ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୧୫/୦୫- ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତରେ ଜଣେ ଡ଼ାକ କର୍ମଚାରୀଣୀଙ୍କ ସଂଦେହ ଜନକ ଭାବେ ମୃତ୍ୟୁ ହୋଇଛି । ମୃତ ପୋଷ୍ଟମାଷ୍ଟର ଜଣକ ହେଉଛନ୍ତି ପିରାହାଟ ଥାନା ଅଧନ ଦୌଲତପୁର ଗାଁର ଅର୍ଚ୍ଚନା ପାଣିଗ୍ରାହୀ , ସେ ଯଶିପୁର ଡାକ କାର୍ଯ୍ୟାଳୟରେ ସହପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ । ସେ ପୋଷ୍ଟ କାର୍ଯ୍ୟାଳୟ ନିକଟରେ ଏକ ଭଡ଼ାଘରେ ରହୁଥିଲେ ହେଲେ ତାଙ୍କର ମୃତ ଦେହ ଆଜି ଝୁଲନ୍ତା […]
ଭୁବନେଶ୍ୱର,୧୫/୦୫: ଗୋଟିଏ ଲଘୁଚାପର ଭୟ ଲୋକଙ୍କ ମନରୁ ଲିଭି ନଥିବାବେଳେ,ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ । ପାଣିପାଗ ବିଭାଗ ଲଘୁଚାପ ସୃଷ୍ଟିହେବା ନେଇ ଅନୁମାନ କରିଛି ।ଏହି ଲଘୁଚାପ ଚଳିତ ମାସ ୧୯ ସୁଦ୍ଧା ସୃଷ୍ଟି ହୋଇପାରେ । ପାଣିପାଗ ବିଭାଗ ଆକଳନ ଅନୁଯାଇ,ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଅଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ ଏହାର ନିକଟବର୍ତ୍ତୀ […]
ପ୍ରମୋଦ ନାଏକ(ଭୁବନେଶ୍ୱର):ଆଜି ଭୁବନେଶ୍ୱର ୟୁନିଟ ୯ ସ୍ୱାଧୀନତା ସଂଗ୍ରାମୀ ସଦନ ବୈକୁଣ୍ଠ ସାରଣୀ ସଭାଗୃହ ରେ ଇନ୍ଦିରାଗାନ୍ଧୀ ସ୍ମାରକୀ ପାଠାଗାର ଆନୁକୂଲ୍ୟରେ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଆଲୋଚକ୍ର କୁ ମୁଖ୍ୟଅତିଥି ଐତିହାସିକ ଗବେଷକ ଓ ଇଣ୍ଟାକ ର ସଭ୍ୟ ଡ.ଅନିଲ ଧିର ଯୋଗ ଦେଇ ଉଦଘାଟନ କରିଥିଲେ। ଆଲୋଚନା ଚକ୍ର ରେ ସ୍ୱାଗତ ଭାଷଣ ଶିକ୍ଷାବିତ ପ୍ରଫେସର ଉପେନ୍ଦ୍ର ପାଢ଼ୀ ପ୍ରଦାନ କରିଥିଲେ।ଆଜିର ଏହି ଆଲୋଚନାଚକ୍ର ରେ […]
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):ବର୍ଷ ବର୍ଷ ଧରି ପ୍ରାଣିଚିକିତ୍ସାଳୟରେ ଝୁଲୁଛି ତାଲା । ହେଲେ ବାହାରେ ରଙ୍ଗମଖା ଚାଲିଛି ।ଏଲ୍ ଆଇ ଘରେ ବସି ନେଉଛନ୍ତି ଦରମା ।ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କ ଚିକିତ୍ସା ଯୋଗାଇ ଦେବାକୁ ସରକାର ପ୍ରାଣୀଧନ ଚିକିତ୍ସାଳୟ ଖୋଲିଛନ୍ତି । ହେଲେ ସେହି କାର୍ଯ୍ୟାଳୟ ବର୍ଷ ବର୍ଷ ଧରି ତାଲା ଝୁଲୁଥିବାରୁ ଗୃହପାଳିତ ପଶୁଙ୍କ ଚିକିତ୍ସାଳୟରୁ ଦୂରେଇ ରହୁଥିବା ଦେଖିବାକୁ ମିଳିଛି । ସେହି ସ୍ଥାନରେ ଏଲ୍ […]
ଅନୁଗୋଳ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଜି ମୁହଁ ଖୋଲିଛନ୍ତି ।ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସେ କହିଛନ୍ତି କି,ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ୱ ରହିଛି । ଏ ସବୁର ସୁରକ୍ଷା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥିତ ନିୟମ ରହିଛି […]
ଦୁଃଶାସନ ପୃଷ୍ଟି (ଭୁବନ):ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇଜଣଙ୍କ ମୃତ୍ୟୁ ।ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଠାରୁ କିଛି ଦୂର ରେ EW ରୋଡ଼ରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି | ଖବର ଅନୁଯାଇ, ଏକ ବାଇକ ସହିତ ଟ୍ରକର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଯୁବକର ଢେଙ୍କାନାଳ ମେଡିକାଲ୍ ରେ ମୃତ୍ୟୁ ଘଟିଛି । ଦୁଇ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ୧୩/୦୫- ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସୁବାସ ସିଂହ କଟକ ମେୟର ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଖାଲିପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବ ।ମେ ୨୬ରୁ ଜୁନ୍ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଜୁନ୍ ୩ରେ ନାମାଙ୍କନ ଯାଞ୍ଚ କରାଯିବ । ୬ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରି ପାରିବେ ଆଶାୟୀ ପ୍ରାର୍ଥୀ […]
ମନୋଜ ମହାନ୍ତି(ଫୁଲନଖରା ): ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ରାଜଧାନୀ ଉପକଣ୍ଠ ପାହାଳ ଥାନାରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ,ଅଭିଯୁକ୍ତକୁ ପାହାଳ ଥାନା ପୋଲିସ ଗିରଫ କରିଛି। ଖବର ଅନୁଯାଇ,ଗତକାଲି ରାତିରେ କିଶନ ଅଗ୍ରୱାଲ(୨୪) ନାମକ ଜଣେ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାରକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ତାପରେ ନିଜ ଘରକୁ ଯିବା ଲାଗି […]
ଫାଷ୍ଟ ପାନ୍ ଇଣ୍ଡିଆ ନାସନାଲ ମାଷ୍ଟର୍ସ ଗେମ୍ସ-୨୦୨୨- ହେଉଛି ଭାରତର ସବୁଠାରୁ ବଡ କ୍ରୀଡା ଇଭେଣ୍ଟ ଯାହା କ୍ରୀଡା ପ୍ରେମୀ ସହର ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଛି | ଏହା ଭାରତର ସମସ୍ତ କ୍ରୀଡ଼ାବିତ୍ ଯେଉଁମାନେ ୩୦ବର୍ଷରୁ ଅଧିକ ବୟସର ଖେଳାଳିଙ୍କ ପାଇଁ ଖୋଲା ଅଛି | ଏହି ଖେଳରେ ୫୫ରୁ ଅଧିକ ବୟସ୍କ ଲଙ୍ଗ ଜମ୍ପ ରେ ପ୍ରକାଶ ଗଡ଼ନାୟକ ପ୍ରଥମ ହୋଇ ସ୍ୱର୍ଣ ପଦକ ଜିତିଥିବା ବେଳେ କିଶୋର […]
ଡ଼.ନବକିଶୋର ମିଶ୍ର ନ୍ୟାୟଦାତା ଶନି ଦେବ ଏପ୍ରିଲ୍ ଶେଷରେ ନିଜର ରାଶି ପରିବର୍ତ୍ତନ କରିଛନ୍ତି | କୁମ୍ଭ ରାଶିରେ ଶନି ଗମନାଗମନ କରିଛନ୍ତି | କିନ୍ତୁ ବର୍ତ୍ତମାନ ଶନି ଏହି ରାଶିରେ ରହି ପ୍ରତ୍ୟାବର୍ତ୍ତନ କରିବେ | ଶନି ପ୍ରତ୍ୟାବର୍ତ୍ତନ ଅର୍ଥ ହେଉଛି ଶନି ବିପରୀତ ଦିଗକୁ ଗତି କରିବେ | ଶନି ଥରେ ନୁହେଁ ଦୁଇଟି ପର୍ଯ୍ୟାୟରେ କୁମ୍ଭମେଳାକୁ ଯାଉଛନ୍ତି | ଶନି ୧୨ ଜୁଲାଇ ପର୍ଯ୍ୟନ୍ତ କୁମ୍ଭରେ […]


