ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):୧୯/୦୫/୨୨ – ସ୍ୱଚ୍ଛତା ହିଁ ମନୁଷ୍ୟର ପ୍ରକୃତ ପରିଚୟ ,ହାତରେ ଝାଡୁ, କୋଦାଳ, ଆଉ ମନରେ ସେବା ଭାବନା | ସକାଳୁ ସକାଳୁ କେନ୍ଦ୍ରାପଡା ର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛନ୍ତି କେନ୍ଦ୍ରାପଡ଼ା ର ସଚ୍ଚିଦାନନ୍ଦ ସ୍ବେଛାସେବୀ ସଂଗଠନ | ମନ୍ଦିରର ପରିବେଶ ଅପରିଷ୍କାର ହୋଇ ପଡିଥିଲାବେଳେ, ସମସ୍ତ ଜାଗା କୁ ସଫା କରି, ବ୍ଲିଚିଙ୍ଗ ପକେଇ, ସମାଜ ପାଇଁ ସେବା ର […]
ପ୍ରମୋଦ ନାଏକ(ଭୁବନେଶ୍ବର): ୧୯।୦୫ -କମିଶନରେଟ ପୋଲିସ ଜାଲରେ ଦୁଇ କୁଖ୍ୟାତ ଲୁଟେରା ।ଲକ୍ଷାଧିକ ଟଙ୍କାର ସୁନା ଗହଣା ସେମାନଙ୍କ ନିକଟରୁ ଜବତ କଲେ କମିଶନରେଟ ପୋଲିସ । ଏମାନଙ୍କ ସହ ଆଉ କେତେଜଣ ସାମିଲ ଅଛନ୍ତି ସେନେଇ ପଚରାଉଚରା ଚାଲିଛି । ସୂଚନା ଅନୁଯାଇ,ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିଲେ ଏହି ଲୁଟେରା । ବାରମ୍ବାର ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା ।ଗତ […]
ନୂଆଦିଲ୍ଲୀ: ମେ’ ୯ ତାରିଖରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କୁ,NCST ରେ ବ୍ୟକ୍ତିଗତ ହାଜର ହେବା ନେଇ ସମନ ହୋଇଥିଲା । ମାତ୍ର ରାଜ୍ୟରେ ବାତ୍ୟା ପରିସ୍ଥିତି ଲାଗି ରହିଥିବାରୁ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲାପାଳ ହାଜର ହୋଇନଥିଲେ |ଆଜି କମିସନଙ୍କ ନିକଟରେ ଜିଲ୍ଲାପାଳ ହାଜର ହୋଇଛନ୍ତି।ସେ କମିସନର ସଦସ୍ୟ ଅନନ୍ତ ନାଏକଙ୍କ ନିକଟରେ ହାଜର ହୋଇଛନ୍ତି। କାନପୁର ଜଳ ସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ […]
ବାସ୍ତବବ୍ୟୁରୋ:ଦେଶରେ 6G ଇଣ୍ଟରନେଟ୍ ସେବା ଏହି ଦଶନ୍ଧି ଶେଷ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି। 6G ଇଣ୍ଟରନେଟର ଗତି 4G ଠାରୁ ହଜାରେ ଗୁଣ ଅଧିକ ହେବ ବୋଲି ଦାବି କରାଯାଉଛି। ଏହି ସମୟରେ, ଏହାର ଗତି 5G ଇଣ୍ଟରନେଟ୍ ସେବା ଠାରୁ 100 ଗୁଣ ଅଧିକ ହୋଇପାରେ | ଆନ୍ତର୍ଜାତୀୟ କମ୍ପାନୀ ଟେକ୍ ଟାର୍ଗେଟର ରିପୋର୍ଟ ଅନୁଯାୟୀ, 2028 ରୁ 2030 ମଧ୍ୟରେ ବିଶ୍ଵ ରେ 6G ହାଇ […]
ପ୍ରମୋଦ ନାଏକ(ଭୁବନେଶ୍ୱର) : ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରୁ ଜଗବନ୍ଧୁ ନାୟକ ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ ବଡ଼ଗଡ଼ ପୁଲିସ୍ ଆଜି ତାଙ୍କୁ ଉଦ୍ଧାର କରିବା ସହିତ ୩ ଅପହର୍ତ୍ତାଙ୍କୁ ଗିରଫ କରିଛି। ଅପହର୍ତ୍ତାମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ବାଲିଅନ୍ତା ଥାନା ଅନ୍ତର୍ଗତ ପ୍ରଦୀପ କୁମାର ଦାସ , ପାହାଳ ର ବିଶ୍ୱନାଥ ଦାସ ଓ କେନ୍ଦ୍ରାପଡ଼ାର ରାକେଶ କୁମାର ସାହୁ । ସେମାନଙ୍କ […]
ପ୍ରମୋଦ ନାଏକ(ଭୁବନେଶ୍ୱର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩୨ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।ଅନୁଗୁଳ ଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି । ରାଜ୍ୟରେ ଏବେ ଶିଳ୍ପର […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଂଚାୟତ ରାମେଶ୍ୱରପୁରରେ ଗାଁରେ ଭୟାଭୟ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡି’ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଯାଇଛି l ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟାପକ କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳିଛି l ଅଗ୍ନିକାଣ୍ଡ ର ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବିଭାଗ ସଠିକ ସମୟରେ ପହଁଚିଥିଲେ ମଧ୍ୟ ଅଗ୍ନି ପ୍ରକୋପିରେ ସବୁ କିଛି ପୋଡି ପାଉଁଶ ହୋଇ […]
ବାସ୍ତବବ୍ୟୁରୋ:ନିକଟରେ ଭାରତୀୟ ଜନତା ପାର୍ଟି (ବିଜେପି) ତ୍ରିପୁରାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ବିପ୍ଲାବ କୁମାର ଦେବଙ୍କ ସ୍ଥାନରେ ମାଣିକ ସାହାଙ୍କୁ ରାଜ୍ୟର ଦାଇତ୍ୱ ଦିଆଯାଇଛି। ଏହି ପରିବର୍ତ୍ତନ କାହିଁକି ହେଲା ସେନେଇ ଏବେ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଗତ ୬ବର୍ଷର ରାଜନୈତିକ ପରିସ୍ଥିତି ଏକ ଭିନ୍ନ ସୂତ୍ର ଦର୍ଶାଉଛି। ପରିସଂଖ୍ୟାନ ଦର୍ଶାଏ ଯେ ଏହି ବର୍ଷଗୁଡ଼ିକରେ ଦଳ ଯେଉଁଠାରେ ନିଜର ସିଏମ୍ ବଦଳାଇଛି, ସେ ନିର୍ବାଚନରେ ବଡ଼ […]
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି) ୧୭।୦୫ :ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ଆରଡ଼ି ମାଟି ।୨ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ଏବର୍ଷ ଆଖଣ୍ଡଳମଣିଙ୍କ ବିବାହ ପାଇଁ ଉଠିଲା ଲଗ୍ନ ଥାଳ। ଚଳିତ ବର୍ଷ ଆସନ୍ତା ଜୁନ ୪ ତାରିଖରେ ମହା ଆଡମ୍ବରବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଳିତ ହେବ। ଏଥିପାଇଁ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଶିବପାର୍ବତୀଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ […]
ନୂଆଦିଲ୍ଲୀ:ଗହମ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲା, ତା’ପରେ ୟୁରୋପରେ ମୂଲ୍ୟରେ ବୃଦ୍ଧି ଘଟିଲା। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଗହମ ଯୋଗାଣ ପ୍ରଭାବିତ ହୋଇଛି, ଯେଉଁ କାରଣରୁ ଗହମ ଦର ବୃଦ୍ଧି ପାଉଛି | ବର୍ତ୍ତମାନ ଚୀନ୍ ମଧ୍ୟ ଏହି ପ୍ରସଙ୍ଗରେ ଭାରତ ସହିତ ଦେଖାଯାଉଛି | ରପ୍ତାନି ଉପରେ ନିଷେଧାଦେଶ ସମ୍ପର୍କରେ ଚୀନ୍ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ […]


