲି କୋର୍ଟର ପୁରୁଣା ଅଫିସ ଜିନିଷସବୁ ଏକ ପିକ୍‌ଅପ୍‌ ଗାଡ଼ିରେ ନୂଆ କୋଠାକୁ ନିଆଯାଉଥିବା […]

ଏସ୍.ବାସ୍ତବ: ବିଜେପି ନେତା କିରିଟ ସୋମାୟା ଉଦ୍ଧବ ଠାକରେଙ୍କ ଉପରେ କରିଥିବା ଆକ୍ଷେପକୁ ନେଇ,ଏକନାଥ ସିନ୍ଦେ ଶିବିର ଓ ବିଜେପି ମଧ୍ୟରେ ବିବାଦ ଦେଖାଦେଇଛି । ସିନ୍ଦେ କ୍ୟାମ୍ପ ମୁଖପାତ୍ର ଦୀପକ କେସରକର ଏବଂ ବୁଲଧାନା ବିଧାୟକ ସଞ୍ଜୟ ଗାଇକୱାଡ ଠାକୁରଙ୍କୁ ଟାର୍ଗେଟ ନକରିବାକୁ ବିଜେପିକୁ ଚେତାବନୀ ଦେଇଛନ୍ତି। ଗାଇକୱାଡ କହିଛନ୍ତି ଯେ ସେ ସରକାରରେ ରହିବା ନେଇ ପରୱା କରନ୍ତି ନାହିଁ କିନ୍ତୁ ଠାକରେଙ୍କ ବିରୋଧରେ କୌଣସି ବ୍ୟକ୍ତିଗତ […]

ଏସ.ବାସ୍ତବ: ଶ୍ରୀଲଙ୍କାରେ ଗୃହଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂହେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଜରୁରୀକାଳୀନ ବୈଠକରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ଅନୁମୋଦନ ପାଇବା ପରେ ସେ ଏହି ପଦକ୍ଷେପ ନେଇଥିଲେ। ପ୍ରଧାନମନ୍ତ୍ରୀ ୱିକ୍ରେମିସିଂହ କହିଛନ୍ତି ଯେ ତାଙ୍କ ଇସ୍ତଫା ଦେଶରେ ଏକ ସର୍ବଦଳୀୟ ସରକାର ଗଠନ ପାଇଁ ବାଟ ପରିଷ୍କାର କରିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ବର୍ତ୍ତମାନ ଗୃହଯୁଦ୍ଧର ସବୁଠାରୁ […]

ଭୁବନେଶ୍ବର:ପୁଣି ଡରେଇଲା କରୋନା,ଏବେ କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନିଟି ମୁଖ୍ୟ ସହର ରହିଛି ।ରାଜ୍ୟ ସରକାରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାଇ କୋଭିଡ୍ ରେଡ୍ ଜୋନକୁ ଫେରିଛି ରାଜଧାନୀ ।ଏହା ବ୍ୟତିର ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି। ଏଣେ କଟକରେ ଏହା ୮.୧ ଓ ପୁରୀରେ ୭.୭ ରହିଛି। ଭୁବନେଶ୍ବରରେ କୋଭିଡ କଟକଣାକୁ […]

ବରଗଡ଼୮/୭(ବାସ୍ତବ ଟିଭି,ନବୀନ ଦାଶ):ଗତ ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଅତାବିରା ପୋଲିସ ପାଟ୍ରୋଲିଙ୍ଗ ସମୟ ରେ କୌଣସି ସୂତ୍ର ରୁ ଖବର ପାଇ ତିନି ଜଣ ଡକାୟତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଏହି ଡକାୟତ ମାନେ ସରଣ୍ଡା ଓ ଚକୁଳି ମଝିରେ ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ଏକ ଖାଲି ସ୍କୁଟି ଛିଡ଼ା ହୋଇ ଥିବା ଦେଖି […]

ଶୁକ୍ରବାର ସନ୍ଧ୍ୟାରେ ୫ଟା ୩୦ରେ ଜମ୍ମୁ- କଶ୍ମୀର ପବିତ୍ର ଅମରନାଥର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ତୀର୍ଥଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା ଲାଗିପଡ଼ିଛି।   ବାଦଲଫଟା ବର୍ଷା ଯୋଗୁ ଗୁମ୍ପା ନିକଟରେ ମୂଷଳ ଧାରାରେ ଜଳ ପ୍ରବାହିତ ହୋଇଥିଲା । ଶ୍ରଦ୍ଧାଳୁ ମାନେ ଫସିଯାଇଥିଲେ। କିଛି […]

ନମୋଗୁରୁ ହୋତା(ସୁବର୍ଣପୁର):ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ ଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ଜାମପାଲି ଓ ସର୍ଗୁଣl ଗ୍ରାମର ୧୮ ବର୍ଷରୁ କମ ବୟସ ର ୨ ଜଣ ଝିଅ ଏବଂ ଜଣେ ୨୧ ବର୍ଷରୁ କମ ବୟସର ପୁଅ […]

Pin It on Pinterest