ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ରେ କଂଗ୍ରେସ, ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି। ସବୁ ଦଳ ବିରାଟ ପଟୁଆରରେ ଯାଇ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ପ୍ରଥମେ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ସେଠାରେ ପହଞ୍ଚି ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ଏଥିରେ […]
ତ୍ରିନାଥ ବାରିକ(ସତ୍ୟବାଦୀ): ସତ୍ୟବାଦୀ ବ୍ଲକ୍ କେତକି ପାଟଣା ଗ୍ରାମରୁ ଆସିଲା ବଧୁ ହତ୍ୟା ଅଭିଯୋଗ।ଅଭିଯୋଗ ଆଣିଲେ ବଧୁ ର ପରିବାର ସଦସ୍ୟ। ସୂଚନା ମୁତାବକ କେତକିପାଟଣା ପଂଚାୟତ ବଡ଼ତୋଟା ଗ୍ରାମର ପ୍ରଫୁଲ୍ଲ କାଣ୍ଡି ଓ ପ୍ରମିଳା କାଣ୍ଡିଙ୍କ ଏକ ମାତ୍ର କନ୍ୟା ସତ୍ୟଭାମା କlଣ୍ଡି ବୈଦିକ ରିତିରେ ୭ ଜୁଲାଇ ୨୦୨୧ତାରିଖ ରେ ରାୟଖଣ୍ଡି ପଞ୍ଚାୟତ ଚକ୍ରପଡ଼ା ଗ୍ରାମର ପ୍ରିତବାସ ଓ ଅଲି ବେଜ ଙ୍କ ଏକ ମାତ୍ର ପୁଅ […]
ଆଶିଷ ନାୟକ(ରାଜକନିକା):୧୦।୦୫ -ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କଲା ପୁଅ ଏମିତି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ କନପୁର ଗାଁରେ ଏକ ଘଟିଛି । ମା’କୁ ହତ୍ୟା କରିବା ପରେ ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଛି ପୁଅ । ମୃତ ମହିଳା ହେଲେ ସ୍ୱର୍ଗତ ସୁଦାମ ବାରିକଙ୍କ ପତ୍ନୀ ଦୌପଦୀ ବାରିକ । ରାଜକନିକା ପୁଲିସ ଏହି ଘଟଣାର ଅଭିଯୋଗ ପାଇବା ପରେ […]
ପ୍ରମୋଦ ନାୟକ(ଭୁବନେଶ୍ବର)୧୧।୦୫ : ବାତ୍ୟା ଅସାନୀ ପ୍ରଭାବରେ କେମିତି ଅଛି ଭୁବନେଶ୍ୱର, ରାଜଧାନୀରେ ବର୍ଷା ଜାରି ରହିଥିବାରୁ ସକାଳୁ ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍ସି ମେୟର ସୁଲୋଚନା ଦାସ । ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଭୁବନେଶ୍ୱର ବାସୀଙ୍କ ପାଇଁ ସବୁଦିନିଆ କଥା ।ହେଲେ ମେୟର ତଳିଆ ଅଂଚଳ ବୁଲି ଆସ୍ୱସ୍ଥି ପ୍ରକାଶ କରିଛନ୍ତି । ସୂଚନା ଅନୁଯାଇ, ବାତ୍ୟା ଅସାନୀ ପ୍ରଭାବରେ ମଙ୍ଗଳବାର […]
ଭୁବନେଶ୍ୱର, ୧୦/୦୫: ବାତ୍ୟା ଅସାନି ସମୁଦ୍ରରେ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡକୁ ମୁହାଁଇଛି । ହେଲେ ବାତ୍ୟାକୁ ନେଇ ଲାଗି ରହିଛି ଅନେକ ଦ୍ବନ୍ଦ ।ଲ୍ୟାଣ୍ଡଫଲ କରିବ ନାହିଁ ବୋଲି ଆଇଏମ୍ଡି କହିଥିବା ବେଳେ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଜେଟିଡବ୍ଳୁସି କିନ୍ତୁ ଭିନ୍ନ କଥା କହୁଛି । ଆସନ୍ତା ୨୪ଘଣ୍ଟାରେ ବାତ୍ୟା ଅସାନି ଦୁର୍ବଳ ହେବବୋଲି ଆଇଏମ୍ଡିର କହିଥିବା ବେଳେ,ଜେଟିଡବ୍ଳୁସିର ଆକଳନ ଅନୁଯାଇ,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରର […]
ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,ସାମୁଦ୍ରିକ ଝଡ଼ ‘ଅସାନି’ର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ୧୧ ତାରିଖ ସକାଳ ସାଢ଼େ ୮ଟା ଯାଏ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି କାରଣରୁ ଏସବୁ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି […]
ଭୁବନେଶ୍ବର: କାୟା ବିସ୍ତରୁଛି ସାମୁଦ୍ରିକ ବାତ୍ୟା ‘ଅସାନି’ । ଭାରତୀୟ ପାଣିପାଗ ବିଭାଗର ୧୩ ନମ୍ବର ବୁଲେଟିନ୍ରୁ ଜଣାପଡ଼ିଛି ଯେ, ପୁରୀର ଦକ୍ଷିଣ ଦିଗକୁ ୬୫୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ ରହିଛି ବାତ୍ୟା ‘ଅସାନି। ଭାରତୀୟ ପାଣିପାଗ ବିଭାଗ ମତରେ ,ଦକ୍ଷିଣପୂର୍ବ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୨୫ କିଲୋମିଟର୍ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ […]
ପ୍ରମୋଦ ନାୟକ(ଭୁବନେଶ୍ବର): ସବୁ କଳ୍ପନା ଜଳ୍ପନାର ଶେଷ, ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ।ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁରେ ବିଜେଡି ସୁପ୍ରିମୋ ମାରିଲେ ମୋହର ।ପ୍ରମୋଦ ନାୟକଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଶେଷ, ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ।ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁରେ ବିଜେଡି ସୁପ୍ରିମୋ […]
ନମୋଗୁରୁ(ସୁବର୍ଣ୍ଣପୁର):୦୯/୦୫ – ସ୍କୁଲ ଭ୍ୟାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଛାତ୍ର ଛାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର କଲେଜ ଛକଠାରେ ଏକ ସ୍କୁଲ ଭ୍ୟାନରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ନିଆଁ ଲାଗିଯାଇଥିଲା । ତେବେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । କୌଣସି ଛାତ୍ରଛାତ୍ରୀ ଆହତ ହୋଇନଥିବା ବେଳେ ନିଆଁକୁ ଆୟତ୍ତ କରିଛନ୍ତି ସ୍ଥାନୀୟ ଲୋକେ । ଖବର ଅନୁଯାଇ,ଉଲୁଣ୍ଡା ଥାନା ଶିନ୍ଧୋଲ ଅଞ୍ଚଳରୁ […]
ପ୍ରମୋଦ ନାୟକ(ଭୁବେନେଶ୍ବର): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଆଜି ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ,ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଆସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଓ […]


