ନୂଆଦିଲ୍ଲୀ:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ଦିଲ୍ଲୀର ଶିକ୍ଷା ମଡେଲ ଦେଖି ଉତ୍ସାହିତ ହୋଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ସରକାର ଦିଲ୍ଲୀ ଭଳି ତେଲେଙ୍ଗାନାରେ ମଡେଲ ସ୍କୁଲ ମଧ୍ୟ ଖୋଲିବେ ଏବଂ ଖୁବ୍ ଶୀଘ୍ର ଏହାର ଶିକ୍ଷକ ଓ ଅଧିକାରୀମାନଙ୍କୁ ଦିଲ୍ଲୀର ଶିକ୍ଷା ମଡେଲ ଶିଖିବା ଏବଂ ଦେଖିବା ପାଇଁ ଦିଲ୍ଲୀ ପଠାଇବେ। ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଶନିବାର ରାଜଧାନୀର ଏକ ସରକାରୀ […]
ବାଣପୁର:୨୧/୦୫- ଖୋର୍ଦ୍ଧା ଜିଲ୍ଲା ବାଣପୁର NAC ଶ୍ରୀନିବାସପୁର ଗାଁରେ ଅଘଟଣ । ରାସ୍ତାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜେଜେ ମା’ ଓ ନାତୁଣୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ,ବଣପୁର ସ୍ଥିତ ସାଳିଆ ନଦୀକୁ ଶୌଚ ପାଇଁ ଯାଉଥିବା ବେଳେ ଦୁହିଁଁଙ୍କୁ ବିଦ୍ୟୁତ ଆଘାତ ଲାଗିଛି । ଘଟଣାସ୍ଥଳରେ ହିଁ ଜେଜି ମା’ ଓ ନାତୁଣୀ ଦୁହେଁ ଟଳି ପଡିଥିଲେ ।ମୃତକ କମା ନାୟକ ଏବଂ […]
ପ୍ରମୋଦ ନାଏକ(ଭୁବନେଶ୍ୱର) ୨୧/୦୫: ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ସବିତା ଆଚାର୍ଯ୍ୟଙ୍କ ମତରେ, ପୂର୍ବରୁ ଦନ୍ତ ଚିକିତ୍ସା କରିବାରେ କେବଳ ପୁରୁଷମାନଙ୍କର ପ୍ରାଧାନ୍ୟ ଥିଲା । ତେବେ ସମୟ ବଦଳିବା ସହ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ମଧ୍ୟ ମହିଳା ଦନ୍ତ ଚିକିତ୍ସକ ମଧ୍ୟ ଏ ଦିଗରେ ବେଶ ଆଗକୁ ଆସିଛନ୍ତି । ଭାରତରେ ଦନ୍ତ ଚିକିତ୍ସା ଶିକ୍ଷା ଗ୍ରହଣରେ ଝିଅମାନଙ୍କ ସଂଖ୍ୟା ଅଧିକା ରହୁଥିଲେ ମଧ୍ୟ ଦନ୍ତ ଚିକିତ୍ସକ […]
ବାସ୍ତବବ୍ୟୁରୋ:ସେନାରେ ସୈନିକ ନିଯୁକ୍ତି ଅଢେଇ ବର୍ଷ ହେଲା ବନ୍ଦ ରହିଛି। କରୋନା ମହାମାରୀ ଆରମ୍ଭ ପୂର୍ବରୁ, ୨୦୧୯ -୨୦ ବର୍ଷ ମଧ୍ୟରେ ୮୦,୦୦୦ରୁ ଅଧିକ ସୈନିକଙ୍କୁ ସେନାରେ ନିଯୁକ୍ତ କରାଯାଇଥିଲା। କିନ୍ତୁ ସେବେଠାରୁ ଆଉ କୌଣସି ନିଯୁକ୍ତି ହୋଇନାହିଁ। ସୂତ୍ରରୁ ଜଣାପଡିଛି ଯେ ଯଦି ନିଯୁକ୍ତି ଖୋଲିବ ନାହିଁ, ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଖାଲି ପଦବୀ ସଂଖ୍ୟା ଦୁଇ ଲକ୍ଷରେ ପହଞ୍ଚିପାରେ। ମାର୍ଚ୍ଚରେ ସଂସଦ ଅଧିବେଶନରେ ବିରୋଧୀମାନେ […]
ବାସ୍ତବବ୍ୟୁରୋ:ଅଦ୍ୟାବଧି ସବୁଠୁ ବଡ ଏଜେଣ୍ଡା ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିକୁ ଆସନ୍ତା ୨୫ ବର୍ଷ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ୨୫ ବର୍ଷ ପରେ, ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ | ତାହା ଏକ ଐତିହାସିକ ମୁହୂର୍ତ୍ତ ହେବ | ରାଜନୈତିକ ଦୃଷ୍ଟିରୁ, ସେତେବେଳକୁ ଦେଶରେ ଅତି କମରେ ପାଞ୍ଚଟି ଲୋକସଭା ନିର୍ବାଚନ ଏବଂ ଦର୍ଜନେ ବିଧାନସଭା ନିର୍ବାଚନ ହୋଇଥାନ୍ତା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବ୍ଲକରେ ଚର୍ଚ୍ଚାରେ ଥିବା ଜଳଶ୍ବରପୁର ପଂଚାୟତର ଜବର ଦଖଲ ଉଚ୍ଛେଦ ଘଟଣାରେ ମାନ୍ୟବର ଉଚ୍ଚ ନ୍ୟାୟଳୟ ନିର୍ଦେଶରେ ଜବର ଦଖଲ ଉଛେଦ ସମୟରେ ତହସିଲଦରଙ୍କ ପାତରଅନ୍ତର ନିତି ପ୍ରତିବାଦରେ ଆଜି ଆଦେନକାରୀ ଓ ତହସିଲଦାର ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି l ଜଳେଶ୍ୱରପୁରରେ ପୋଖରି କିସମ ପ୍ଲଟ ନଂ ୫୫୭/୫୫୩ରେ ଜବର ଦଖଲ ଉଛେଦ ହୋଇଥବାବେଳେ ପର୍ବରୁ ବିବାଦ ଘେରରେ ଥିବା ପ୍ଲଟ- ୫୯୫ ଗାଁ ରାସ୍ତା […]
ଶୁଭ୍ରକାନ୍ତ ରାଉତରାୟ(ଭଦ୍ରକ)– ପୁଣି ଧରାପଡିଲେ ଧଳା ଜହର ବେପାରୀ |ବିଗତ ଦିନରେ ଏନକାଉଣ୍ଟର ସ୍ପେସିଆଲିଷ୍ଟ ପୂର୍ବତନ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ପରେ ଅନେକ ଦିନ ଅନ୍ତରରେ ଗ୍ରାମାଞ୍ଚଳ ଥାନା ପୋଲିସ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତିନି ଜଣଙ୍କୁ ଗିରଫ ମଧ୍ୟ କରିଛି |ସୂଚନା ମୁତାବକ ବିନା ହେଲମେଟ ଓ ଗୋଟେ ବାଇକ ରେ ତିନି ଜଣ ଯାତ୍ରା କରିବା […]
ବାସ୍ତବବ୍ୟୁରୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱରେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ସୃଷ୍ଟି ହେଉଥିବା ଜଣାପଡିଛି। ଅନ୍ୟ ପଟେ, ପୃଥିବୀଠାରୁ ହଜାରେ କିଲୋମିଟର ଦୂରରେ ଥିବା ଚନ୍ଦ୍ରରେ ବଡ ପରିବର୍ତ୍ତନ ଆରମ୍ଭ ହୋଇସାରିଛି | ୫୦ବର୍ଷ ପୂର୍ବେ ଆପୋଲୋ ଏବଂ ସ୍ପୁଟନିକ୍ ମିଶନ୍ ପରି ବିଶ୍ଵର ନେତାମାନେ ବର୍ତ୍ତମାନ ମହାକାଶରେ ସର୍ବୋଚ୍ଚତା ପ୍ରତିଷ୍ଠା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି | ତଥାପି, ପୂର୍ବ ତୁଳନାରେ ଏଥିରେ […]
ବାସ୍ତବବ୍ୟୁରୋ:AIIMS ଦିଲ୍ଲୀରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି | ବର୍ତ୍ତମାନ ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା AIIMS ରେ ମାଗଣା ହୋଇଛି | ବର୍ତ୍ତମାନ ରୋଗୀମାନଙ୍କୁ ପରୀକ୍ଷା ପାଇଁ ଲମ୍ବା ଧାଡିରେ ଠିଆ ହେବାକୁ ପଡିବ ନାହିଁ ଏବଂ ଗରିବ ରୋଗୀମାନେ ମଧ୍ୟ ଏଥିରୁ ମୁକ୍ତି ପାଇବେ | ବାସ୍ତବରେ, ଏହିପରି ଅନେକ ରୋଗୀ AIIMS କୁ ଆସନ୍ତି ଯେଉଁମାନଙ୍କ ପାଇଁ […]
ନବୀନ ଦଶ(ବରଗଡ଼): କଲେକ୍ଟର ମୋନିଷା ବାନାର୍ଜୀ ହଠାତ୍ ଅତାବିରା ଧାନ ମଣ୍ଡି ପରିଦର୍ଶନ କରିବା ପରେ ଗୋଡଭଗା ଓ ଗୌରଟିକ୍ରା ମଣ୍ଡି କୁ ଯାଇଥିବା ଜଣା ପଡିଛି। ପ୍ରଥମେ ଅତାବିରା ମଣ୍ଡି ରେ ଧାନସଂଗ୍ରହ ପ୍ରକ୍ରିୟା କିପରି ଚାଳିଛି ମଣ୍ଡି ସଂପାଦକ ପ୍ରଦୀପ ବେସନକୁ ପଚାରି ସଂଗୃହିତ ହୋଇଥିବା ଧାନ ଗୁଡିକ ବୁଲି ୯୩ ଜଣ ଚାଷୀଙ୍କ ଧାନସଂଗ୍ରହ କରା ଯାଇ ଥିବାବେଳେ ଧାନସଂଗ୍ରହ ନମୁନା ରଖାଯାଇ ନଥିବା ଦେଖି […]


