ଭୁବନେଶ୍ବର:ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର୍ ଗୀତାଞ୍ଜଳି ଦାଶ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ର ଧାରାରେ ଦିଆଯାଇଥିବା କ୍ଷମତାର ବ୍ୟବହାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି।ସେ ଚାରିବର୍ଷର ଅବଧି ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ କିମ୍ବା ଏହା ପୂର୍ବରୁ ଯାହା ଆଦେଶ ଥିବ ସେ ପର୍ଯ୍ୟନ୍ତ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ଫକୀର […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୬//୦୫//୨୦୨୨।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ମତୋ ବଜାର ଆର ଏମ ସି ମାର୍କେଟ କମ୍ପ୍ଲେକ୍ସ ଲିଟିଲ ଷ୍ଟାର ମୋବାଇଲ ଦୋକାନରୁ ୧୩ଟି ସ୍ମାର୍ଟ ଫୋନ ର ମୁଲ୍ୟ ପ୍ରାୟ ଏକ ଲକ୍ଷ ଅସିହଜାର ରୁ ଉର୍ଦ୍ଧ୍ବ ଟଙ୍କା ର ହେବ ବୋଲି ମୋବାଇଲ ଦୋକାନୀ କମଳାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଏଠି ସବୁଠୁ ବଡକଥା ହେଉଛି ଯଦି ମତୋ ଫାଣ୍ଡି ରୁ ମାତ୍ର ଅଳ୍ପ କିଛି […]
ନୂଆଦିଲ୍ଲୀ:ରେଳବାଇର ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (NTPC) ପଦବୀ ନିଯୁକ୍ତି ପାଇଁ, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ ୯ ଏବଂ ୧୦ ରେ ଚାଲିବ | ଏହି ଅବସରରେ ପ୍ରଥମ ଥର ପାଇଁ ରେଳ ମନ୍ତ୍ରଣାଳୟ ଦେଶର ବିଭିନ୍ନ ସ୍ଥାନରୁ ୬୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯାଉଛି। ଏହି ଟ୍ରେନ୍ ସକାଳ ୮ ଟାରେ ପରୀକ୍ଷା କେନ୍ଦ୍ରକୁ ଯିବ | ସେହି ଦିନ ସନ୍ଧ୍ୟାରେ ଫେରିବ | ପରଦିନର ପରୀକ୍ଷା […]
ଭୁବନେଶ୍ବର(ପ୍ରମୋଦ ନାୟକ) : ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହୋଇଥିବା ଭାରତର ପ୍ରଥମ ମହିଳା ବିଜନେସ୍ ମେଳାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି ଯେ, ଓଡ଼ିଶାରେ ଆମର ମିସନ ଶକ୍ତି କାର୍ଯ୍ୟକ୍ରମ ହେଉଛି ମହିଳା ସଶକ୍ତୀକରଣର ଏକ ପ୍ରତୀକ। ଏହା ଜରିଆରେ ଗ୍ରାମୀଣ ଓଡ଼ିଶାରେ ମହିଳାମାନଙ୍କ ମଧ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ଓଡ଼ିଶାରେ ଦେଶର ପ୍ରଥମ ମହିଳା ବିଜନେସ୍ ମେଳା ଆୟୋଜନ କରିଥିବାରୁ ସେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୫//୦୫//୨୦୨୨ଚାନ୍ଦବାଲି ବ୍ଲକରେ ଅତ୍ୟନ୍ତ ଅସୁରକ୍ଷିତ ଏବଂ ବିପଦ ସଂକୁଳ ଅବସ୍ଥାରେ ଥିବା ୧୦ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ହେବ ନବୀକରଣ ।ଚାନ୍ଦବାଲି ବ୍ଲକ ରେ ପ୍ରତେକ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପାଇଁ ଖର୍ଚ୍ଚ ହେବ ସାଢେ ଚାରିକୋଟିରୁ ଉର୍ଦ୍ଧ୍ବ ଟଙ୍କା । ଆଜି ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟାମକେଶ ରାୟ ଓ ତହସିଲଦାର ସୁଶାନ୍ତ କୁମାର ସୁତାର , ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା ଓ ଚେୟାରମ୍ୟାନ […]
କୋରାପୁଟ :୦୫।୦୫: କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଦଳରୁ ବହିସ୍କୃତ । କଲେଜ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ଛାତ୍ର ସଭାପତି ଶିବରାଜ ଖଣ୍ଡପାନଙ୍କ ନାମରେ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିସିଂହପୁର ଥାନାରେ ଅଭିଯୋଗ ହେବାପରେ ଦଳ ତାଙ୍କୁ ବହିସ୍କୃତ କରିଛି । ଜିଲ୍ଲାର ଅନେକ ଥାନାରେ ଶିବରାଜଙ୍କ ନାମରେ ଅନେକ ସଙ୍ଗୀନ ମାମଲା ରହିଥିବା ନେଇଅପହୃତ ଛାତ୍ରୀଙ୍କ ମାଆ ଅଭିଯୋଗରେ ଦର୍ଶାଇଛନ୍ତି । […]
ତପ୍ତପାଣି: ୦୫।୦୫:କାଳବୈଶାଖୀ ପ୍ରଭାବରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ଦସେଇପୁର ଏବଂ ଖେମୁଣ୍ଡିଖୋଲ ନିକଟ ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ ହୋଇଛି । ବାତ୍ୟା ପୂର୍ବରୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ମାଡ଼ରେ ମୁଖ୍ୟ ରାସ୍ତାରେ ଏକ ଘଣ୍ଟା ଧରି ପଡିରହିଛି ଏହି ବୃକ୍ଷ । ଗଞ୍ଜାମ ଗଜପତି ସୀମାନ୍ତ ତଥା ଉଭୟ ପଟରୁ ସହ ସହ ଯାନ […]
ଭୁବନେଶ୍ୱର ୦୫।୦୫ : ୨୪ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ,ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି । ପ୍ରବଳ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା। ଗୋଟିଏରୁ ଦୁଇଟି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି ରହିପାରେ । ପାଣିପାଗ ବିଭାଗର ସୂଚନା ଅନୁଯାଇ, କାଳବୈଶାଖୀ ହେବାର ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲା -ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, […]
ଯୁଗୋପଯୋଗୀ ଚାଷ ଉପରେ ଗୁରୁତ୍ୱ ଦେବାକୁ ଚାଷୀଙ୍କୁ ପରାମର୍ଶ – ସୁବର୍ଣ୍ଣପୁର(ନାମୋଗୁରୁ): ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ (କୃଷକ ଦିବସ) ପାଳନ ସମାରୋହ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳ ଘଂ 0୭-୩0 ମି ସମୟରେ ପୁଜା ପାଠ ପୂର୍ବକ ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ହାତମୁଠାରେ ଅକ୍ଷୀମୁ୍ଠୀ ଅନୁକୂଳ କରାଯାଇଥିଲା l ଅକ୍ଷୀମୁ୍ଠୀ ଅନୁକୂଳ ସମୟରେ ଅତିରିକ୍ତ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୦୪//୦୫//୨୦୨୨ ।ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷତ୍ରରେ ବ୍ୟ।ପକ ପରିବର୍ତ୍ତନର ଡିଣ୍ଡିମ ପିଟୁଛନ୍ତି । ହେଲେ ଏବେବି କରେଣ୍ଟ ଚାଲିଗରେ ଚିକିତ୍ସା କରିବାକୁ ମୋବାଇଲ ଫୋନ ଲାଇଟ୍ ର ସାହାରା ନେଉଛନ୍ତି ଡାକ୍ତର । ଏକେଉଁ ଉପାନ୍ତ ଅଞ୍ଚଳର କଥା ନୁହେଁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏମିତି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଥିଲା । ବିଦ୍ୟୁତ ନଥିବାରୁ ମେଡିକାଲ […]


