ଶୁଭ୍ରକାନ୍ତ ରାଉତରାୟ(ଭଦ୍ରକ):ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବ୍ଳକ ଅଧିନସ୍ଥ ସାହାଡ଼ା ପଂଚାୟତ ସମିଆ ଗାଁ ର ଖଣ୍ଡାସାହି ରେ ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ୮ ବଖରା ପୋଡ଼ି ପାଇଁସ ହୋଇଯାଇଛି| ଅଗ୍ନିକାଣ୍ଡରେ ଉପେନ୍ଦ୍ର ବେହେରା,ସନାତନ ବେହେରା,ଅମୁଲ୍ୟ ବେହେରା, ଅଭୟ ବେହେରା ଙ୍କ ଘର ଜଳି ଯାଇଥିବା ସୂଚନା ମିଳିଛି, ଖବର ଯିବା ପରେ ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିବା ସୂଚନା ମିଳିଛି|ଆଜି ସକାଳୁ […]

ବାସ୍ତବବ୍ୟୁରୋ:୨୦୨୪ ରେ ହେବାକୁ ଯାଉଛି ଲୋକସଭା ନିର୍ବାଚନ,ଭାରତୀୟ ଜନତା ପାର୍ଟି ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। ପ୍ରସ୍ତୁତ କରିଛି ୧୪୪ ଫର୍ମୁଲା |ବିଜେପିର ଲକ୍ଷ ହେଉଛି ୧୪୪ ଲୋକସଭା ଆସନରେ ନିଜର ଉପସ୍ଥିତିକୁ ମଜବୁତ କରିବା ଯେଉଁଠାରେ ୨୦୧୯ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା | ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏହି ଯୋଜନା ଉପରେ ଏକ ଉପସ୍ଥାପନା କରିଛନ୍ତି |ଯେଉଁଥିରେ କେନ୍ଦ୍ର ମନ୍ତ୍ରୀମାନଙ୍କ ପାଇଁ […]

ମନୋଜ ମହାନ୍ତି(ଭୁବନେଶ୍ବର) :ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ଅନୁଯାଇ, ମେ’ ୩୦ ଯାଏ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ଲାଗି ରହିବ। ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପବନ ହେବାର ସମ୍ଭାବନା । ବଜ୍ରପାତର ସମ୍ଭାବନା ଅଧିକ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ […]

ଦୀପକ ବେଉରା(କଟକ) : ଗୋବରୀ ନଦୀରେ କେନ୍ଦ୍ରାପଡା ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ପକାଯିବା ଅଭିଯୋଗ ସଂପର୍କିତ ମାମଲାରେ ଜାତୀୟ ଗ୍ରିନ୍‌ ଟ୍ରିବୁନାଲ (ଏନ୍‌ଜିଟି)‌ରେ ଜବାବ ରଖିବା ପାଇଁ ପୁଣି ସମୟ ମାଗିଲେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏଥି ପାଇଁ ଏନ୍‌ଜିଟି ଅନୁମତି ଦେବା ସହିତ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ […]

ପୁରୀ ୨୫/୦୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ,ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ । ଜଗଦଗୁରୁ ସପକ୍ଷ ଓ ବିପକ୍ଷବାଦୀଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଅଲୋଚନା ପରେ, ବିକାସ ନାମରେ ତୀର୍ଥ ଭୂମିର ଆଦର୍ଶ ଓ ଅସ୍ଥିତ୍ଵକୁ ବିଲୁପ୍ତ କରାଯାଉଛି ବୋଲି କହିଛନ୍ତି । ମୁଁ ବିକାସର ପକ୍ଷଧର କିନ୍ତୁ ମାର୍ଗକୁ ପ୍ରଶସ୍ତ କରିବା ପାଇଁ ମଠ ମନ୍ଦିର ଭାଙ୍ଗି ଯେଉଁ ବିନାସ ଚାଲିଛି ତାହାର ପକ୍ଷଧର ନୁହେଁ […]

ପୁରୀ, ୨୫/୦୫: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ । ଆସନ୍ତା ମାସ ୧୪ ତାରିଖରେ ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠତ ହେବ ।ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି କରାଯିବ । ଭୋର ୪ଟାରୁ ପହଣ୍ଡି ଆରମ୍ଭ ହେବ ଏବଂ ୬ଟାରେ ଶେଷ ହେବ । ସକାଳ ୯ଟା୩୦ରୁ ୧୧ଟା୩୦ ମଧ୍ୟରେ ଜଳ […]

ପ୍ରମୋଦ ନାଏକ(ଭୁବନେଶ୍ୱର):ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ, ଆଜି ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।ସେ କହିଛନ୍ତି କି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା ଅନୁମୋଦନ କରାଯାଇଥିଲା । […]

ପ୍ରମୋଦ ନାଏକ(ଭୁବନେଶ୍ୱର) ୨୫/୦୫: ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର,ଏଚ.ଏଫ.ଏମ.ଡି. ଟମାଟୋ ଫ୍ଲୁ ନୁହେଁ ବୋଲି କହିଛନ୍ତି । ଏଥିରେ ଭୟଭୀତ କି ଆତଙ୍କିତ ହେବାର କୌଣସି କାରଣ ନାହିଁ । ସେ କହିଛନ୍ତି ଟମାଟୋ ଫ୍ଲୁ ନେଇ,ସବୁ ଜିଲାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦେଶ ସର୍ଭେଲାନ୍ସକୁ ଜୋରଦାର କରିବା ପାଇଁ,ଆଇ ସିଏମାର( ଇସିମ୍ର) କି NCDC କୌଣସି ଗାଇଡ଼ ଲାଇନ ଜାରି କରିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ,କିଛି […]

ହସ୍ତ ରେଖା ବିଶାରଦ- ପ୍ରତାପ ଷଢଙ୍ଗି ସାଧାରଣ ଅବସ୍ଥାରେ ହୃଦୟ ରେଖା ଶନି ପର୍ବତ କିମ୍ବା ବୃହସ୍ପତି ପର୍ବତରେ ପହଞ୍ଚେ, କିନ୍ତୁ କିଛି ହାତରେ, ଯଦି ହୃଦୟ ରେଖା ହେଡ୍ ଲାଇନ୍ ଆଡକୁ ଥାଏ ତେବେ ଏହା ଏକ ଭଲ ସଙ୍କେତ ନୁହେଁ | ହୃଦୟ ରେଖା ସମ୍ବେଦନଶୀଳତା ଏବଂ ପ୍ରକୃତି ଦେଖାଏ, ତେଣୁ ହେଡ୍ ଲାଇନ୍ ଆଡକୁ ଏହି ଧାଡିର ନଇଁବା ସମ୍ବେଦନଶୀଳତା ଏବଂ ପ୍ରକୃତିର ପରିବର୍ତ୍ତନ ଦେଖାଏ […]

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ପବିତ୍ର ସମ୍ପର୍କ ଭାବେ ବିବେଚନା କରାଯାଏ, କିନ୍ତୁ ବେଳେ ବେଳେ ସ୍ୱାର୍ଥ ପାଇଁ କେଉଁଠି ସ୍ୱାମୀ ସ୍ତ୍ରୀର ଜୀବନ ନିଏ ତ, ଆଉ କେତେବେଳେ ସ୍ତ୍ରୀ |ଆଜି ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ଟଙ୍କା ପାଇଁ ହତ୍ୟା କରିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳା ଜଣକ ନିଜେ ଏକ ବୀମା କମ୍ପାନୀର ଏଜେଣ୍ଟ ଏବଂ ଏହି […]

Pin It on Pinterest